Odia News Portal

ଏସ୍‌ସିବି ଆଇସିୟୁରୁ କଏଦୀ ଫେରାର

କଟକ : କଟକ ଏସସିବି ମେଡିକାଲ ସେଣ୍ଟ୍ରାଲ୍ ଆଇସିୟୁରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଆଲୋକ ସାହୁ । ଆଲୋକକୁ କଟକ ବଡ ମେଡିକାଲ ଆଇସିୟୁରେ ଭର୍ତ୍ତି କରିଥିଲା ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ପୋଲିସ । ଫିନାଇଲ୍‌ ପିଇ ଗୁରୁତର ହେବା ପରେ ଅଭିଯୁକ୍ତକୁ…

ଆଇଇଏସ୍ ପରୀକ୍ଷାରେ ଓଡିଆ ପୁଅ ଟପ୍ପର

ଭୁବନେଶ୍ୱର : ଆଇଇଏସ୍ ପରୀକ୍ଷାରେ ଓଡିଆ ଛାତ୍ର ଅଂଶୁମାନ କାମିଲା ଟପ୍ପର ହୋଇଛନ୍ତି । ଆଇଇଏସ୍ ହେଉଛି ଇଣ୍ଡିଆନ ଇକୋନୋମିକ ସର୍ଭିସ । ତେବେ ଆଇଏସ ପରୀକ୍ଷାରେ ମୋଟ୍ ୩୨ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଅଂଶୁମାନ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅଂଶୁମାନ ହେଉଛନ୍ତି ପ୍ରତିଷ୍ଠିତ…

ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଆୟୋଜିତ ନ୍ୟାସନାଲ ସ୍ପୋର୍ଟସ କ୍ଲାଇମ୍ବିଂ ଚମ୍ପିଆନସିପର ଉଦଯାପନୀ ଉତ୍ସବରେ ଅଭାବନୀୟ ଘଟଣା। ପ୍ରତିଯୋଗିତାର ପୁରସ୍କାର ବିତରଣ ସମୟରେ ଷ୍ଟେଜ୍ ଉପରେ ଜଣେ ମହିଳା ସ୍ୱେଚ୍ଛାସେବୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଜଣେ ବରିଷ୍ଠ…

ରାସ୍ତା ମଝିରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର

ଯାଜପୁର : ଯାଜପୁର ବଡଚଣା ଢିଅକରନ୍ଦା ଛକରେ ରାସ୍ତା ମଝିରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର । ନିୟନ୍ତ୍ରଣ ହରାଇ ଟ୍ୟାଙ୍କରଟି ଓଲଟି ପଡ଼ିଛି । ଗ୍ୟାସ୍‌ ଲିକ୍‌ ହେବା ଆଶଙ୍କାରେ ଗ୍ୟାସ୍‌ ଟ୍ୟାଙ୍କର ଉପରକୁ ପାଣି ସ୍ପ୍ରେ କରାଯାଉଛି । ଗ୍ୟାସ୍‌ ଟ୍ୟାଙ୍କର ଓଲଟି ପଡ଼ିବାରୁ ରାସ୍ତାରେ ଅନ୍ୟ ଯାନବାହନ…

ସିଂହଦ୍ବାରରେ ରହିବ ରଥ, ପରିଚାଳନା କମିଟି ସହ ମନ୍ଦିର ପ୍ରକଳ୍ପ ଆର୍କିଟେକଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡରରେ ରଥଯାତ୍ରାର ଏକ ପରିକଳ୍ପିତ ଦୃଶ୍ୟ ମୁଖ୍ୟମନ୍ତ୍ରୀ ଲୋକଲୋଚନକୁ ଆଣିଥିଲେ। ହେଲେ ଦେଖାଯାଇଥିବା ଆନିମେଟେଡ ଦୃଶ୍ୟରେ ରଥଯାତ୍ରା ସିଂହଦ୍ବାର ପରିବର୍ତ୍ତେ ରଥଖଳାରୁ ହେବା ନେଇ ଦେଖିବାକୁ ମିଳିଥିଲା ଓ ଅରୁଣ ସ୍ତମ୍ଭ ମଧ୍ୟ ନଥିଲା ଯାହାକୁ ନେଇ  ବିବାଦ ଓ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ୪ ମୃତ

ନୟାଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ। ନୟାଗଡ଼ ଓଡ଼ଗାଁ ଥାନା କରଡ଼ା ନିକଟରେ ଘଟିଛି ଦୁର୍ଘଟଣା। କାରଟି ଭୁବନେଶ୍ୱରରୁ ନନ୍ଦିଘୋର ଫେରିବା ବେଳେ କରଡ଼ା ନିକଟରେ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିଲା। ଏଥିରେ କାର ଡ୍ରାଇଭର ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ନନ୍ଦୀଘୋର ନୋଳିଆ…

ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼: କଂସ ବଧ ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ବିଶ୍ୱରେ ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ମହାନାଟକର ପଡିଛି ଯବନିକା । ଭଣଜା କୃଷ୍ଣ ହାତରେ ମାମୁ କଂସର ବଧରେ ଯାତ୍ରା ଶେଷ ହୋଇଛି । ଏହାପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ମଥୁରା…

ରାଜ୍ୟକୁ ପୁଣି ଲେଉଟିଲା ଶୀତ

ଭୁବନେଶ୍ବର : ରାଜ୍ୟକୁ ପୁଣି ଲେଉଟିଲା ଶୀତ। ଗତକାଲିର କୋହଲା ପାଗ ହଟିବା ପରେ ଆଜି ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ରାତିର ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିବ। ଉପକୂଳ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ସେଲସିୟସ୍‌ ହ୍ରାସ ସମ୍ଭାବନା ରହିଛି। ଫଳରେ…

କାମାକ୍ଷାନଗର କଙ୍କଡ଼ାହାଡ ASI ଯଶୋବନ୍ତ ନିଲମ୍ବିତ

ଢେଙ୍କାନାଳ : ଏତଲା ନ ରଖିବା ପଡିଲା ମହଙ୍ଗା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡ଼ାହାଡ ASI ଯଶୋବନ୍ତ ପୃଷ୍ଟି ନିଲମ୍ବିତ । ଡିସେମ୍ବର ୧୩ ତାରିଖରେ ବବିତା ନାମକ ଜଣେ ମହିଳାଙ୍କୁ କେହି ମାଡ ମାରିଥିଲେ । ଏ ନେଇ ବବିତା ଓ ତାଙ୍କ ସ୍ୱାମୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ…

ମୋ ସରକାରରେ ସାମିଲ ହେଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ

ଭୁବନେଶ୍ବର : ମୋ ସରକାରରେ ସାମିଲ ହେଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଜନସାଧାରଣଙ୍କ ଠାରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ ଫୋନ ଯୋଗେ ହିତାଧିକାରୀଙ୍କ ଫିଡବ୍ୟାକ ନେବେ । ରାଜ୍ୟର ସମସ୍ତ…