Odia News Portal

ଏହି ସବୁ ରୋଗରୁ ମୁକ୍ତିଦିଏ କାଜୁ 

କାଜୁ ଖାଇବା ଲାଗି ସ୍ବାଦିଷ୍ଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର। ଏଥିରେ ଭିଟାମିନ୍‌ ଓ ପ୍ରୋଟିନ୍‌ର ମାତ୍ରା ଅଧିକ ରହିଥାଏ। ଶୀତଦିନେ ଏହାକୁ ଖାଇବା ଲାଭଜନକ ହେବା ସହ ଅନେକ ରୋଗକୁ ମୁକ୍ତି ଦେଇଥାଏ, ଜାଣନ୍ତୁ ସେ ସମ୍ପର୍କରେଟ୍ଟ – କାଜୁ ହାଡ଼ ଶକ୍ତ କରିବା ସହ ହୃଦରୋଗରୁ…

ଲୋକସେବା ଭବନରେ କାର୍ଯ୍ୟାକାରୀ ହୋଇପାରୁନି ବଦଳି ନୀତି

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ବଦଳି ନୀତି ଲାଗୁ ହେଉଥିବାବେଳେ ସଚିବାଳୟ ସେବାର କର୍ମଚାରୀଙ୍କ ପାଇଁ କିନ୍ତୁ କୌଣସି ବଦଳି ନୀତି କାର୍ଯ୍ୟକାରୀ ହେଉନାହିଁ । ପ୍ରତିବର୍ଷ ବରିଷ୍ଠ ଡାକ୍ତର, ମେଡିକାଲ କଲେଜର ପ୍ରଫେସର, ବିଶ୍ୱବିଦ୍ୟାଳୟର ଅଧ୍ୟାପକ,…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଶୁକ୍ରଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଅର୍ଥ,ସମ୍ମାନ ପାଇବା ସହ ନୂତନ ବନ୍ଧୁସମ୍ପର୍କ ସୃଷ୍ଟି ହେବ। ସକାଳୁ ସକାଳୁ ଆଶା କରିଥିବା ଖବର ପାଇ ମନ ଖୁସୀ ହୋଇଯିବ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ,ସଭାସମିତି, ପରିବହନ ପ୍ରଭୃତି ପ୍ରତ୍ୟେକ କ୍ଷେତ୍ର୍ରରେ…

ରାଜନୀତିରୁ ଉଦ୍ଧ୍ୱର୍ରେ ରହି ସେବା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ‘ଓଡିଶା ମୋ ପରିବାର’ର ବୈଠକ ବସିବା ସହିତ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହୋଇଛି । ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ସେବା ଓ ବିପନ୍ନ ଓଡିଆଙ୍କୁ ସହାୟତା ଭଳି ତିନିଟି ବିଷୟରେ…

ରିଲିଜ ହେଲା ଫିଲ୍ମ “ମଲଙ୍ଗ”ର ନୂଆ ପୋଷ୍ଟର

ମୁମ୍ବାଇ : ଅପକମିଂ ଫିଲ୍ମ “ମଲଙ୍ଗ” ର ଟ୍ରେଲର ଆସନ୍ତା କାଲି ତଥା ଜାନୁଆରୀ ମାସ ୬ ତାରିଖରେ ରିଲିଜ ହେବ। ଫେବୃଆରୀ ମାସ ୭ ତାରିଖ, ଭାଲେଣ୍ଟାଇନ ସପ୍ତାହରେ ଫିଲ୍ମଟି ରିଲିଜ ହେବ। ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ୍ ହେବା ପରେ ଏବେ ଆଉ ଏକ ପୋଷ୍ଟର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।…

ପାରାଦୀପ ଗସ୍ତରେ ମୁଖ୍ୟ ଶାସନ ସଚିବ

ପାରାଦୀପ : ଦୁଇ ଦିନିଆ ପାରାଦୀପ ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ। ପାରାଦୀପ ବନ୍ଦରର ନିଷିଦ୍ଦାଞ୍ଚଳରେ ପହଞ୍ଚିବା ପରେ CISF ଯବାନଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ପରେ ପୋତାଶ୍ରୟ ଅଞ୍ଚଳ ବୁଲି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ତଦାରଖ…

