ଜିଲ୍ଲା ସଭାପତି ବଦଳରେ ବାଇଁଆ ଓ ବୁନୁ ଗୋଷ୍ଠି ଖୁସ୍
ଭୁବନେଶ୍ୱର : ରାଜଧାନୀ ବିଜେଡି ରାଜନୀତିରେ ଘଡିକୋ ଘୋଡା ଛୁଟୁଥିବାବେଳେ ଏବେ କେନ୍ଦ୍ରୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ହୋଇଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡିର ନୂଆ ସଭାପତି । ଦଳର ଛାମୁଆ ନେତା ଅମରେଶ ଜେନା ଓରଫ ବାଇଁଆଙ୍କ ସ୍ଥାନରେ ଦଳ ତାଙ୍କୁ ଏହି ଦାୟିତ୍ୱ ଦେଇଛି । ଏଭଳି…
