Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ରାଶିଚକ୍ରର ଉତ୍ତରାର୍ଦ୍ଧରେ ଅଧିକାଂଶ ଗ୍ରହ ଥିବାରୁ ମଧ୍ୟାହ୍ନ ପରେ ପ୍ରତ୍ୟେକ କାମରେ ଶୁଭଫଳ ମିଳିବ। କାର୍ଯ୍ୟସିଦ୍ଧି, ଅର୍ଥଲାଭ ସକାଶେ ଆଲୋଚନା ମଧ୍ୟ କରିବେ। ଅଶ୍ୱିନୀ ନକ୍ଷତ୍ରର କାର୍ଯ୍ୟବ୍ୟସ୍ତତା ଯୋଗୁ ସବୁ କ୍ଷେତ୍ରରେ ଶୃଙ୍ଖଳା ରକ୍ଷା କରିବା କଷ୍ଟକର ହୋଇପାରେ। ସାହିତ୍ୟ,…

କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()  ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷିତ ନଥିଲେ ସୁଦ୍ଧା ଭୋଟ ଗଣତିର ଟ୍ରେଣ୍ଡ ଆଧାରରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍ ଆଦ୍ମୀ ପାର୍ଟି (ଆପ୍) ବିପୁଳ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ସ୍ପଷ୍ଟ ହୋଇ ଯାଇଛି। ବିଧାନସଭାର ୭୦ଟି ଆସନ ମଧ୍ୟରୁ ଆପ୍ ୬୩ଟି ଆସନରେ…

ଏହି ସବୁ କାରଣ ପାଇଁ ଖାତା ଖୋଲିପାରିଲାନି କଂଗ୍ରେସ

ନୂଆଦିଲ୍ଲୀ () ଆମ ଆଦମୀ ପାର୍ଟିର ଜବରଦସ୍ତ ଜିତ୍ ।ଅପରାହ୍ନ ୪ ଟା ସୁଦ୍ଧା ଗଣତିରୁ ଆପ୍ ୬୩ ଆସନ ଏବଂ ବିଜେପି ୭ ଆସନରେ ବିଜୟୀ ବା ଆଗୁଆ ରହିଛନ୍ତି ।ଏକ ବିରାଟ ରୋଡ ଶୋ ସହ ବିଜୟ ଉତ୍ସବ ପାଲନ କରୁଥିବା ଅରବିନ୍ଦ କେଜରିୱାଲ କିନ୍ତୁ ଆଇ ଲଭ୍ ଯୁ କହି ଦିଲ୍ଲୀ ବାସୀଙ୍କୁ ଜଣାଇଛନ୍ତି କୃତଜ୍ଞତା…

ଏହି ସବୁ କାରଣ ପାଇଁ ଦିଲ୍ଲୀ ଦଖଲ କଲେ କେଜ୍ରିୱାଲ

ନୂଆଦିଲ୍ଲୀ () ଆମ ଆଦମୀ ପାର୍ଟିର ଜବରଦସ୍ତ ଜିତ୍ ।ଅପରାହ୍ନ ୪ ଟା ସୁଦ୍ଧା ଗଣତିରୁ ଆପ୍ ୬୩ ଆସନ ଏବଂ ବିଜେପି ୭ ଆସନରେ ବିଜୟୀ ବା ଆଗୁଆ ରହିଛନ୍ତି ।ଏକ ବିରାଟ ରୋଡ ଶୋ ସହ ବିଜୟ ଉତ୍ସବ ପାଲନ କରୁଥିବା ଅରବିନ୍ଦ କେଜରିୱାଲ କିନ୍ତୁ ଆଇ ଲଭ୍ ଯୁ କହି ଦିଲ୍ଲୀ ବାସୀଙ୍କୁ ଜଣାଇଛନ୍ତି କୃତଜ୍ଞତା…

ସମ୍ ହସ୍ପିଟାଲରେ ପ୍ରଥମ ଏଣ୍ଡୋସ୍କୋପିକ୍ ବେଲୁନ୍ ୟୁଷ୍ଟୋସାନ୍ ଟୁ୍ୟବୋପ୍ଲାଷ୍ଟି ପ୍ରକି୍ରୟାରେ ଚିକିତ୍ସା

