Odia News Portal

୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ : ନୂଆ ଚାମ୍ପିଅନ୍‌ ହେଲା ବାଂଲାଦେଶ

ଦକ୍ଷିଣ ଆଫ୍ରିକା : ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ରେ ନୂଆ ଚାମ୍ପିଅନ୍‌ ହୋଇଛି ବାଂଲାଦେଶ । ଆଜି ଗତଥର ଚାମ୍ପିଅନ୍‌ ଭାରତକୁ ୩ ଓ୍ଵିକେଟ୍‌ରେ ହରାଇ ବାଂଲାଦେଶ ଟ୍ରଫି ହାସଲ କରିଛି । ଶେଷ ଭାଗରେ ବର୍ଷା ଯୋଗୁଁ ଲାଗୁ ହେଲା ଡିଏଲ୍‌ ପ୍ରଣାଳୀ । ଏଥିରେ ବାଂଲାଦେଶ ପାଇଁ ଟାର୍ଗେଟ୍‌ ବଦଳି…

ବନ୍ଧୁକ ମୁନରେ ଜୁଏଲରୀ ଦୋକାନରୁ ଲୁଟ୍‌

ବାରଙ୍ଗ : ବନ୍ଧୁକ ମୁନରେ ଲୁଟ୍‌। ଦୁର୍ବୃତ୍ତମାନେ ଲୁଟିନେଲେ ପ୍ରାୟ ୧ କିଲୋ ଓଜନର ସୁନା ଗହଣା। ବାରଙ୍ଗ ଗୋଡିସାହିରେ ଏକ ଗହଣା ଦୋକାନରୁ ଏହି ଲୁଟ୍‌ ହୋଇଛି। ଗୋଡିସାହିରେ ଥିବା ଲଳିତା ଜୁଏଲରୀ ମାଲିକ ଗତକାଲି ରାତିରେ ଦୋକାନ ବନ୍ଦ କରୁଥିବାବେଳେ ୬ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଏକାଦଶସ୍ଥ ବୁଧ ଯୋଗୁ ସନ୍ତାନଙ୍କ ସମସ୍ୟା ବିଷୟରେ ଚିନ୍ତିତ ରହିବେ। ସ୍ବାସ୍ଥ୍ୟହାନୀ,ଶତ୍ରୁତା କିମ୍ବା ଋଣ ପରିଶୋଧର ଚିନ୍ତା ବୃଦ୍ଧି ପାଇବ। ଆଲୋଚନା କ୍ରମରେ ଘରର କେତେକ ରହିଯାଇଥିବା କାମକୁ କରିବା ସକାଶେ ଚିନ୍ତା କରି ପାରନ୍ତି। ପାଖ ପଡୋଶୀଙ୍କ ସହ ବିଭିନ୍ନ ପ୍ରକାରର…

ହକି ଯୁବଖେଳାଳିମାନଙ୍କୁ ବ୍ରହ୍ମାକୁମାରୀଜ୍‌ ସେବାକେନ୍ଦ୍ରରେ ସମ୍ବର୍ଦ୍ଧନା

ଭୁବନେଶ୍ୱର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଈଶ୍ୱରୀୟ ଜ୍ଞାନ ଓ ଯୋଗ ବିଜ୍ଞାନର ଅନୁସନ୍ଧାନ ସଂସ୍ଥା “ରାଜଯୋଗ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍‌” ଯାହା ପ୍ରାଚୀନ ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକ ଜ୍ଞାନ ଏବଂ ରାଜଯୋଗର ପ୍ରୟୋଗ ଦ୍ୱାରା ପ୍ରକୃତି, ପରିବେଶ…

ନୂଆସାହି ଆଞ୍ଚଳିକ ବିକାଶ କେନ୍ଦ୍ର ପୁନଃର୍ଗଠନ ଓ ପଦାଧିକାରୀ ଚୟନ

ଭୁବନେଶ୍ବର : ନୂଆପଲ୍ଲୀ ୱାର୍ଡ ନଂ-୩୯ ଅଧିନରେ ଥିବା ନୂଆସାହି ଆଳିକ ବିକାଶ କେନ୍ଦ୍ରର ପୁନଃର୍ଗଠନ ହେବା ସହ ନୂତନ ପଦାଧିକାରୀ ଚୟନ ହୋଇଛି । ଏହି ଚୟନକୁ ଅଳର ବରିଷ୍ଠ ନାଗରିକମାନେ କରିଛନ୍ତି । ଯଥା ସଭାପତି ଭାବେ  ରମେଶ ଚନ୍ଦ୍ର ନାୟକ, ଉପସଭାପତି ସ୍ୱପ୍ନେନ୍ଦୁ ସାମନ୍ତରାୟ ସାଧାରଣ…

