Odia News Portal

ଦିଲ୍ଲୀରେ ବିଜେପି ଚିତପଟାଙ୍ଗ, ବିଜୟ ପଥରେ କେଜ୍ରିୱାଲ

ନୂଆଦିଲ୍ଲୀ() ଦିଲ୍ଲୀରେ ପୁଣି ସରକାର ଗଢିବ ଆପ । ସରକାର ଗଢ଼ିବା ରାସ୍ତାରେ ଆଗକୁ ବଢ଼ୁଛନ୍ତି ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀରେ ଆମ ଆଦମି ପାର୍ଟି ଅଗ୍ରଣୀ ସ୍ଥିତି ବଜାୟ ରଖିଛି । ଫଳାଫଳ ଆସିବା ପୂର୍ବରୁ ଚିତ୍ର ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତିର…

ସଫେଇ କର୍ମଚାରୀମାନେ ଦେଖାଇଲେ ମାନବିକତା…

ଆଠଗଡ଼ : ଆଠଗଡ଼ରେ ସଫେଇ କର୍ମଚାରୀମାନେ ଦେଖାଇଲେ ମାନବିକତା। ଗତ ଚାରି ଦିନ ହେଲା କଟକ- ସମ୍ବଲପୁର ମୁଖ୍ୟ ରାସ୍ତା ମେଡିକାଲ ଛକ ନିକଟରେ ଏକ ଷଣ୍ଢର ମୃତ୍ୟୁଦେହ ପଚିସଢି ଯାଇଥିବା ବେଳେ ଆନ୍ଦୋଳନରତ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରୀମାନେ ଯଥାଶୀଘ୍ର ତାହାର ସଂସ୍କାର…

ଖବର ପ୍ରକାଶ ପରେ ସୁଡା ଅଧିକାରୀଙ୍କ ଘର ଅଗଣା ଖାଁ ଖାଁ

ଭୁବନେଶ୍ୱର : ନଗର ଉନ୍ନୟନ ମନ୍ତ୍ରୀଙ୍କୁ ବଳିଗଲେ ସୁଡା ଅଧିକାରୀ ଶୀର୍ଷକ ଖବର ପ୍ରକାଶିତ ହେବାପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଖବରଟିକୁ ନେଇ ବିଭାଗ ଠାରୁ ଆରମ୍ଭ କରି ପ୍ରଶାସନର ଶୀର୍ଷ ସ୍ତରରେ ଆଲୋଚନା ଲାଗି ରହିଥିବାବେଳେ ସମ୍ପୃକ୍ତ ଅଧିକାରୀଙ୍କ ଘରେ ଗତ ଦୁଇଦିନ ହେଲାଣି ଏକ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ କର୍ମଭାବର ଶୁଭତ୍ୱ ଆପଣଙ୍କ କାର୍ଯ୍ୟସିଦ୍ଧି ସହ ସାମାଜିକ ସମ୍ମାନ ଅକ୍ଷୁଣ୍ଣ ରହିବ। ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବା ସଙ୍ଗକୁ ବନ୍ଧୁଙ୍କ ମହଲରେ ପ୍ରଶଂସାର ପାତ୍ର ହେବେ। କିନ୍ତୁ କୃତିକା ନକ୍ଷତ୍ର ନିଜ ପରିସରରେ ଭଲ କରିବାକୁ ଯାଇ ଅପଦସ୍ତ ହୋଇପାରନ୍ତି। ସାଧାରଣ କଥାକୁ…

ଦିଲ୍ଲୀ ପରେ ଏବେ ଏହି ରାଜ୍ୟରେ ବିଜୁଳି ବିଲ୍ ମାଗଣା, କେଜ୍ରିଓ୍ବାଲ କଲେ ସ୍ବାଗତ

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ଭଳି ଏବେ ପଶ୍ଚିମବଙ୍ଗ ସରକାର ମଧ୍ୟ ମାଗଣାରେ ବିଜୁଳି ଯୋଗାଣ କରିବାର ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏନେଇ ଆଜି ଘୋଷଣା କରିଛନ୍ତି। ମମତାଙ୍କ ଘୋଷଣା ଅନୁସାରେ, ୩ ମାସରେ ୭୫ ୟୁନିଟ୍ ବିଦ୍ୟୁତ ଉପଯୋଗ କରିଥିବା ଲୋକଙ୍କୁ ବିଲ୍…

