୧୪ରୁ ବିଧାନସଭାର ବଜେଟ୍ ଅଧିବେଶନ
ଭୁବନେଶ୍ୱର () ଆସନ୍ତା ୧୪ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ବସିବ । ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । ସବୁ ଦଳର ବିଧାୟକଙ୍କୁ ଯୋଗଦେବାକୁ କହିଲେ ବାଚସ୍ପତି ।
ତେବେ ଫେବ୍ରୁଆରି ୧୪ରୁ ଏପ୍ରିଲ ୯ ପର୍ୟ୍ୟନ୍ତ ବଜେଟ୍ ଅଧିବେଶନ ଚାଲିବ ବୋଲି ସ୍ଥିର ହୋଇଛି । ଫେବ୍ରୁଆରି ୧୮ରେ…