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ରାଞ୍ଚି : ଝାଡ଼ଖଣ୍ଡ ହଜାରୀବାଗ ସହରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ସହରର କୁମହାର ପାର ନାଲା ୱାର୍ଡ ନମ୍ୱର ୨୪ରେ ମହାତ୍ମା ଗାନ୍ଧୀଙ୍କ ସ୍ମାରକ ସ୍ଥଳରେ ବାପୁଙ୍କ ଏହି ପ୍ରତିମୂର୍ତ୍ତି ଥିଲା, ଯାହାକୁ କିଛି ଦୁର୍ବୃତ୍ତ ଭାଙ୍ଗି ତଳେ ପକାଇ ଦେଇଛନ୍ତି…

ହକି ପ୍ରୋ-ଲିଗ୍‌ : ବେଲଜିୟମ ଠାରୁ ୩-୨ ଗୋଲ୍‌ରେ ହାରିଗଲା ଭାରତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ୨୦୨୦ ଦ୍ୱିତୀୟ ମ୍ୟାଚରେ ଜିତିଲା ବେଲଜିୟମ୍‌ । ହାରିଲା ଭାରତ । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତକୁ ୩-୨ଗୋଲରେ ହରାଇଛି ଭ୍ରମଣକାରୀ ଦଳ । ଖେଳ ଆରମ୍ଭର ୩ମିନିଟ୍‌ ରେ ବେଲଜିୟମ ପ୍ରଥମ ଗୋଲ ଦେଇ ମ୍ୟାଚକୁ ନିଜ…

ସୋସିଆଲ ମିଡିଆରେ ନିଆଁ ଲଗାଇଲେ ସୌନ୍ଦର୍ଯ୍ୟା

ମୁମ୍ବାଇ : ଯେତେବେଳେ କଥା ଷ୍ଟାଇଲର ଆସେ ସେତେବେଳେ ଅଭିନେତ୍ରୀ ସୌନ୍ଦର୍ଯ୍ୟା ଶର୍ମା ଟ୍ରେଣ୍ଡ ସେଣ୍ଟରରେ ରୁହନ୍ତି । ତେବେ ସେ ଏପର୍ଯ୍ୟନ୍ତ ବଲିଉଡରେ ନିଜ ପରିଚୟ ବନାଇବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ସେ ନିଜ ଷ୍ଟାଇଲରେ ସୋସିଆଲ ମିଡିଆରେ ସବୁବେଳେ ଫ୍ୟାନ୍ସଙ୍କୁ ଆକର୍ଷିତ…

ଅଗ୍ନିକାଣ୍ଡ ଘଟଣା : ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ନବୀନ, ଶୋକ ପ୍ରକାଶ କଲେ ଧର୍ମେନ୍ଦ୍ର

ବ୍ରହ୍ମପୁର :  ବ୍ରହ୍ମପୁରରେ ଏକ ବରଯାତ୍ରୀ ବସ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଯାଇଛି। ଏଥିରେ ଥିବା ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଲେ ଏକାଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ…

ଭାଲେଣ୍ଟାଇନ୍ ଡେ’ରେ ଏହି ରାଜ୍ୟରେ ପାଳନ କରାଯିବ ମାତୃ-ପିତୃ ପୂଜନ ଦିବସ

ଅହମ୍ମଦାବାଦ : ସାରା ବିଶ୍ବ ଯେଉଁଠି ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ ଡେ ପାଳନ କରୁଥିବ ସେତେବେଳେ ଭାରତରେ ଏଭଳି ଏକ ରାଜ୍ୟ ରହିଛି ଯେଉଁଠି ମାତୃ-ପିତୃ ପୂଜନ ଦିବସ ପାଳନ କରାଯିବ। ଏଥିପାଇଁ ସରକାରୀ ବିଭାଗ ଦ୍ବାରା ନିର୍ଦେଶ ମଧ୍ୟ ଜାରି କରାଯାଇଛି। ଗୁଜୁରାଟର ସୁରଟ ଜିଲ୍ଲାର ଶିକ୍ଷା…