ଆସନ୍ତାକାଲିଠୁ ବିମଷ୍ଟେକ୍‌ ରାଷ୍ଟ୍ର ସମୁହର ମକ୍‌ ଡ୍ରିଲ୍‌, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତାକାଲିଠୁ ଓଡ଼ିଶାରେ ବିମଷ୍ଟେକ୍‌ ରାଷ୍ଟ୍ର ସମୁହର ମକ୍‌ ଡ୍ରିଲ୍‌ । ଏହାକୁ ଭୁବନେଶ୍ୱରରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଏକ୍ସରସାଇଜ୍‌ରେ ଏକାଠି ହେବେ ଭାରତ ସେମତ ବିମଷ୍ଟେକ୍‌ ରାଷ୍ଟ୍ର ସମୁହ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ,…

ଘୋଷଣା ହେଲା ମହାକୁମ୍ଭ ୨୦୨୧ର ସ୍ଥାନ ଓ ତାରିଖ, ଜାଣନ୍ତୁ କେବେ ଅନୁଷ୍ଠିତ ହେବ ଏହି ପବିତ୍ର ମେଳା

ହରିଦ୍ୱାରରେ ଆସନ୍ତାବର୍ଷ ହେବାକୁ ଥିବା ମହାକୁମ୍ଭ ମେଳାର ଶାହି ସ୍ନାନର ତାରିଖ ଘୋଷଣା ହୋଇଛି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ ପ୍ରାୟ ଦୁଇ ଘଣ୍ଟା ଧରି ସାଧୁସନ୍ଥଙ୍କ ସହ ଆଲୋଚନା କରିବା ପରେ ଏହି ତିଥି ଘୋଷଣା କରିଛନ୍ତି। ଆଲୋଚନା ମୁତାବକ ପ୍ରଥମ ଶାହି ସ୍ନାନ ୧୧…

ଅଙ୍ଗ ପ୍ରତ୍ୟାରୋପଣ ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ

ଭୁବନେଶ୍ୱର() ଗତ ୪ ତାରିଖ ଦିନ ମସ୍ତିକ ମୃତ୍ୟୁ ଘଟିଥିବା ଗଂଜାମର ପି.ପି୍ରୟଙ୍କାରାଣୀ ପାତ୍ରଙ୍କ କିଡନୀ ଦୁଇଟିକୁ ସଫଳତାର ସହ ପ୍ରତ୍ୟାରୋପଣ କରି ଦୁଇ ଜଣଙ୍କ ଜୀବନ ରକ୍ଷା କରିଥିବା ଏସ.ସି.ବି ମେଡିକାଲ କଲେଜ, କଟକ ଏବଂ ଆପୋଲ ହସପିଟାଲ ଭୁବନେଶ୍ୱରର ଡାକ୍ତର ମାନଙ୍କୁ ଆଜି ଲୋକସେବା ଭବନରେ…

ରାଜ୍ୟରେ ପ୍ରଥମ : ସ୍ୱଚ୍ଛ ଅଭିଯାନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହରକୁ ସ୍ୱଚ୍ଛ କରିବା ଲାଗି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି)ର ସଦସ୍ୟାମାନେ ମଙ୍ଗ ଧରିଛନ୍ତି । ଘରକୁ ଘର ବୁଲି ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସହିତ ତାହାକୁ ଗାଡ଼ିରେ ନେଇଯାଉଛନ୍ତି । ସହରର ଦୁଇଟି ୱାର୍ଡରେ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ…

ସୁନ୍ଦରୀ ‘ଆନି’ ଏବେ କ’ଣ କରୁଛନ୍ତି ଆସନ୍ତୁ ଜାଣିବା

ଜୟପୁର : ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢି ଚାଲିଛନ୍ତି ଜୟପୁର ଝିଅ ଆନି ପ୍ରିନ୍‌ସ । ପ୍ରଯୋଜନାରେ ପାଦ ଥାପିଛନ୍ତି ଏହି ମିସ୍‌ ଇଣ୍ଡିଆ ଏଲିଗେଣ୍ଟ ୨୦୧୭ ଟାଇଟଲ ବିଜୟିନୀ । ନିଜର ଏକ ପ୍ରଡକ୍ସନ ହାଉସ ଖୋଲିଛନ୍ତି । ସେ ଓ ତାଙ୍କ ଟିମ୍‌ ଆଲବମ୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଭିନ୍ନ…