ସେଲିବ୍ରେସନ୍‌ କଲେ ଦୀପିକା ପାଦୁକୋନ୍‌

ବଲିଉଡ୍‌ ଜଗତର ଆଗଧାଡ଼ିର ନାୟିକା ଦୀପିକା ପାଦୁକୋନ୍‌ଙ୍କ ଆଜି ଜନ୍ମଦିନ। ଆଜି ଅର୍ଥାତ୍‌ ଜାନୁୟାରୀ ୫ ତାରିଖରେ ଦୀପିକା ୩୪ ବର୍ଷ ବୟସରେ ପାଦ ଥାପିଛନ୍ତି। ବର୍ତ୍ତମାନ ଛପାକ ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ଦୀପିକା ଜନ୍ମଦିନ ପୂର୍ବରୁ ହିଁ ବର୍ଥ ଡେ ସେଲିବ୍ରେଟ୍‌ କରିଛନ୍ତି। ଜନ୍ମଦିନର…

ଜବତ ହେଲା ୮୦୦ କିଲୋ ଗଞ୍ଜେଇ ଓ ୨୭ବସ୍ତା ଭାଙ୍ଗ

ଗ଼ଞ୍ଜାମ : ଜବତ ହେଲା ୮୦୦ କିଲୋ ଗଞ୍ଜେଇ ଓ ୨୭ବସ୍ତା ଭାଙ୍ଗ । ପିକଅପ୍‌ ଭ୍ୟାନ୍‌ ସହ ୨ ଜଣଙ୍କୁ ଗିରଫ କରିଛି ଗ଼ଞ୍ଜାମ ଜିଲ୍ଲା ଆସିକା ପୋଲିସ । ଗିରଫ ଦୁଇ ଜଣ ଚନ୍ଦନପୁରର ଅନିଲ ଦାସ ଓ ନୟାଗଡ଼ ଓଡଗାଁର ଜ୍ୟୋତିପ୍ରକାଶ ମହାପାତ୍ର । ଭ୍ୟାନ୍‌ଟି ମୋହନାରୁ ପୁରୀ ଆସୁଥିବାବେଳେ ଆସିକା ନିକଟ…

ଖାଲି ପେଟରେ ଖାଆନ୍ତୁ ଗାଜର, ମିଳିବ ଅନେକ ଫାଇଦା

ଗାଜର ରସ ସେବନ କରିବା ଦ୍ବାରା ରକ୍ତବୃଦ୍ଧି ହୋଇଥାଏ। ମଧୁମେହ ରୋଗକୁ ଛାଡ଼ି ଗାଜର ପ୍ରାୟତଃ ସମସ୍ତ ରୋଗ ପାଇଁ ସେବନ କରାଯାଇପାରିବ। ଗାଜର ରସରେ ଭିଟାମିନ୍ ଏ,ବି,ସି,ଡି,ଇ,ଜି ଏବଂ କେ ମିଳିଥାଏ। ଗାଜର ଜୁସ୍ ପିଇଲେ କିମ୍ବା କଞ୍ଚା ଗାଜର ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି…

ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ

ଗୌହାଟୀ : ଭାରତୀୟ କ୍ରିକେଟ୍ ଦଳ ୨୦୨୦ର ଅଭିଯାନ ଟ୍ବେଣ୍ଟି-୨୦ରୁ ହିଁ ଆରମ୍ଭ କରିବ। ଚଳିତ ବର୍ଷର ପ୍ରଥମ ମୁକାବିଲା ରେ କୋହଲି ବାହିନୀ ଆଜି ଦିନ ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟିବ। ଏହା ମଧ୍ୟ ୨୦୨୦ ଋତୁରେ ଉଭୟ ଭାରତ ଏବଂ ଶ୍ରୀଲଙ୍କାର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। ଗୌହାଟୀ ବର୍ଷାପଡା…