Odia News Portal

ଶିବରାତ୍ରିରେ ଏହି ସ୍ଥାନ ବାହାରିଲା ଟନ ଟନ ସୁନା

ସୋନଭଦ୍ର () ପାହାଡରେ ଦବି ହୋଇ ରହିଛି ସୁନାର ଭଣ୍ଡାର । ଉତ୍ତରପ୍ରଦେଶରେ ଏକ ପାହାଡରେ ସୁନାର ଏକ ବଡ ଭଣ୍ଡାର ଥିବା ଠାବ ହୋଇଛି । ଆଉ ଏହାକୁ ଖୋଳି କାଢ଼ିବାକୁ ଏବେ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ପାଖାପାଖି ତିନି ହଜାର ଟନ ସୁନା ଥିବାର…

ଆଳୁ ଖୋଳୁ ଖୋଳୁ ବାହାରିଥିଲେ ଭୋଲେନାଥ, ଶିବରାତ୍ରୀରେ ଜାଣନ୍ତୁ ମହାଦେବଙ୍କ ଏକ ଲୀଳା

ଆଜି ମହାଶିବରାତ୍ରି, ଏହି ଦିନ ସମସ୍ୟାର ସମାଧାନ ପାଇଁ ଏବଂ ନିଜ ମନସ୍କାମନା ପୂରଣ ପାଇଁ ମହାଦେବଙ୍କ ପାଖରେ ମାନସିକ କରନ୍ତି ଭକ୍ତଗଣ । ଆମ ଓଡିଶା ରେ ଅନେକ ଶିବ ମନ୍ଦିର ଅଛି ଏବଂ ଏହି ସବୁ ମନ୍ଦିର ପଛରେ ଲୁଚି ରହିଛି କିଛି ରହସ୍ୟ । କେନ୍ଦୁଝର ଆନନ୍ଦପୁରରେ ମଧ୍ୟ ପ୍ରଭୁ ଉତ୍ତରେଶ୍ୱରଙ୍କ…

ପୁଣି ରାଜଧାନୀରୁ ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର : ରାଜଧାନୀ ଏବେ ବାଉନ ସୁଗାର ବେପାରୀଙ୍କ ଆଡ୍ଡା ପାଲଟି ଗଲାଣି। ତେବେ ପୋଲିସ ମଧ୍ୟ ଲଗାତାର ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଧଳା ଜହତ ଜବତ କରିବା ସହ ବେପାରୀଙ୍କୁ ଗିରଫ କରୁଛି।  ଆଜି ମଧ୍ୟ କମିଶନରେଟ୍ ପୋଲିସ ରାଜଧାନୀର ତମାଣ୍ଡୋ ଅଞ୍ଚଳରୁ ବ୍ରାଉନ ସୁଗାର…

ଆପଣଙ୍କ ପରିବାରରେ କେହି ଧୂମପାନ କରୁଛନ୍ତି କି ? ଏହି ଘରୋଇ ଉପାୟ ଆପଣାଇ ଛଡ଼ାନ୍ତୁ ଅଭ୍ୟାସ

ଧୂମପାନ କରିବା ଶରୀର ପାଇଁ କ୍ଷତିକାରକ ତା’ହା ଆମେ ସମସ୍ତେ ଜାଣିଛେ । କିନ୍ତୁ କିଛି ଲୋକ ଧୂମପାନର ଭୟାବହ ପରିଣାମ ଜାଣି ମଧ୍ୟ ପ୍ରତିଦିନ ଧୂମପାନ କରିଥାନ୍ତି । ଏହା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇ ଯାଇଥିବାରୁ କିଛି ଲୋକ ଚାହିଁ ମଧ୍ୟ ଧୂମପାନରୁ ନିଜକୁ ଦୂରେଇ ରଖି ପାରନ୍ତି ନାହିଁ ।…