ଭୁବନେଶ୍ୱର() ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେନ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏଣ୍ଡୋସ୍କୋପିକ୍ ବେଲୁନ୍ ୟୁ୍ଷ୍ଟେସାନ୍ ଟୁ୍ୟବୋପ୍ଲାଷ୍ଟି ପ୍ରକ୍ରିୟାରେ କର୍ଣ୍ଣନଳୀରେ ଉପୁଜୁଥିବା ବ୍ୟାଧିର ଚିକିତ୍ସା…

ସୋସିଆଲ ମିଡିଆରେ ନିଆଁ ଲଗାଉଛି ଜାହ୍ନଭୀଙ୍କ ଏହି ଫଟୋ

ମୁମ୍ବାଇ() ଶ୍ରୀଦେବୀ ଏବଂ ବୋନି କପୁରଙ୍କ ବଡ଼ ଝିଅ ଜାହ୍ନବୀ କପୁର ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି।ଜାହ୍ନବୀ ଏବେ ନିଜ ଅପକମିଂ ଫିଲ୍ମ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍ ନେଇ ବ୍ୟସ୍ତ ଅଛନ୍ତି। ଏବେ ଜାହ୍ନବୀ ନିଜ ଲାଟେଷ୍ଟ ଫଟୋଶୁଟ୍ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏହି ଫଟୋ…

ଟ୍ରାଫିକ୍ ଜାମ୍ ପାଇଁ ଆଖି ବୁଜିଲା ୫ ବର୍ଷର ଶିଶୁ

ଭୁବନେଶ୍ୱର( ) ଭୁବନେଶ୍ୱରରେ ଟ୍ରାଫିକ୍ ଜାମ୍ ପାଇଁ ଆଖି ବୁଜିଲା ୫ ବର୍ଷର ଶିଶୁ । ଜଣେ ପାଞ୍ଚ ବର୍ଷର ଶିଶୁର ପ୍ରବଳ ବାନ୍ତି ହେଉଥିବାରୁ ତାକୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପିଲାଟିର ଅବସ୍ଥା ବିଗୁଡ଼ୁଥିବା ଦେଖି କ୍ୟାପିଟାଲ ହସ୍ପିଟାଲରୁ ତାକୁ କଟକ ଏସସିବି…

ମଝିରେ ମଝିରେ ବିଜେପି ହାରିବା ଦରକାର : ଖାରବେଳ ସ୍ୱାଇଁ

ଭୁବନେଶ୍ୱର() ବିଜେପିକୁ ଝଟକା । ଦିଲ୍ଲୀ ବିଧାନସଭାରେ ବିଜେପି ଲୋକ ସମର୍ଥନ ହାସଲ କରିବାରେ ବିଫଳ ହୋଇଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ନେତା ଖାରବେଳ ସ୍ୱାଇଁ । ସେ କହିଛନ୍ତି , ହେଲେ ଯାହା ହୋଇଛି ତାହା ଭଲ ହୋଇଛି ।ବିଜେପି ଏମିତି ମଝିରେ ମଝିରେ ହାରିବା ଦରକାର ।ହାରିବା…

ପରାଜୟ ସ୍ୱୀକାର କଲା କଂଗ୍ରେସ

ନୂଆଦିଲ୍ଲୀ () ନୂଆଦିଲ୍ଲୀରେ ୭୦ ଆସନରୁ ଗୋଟିଏ ବି ଆସନ କଂଗ୍ରେସ ଜିତି ପାରିବ ନାହିଁ ବୋଲି ଭୋଟ ଗଣତି ଟ୍ରେଣ୍ଡରୁ ସ୍ପଷ୍ଟ ହେବାରେ ଲାଗିଛି। ଆପ ୫୮ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ମାତ୍ର ୧୨ଟି ଆସନରେ ଲିଡ୍ କରୁଛି। ଏସବୁ ଭିତରେ କଂଗ୍ରେସ ଆଗୁଆ ନିଜର ପରାଜୟ ସ୍ୱୀକାର କରିଛି ଓ…

ପିଲାଙ୍କୁ ପାଠ ପଢାଇଲେ ମନ୍ତ୍ରୀ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ନେତା ମନ୍ତ୍ରୀ ମାନିବାରେ ଲାଗିପଡିଛନ୍ତି । ସେମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଯୋଡ଼ି ହେଉଛନ୍ତି । ସାଧାରଣ ଜୀବନ ଜାପନ ମଧ୍ୟ କରୁଛନ୍ତି । ଗତକାଲି ଜନଜାତି ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା…