ମାଡ ଭୟରେ ଥରିଲେଣି ସେସୁ କର୍ମଚାରୀ
ଭୁବନେଶ୍ୱର : ସେସୁ ସିଇଓ ନାଲିଆଖି ଦେଖାଇ ଲାଇନ୍ କାଟିବାକୁ ସଜବାଜ ହେଉଥିବାବେଳେ ସେସୁ ଅଧିନରେ କାର୍ଯ୍ୟରତ କିନ୍ତୁ ମାଡ ଭୟରେ ଥରିଲେଣି । ଗାଁକୁ ଯାଇ ଖୁଣ୍ଟରେ ଚଢି ଲାଇନ୍ କାଟିଲେ କି ଅବସ୍ଥା ହେବ ତାହା କେବଳ ସେମାନେ
ଜାଣିଛନ୍ତି । କେହି ପିଠିରେ ପଡିବେନି । ପୁଲିସ୍ ଠିଆକରି…