ରାଜଧାନୀରେ ଜବରଦଖଲ ହେଲାଣି ୪୮୮ ଏକର, ଉଚ୍ଛେଦ କରିପାରୁନି ତିନି ସ୍କ୍ୱାଡ୍‍

ଭୁବନେଶ୍ୱର : ସରକାରୀ ହିସାବରେ ରାଜଧାନୀରେ ୪୮୮ ଏକର ଜମି ଜବରଦଖଲ ହୋଇସାରିଥିବା ଜଣାପଡିବା ପରେ ଏବେ ଜବରଦଖଲ ହଟାଇବାପାଇଁ ସରକାରଙ୍କର ତିନି ଛାମୁଆ ସଂସ୍ଥା ବିଡିଏ, ବିଏମ୍‍ସି ଓ ସାଧାରଣ ପ୍ରଶାସନର ସ୍କ୍ୱାଡ୍‍ ଉପରେ ପ୍ରଶ୍ନଚିହ୍ନ ଲାଗି ଗଲାଣି । ଜମି ମାଫିଆମାନଙ୍କ ଆଗରେ ଏମାନଙ୍କ ବଳ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ସହ ଚନ୍ଦ୍ରଙ୍କ ସଂଯୋଗ ଆପଣଙ୍କୁ ଧାର୍ମିକ ଭାବନାରେ ନିମଜ୍ଜିତ କରାଇବ। ପାରିବାରିକ ଜୀବନରେ ସହନଶୀଳତା ଏବଂ ମନକୁ ସୁହାଇଲା ଭଳି କଥାକହି ପରିବେଶକୁ ହାଲୁକା କରିବେ। ଆଲୋଚନାକାଳରେ ମନକଥାକୁ ମନ ଭିତରେ ଚାପି ରଖି ବନ୍ଧୁଙ୍କ ସହ କଥା ହେବାକୁ…

ଇୋନେସିଆରେ ହେବ ବିଜୁ ଗ୍ୟାଲେରୀ

ଭୁବନେଶ୍ୱର : ଇୋନେସିଆରେ ଏକ ବିଜୁ ଗ୍ୟାଲେରୀ କରାଯିବା ସହିତ ବିଜୁଙ୍କ ଜୀବନିକୁ ନେଇ କ୍ଷୁଦ୍ର ପୁସ୍ତକ ପ୍ରକାଶ କରାଯିବ ବୋଲି ଓଡିଶାକୁ ଇୋନେସିଆରୁ ତିନି ଦିନିଆ ଗସ୍ତରେ ଆସିଥିବା ପଦ୍ମଶ୍ରୀ ଅଗୁଷ ଇନ୍ଦ୍ର ଉଦାୟନ ପ୍ରକାଶ କରିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ଗାନ୍ଧିଜୀଙ୍କ ବାର୍ତ୍ତାକୁ…

ସାଲୁଟ୍‌ ମାରି ଶେଷ ସମ୍ମାନ ଜଣାଇଲେ ଝିଅ

ଜୟପୁର : ବାପାଙ୍କୁ ଶେଷ ସମ୍ମାନ । ତ୍ରିରଙ୍ଗାରେ ସଜେଇ ହୋଇଥିବା ବାପାଙ୍କ ପାର୍ଥିବ ଶରୀରକୁ ସାଲୁଟ୍‌ ମାରି ଶେଷ ସମ୍ମାନ ଜଣାଇଲେ ଝିଅ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁରରେ । ଗୁଜୁରାଟ ସୀମାନ୍ତରେ ବିଏସ୍‌ଏଫ୍‌ ୧୫୪ ବାଟାଲିୟନ୍‌ରେ କାର୍ଯ୍ୟରତ ଥିଲେ ଯବାନ କୃଷ୍ଣଚନ୍ଦ୍ର ସାହୁ ।…

କାର ଓ ବାଇକ ଭଳି ଟ୍ରେନ ରେ କେତେ ସିସିର ଇଞ୍ଜିନ ଥାଏ, ଜାଣନ୍ତୁ

କାର ଏବଂ ବାଇକ ରେ ୮୦ ରୁ ୫୦୦ ସିସି ପର୍ୟ୍ୟନ୍ତ ଇଞ୍ଜିନ ଥାଏ । ରୋୟାଲ ଏଂଫିଲଡ଼ ବାଇକ ରେ ୫୦୦ ରୁ ଅଧିକ ସିସି ର ମଧ୍ୟ ଇଞ୍ଜିନ ବ୍ୟବହାର ହଉଛି । କେବେ ଭାବିଛନ୍ତି ଟ୍ରେନ ରେ କେତେ ସିସି ର ଇଞ୍ଜିନ ବ୍ୟବହାର ହୁଏ? ଆସନ୍ତୁ ଜାଣିବା ଏହି ବିଷୟରେ  ..... ଛୋଟ ଇଞ୍ଜିନ ବ୍ୟବହାର…

ପୃଥକ ପୃଥକ ଦୁର୍ଘଟଣା ଘଟି ଚାଲିଗଲା ୨୬ ଜଣଙ୍କ ଜୀବନ

ଚେନ୍ନାଇ: ତାମିଲନାଡୁରେ ପୃଥକ  ପୃଥକ ଦୁର୍ଘଟଣା ଘଟି ଚାଲିଯାଇଛି ୨୬ ଜଣଙ୍କର ଜୀବନ। ପୋଲିସର କହିବା ମୁତାବକ ଗୁରବାର ଦିନ ଏକ ଯାତ୍ରୀବାହୀ ବସକୁ ଏକ ଟ୍ରକ ଧକ୍କା ଦେବା ଫଳରେ ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।  ବସଟି ବେଙ୍ଗାଲୁରୁରୁ ଏର୍ଣ୍ଣାକୁଲମ ଯିବା ବାଟରେ ତ୍ରୀପୁରା ଜିଲ୍ଲାର…