Odia News Portal

ଏହି ଅଭିନେତ୍ରୀଙ୍କୁ ରିପ୍ଲେସ୍ କଲେ ନୋରା

ମୁମ୍ବାଇ() ଆଇଟମ୍ ନମ୍ବର ଦେଇ ବଲିଉଡ୍ରେ ନିଜର ଜାଗା ବନେଇସାରିଲେଣି ନୋରା । ତେବେ ପରିଣୀତି ଚୋପ୍ରାଙ୍କୁ ରିପ୍ଲେସ୍ କରିଛନ୍ତି ବଲିଉଡ୍ର ହଟ୍ କୁଇନ୍ ନୋରା ଫତେହି । ସୂଚନା ଅନୁଯାୟୀ, ଅଜୟ ଦେବ୍ଗନଙ୍କ ଅପକମିଂ ଫିଲ୍ମ ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ପୂର୍ବରୁ ପରିଣୀତି…

ଫେବୃୟାରୀରେ ୨୦୨୦ର ପ୍ରଥମ ବିଧାନସଭା ଅଧିବେଶନ

ଭୁବନେଶ୍ୱର()  ଆସନ୍ତା ଫେବୃୟାରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରୁ ୨୦୨୦ର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏ ନେଇ ସଂସଦୀୟ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ କରାଯାଇଛି। ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ତଥ୍ୟ ମଗାଯାଇଛି। ଜାନୁୟାରୀ ୨୦ ସୁଦ୍ଧା ସମସ୍ତ ବିଭାଗ ସରକାରଙ୍କ ବିକାଶର…

ମୋ ଠାରୁ ଅଧିକ ମୋ ପୁଅ ଲୋକଙ୍କ କଥା ବୁଝିବ : ସୁର

ଭୁବନେଶ୍ୱର()  ରାଜନୀତି ମଇଦାନରେ ପାଦ ଦେବେ ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ସେ କହିଛନ୍ତି ବର୍ତ୍ତମାନ ଏୟାର ଇଣ୍ଡିଆରେ ପାଇଲଟ ଅଛନ୍ତି ମନ୍ମଥ ରାଉତରାୟ । ୨୦ ଦିନ ବିମାନ ଉଡ଼ାଣ ଓ ବାକି ୧୦ ଦିନ ସାଧାରଣ ଲୋକଙ୍କ କଥା ବୁଝୁଛନ୍ତି…

ଦେଶର ଦ୍ୱିତୀୟ ସ୍ବଚ୍ଛ ବେଳାଭୂମି ପୁରୀ

ଭୁବନେଶ୍ୱର()  ପୁରୀ ଦେଶର ଦ୍ୱିତୀୟ ସ୍ବଚ୍ଛ ବେଳଭୁମୀ । ଏଥିସହିତ ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୁମି ଚତୁର୍ଥ ସଫା ବେଳାଭୂମି ମାନ୍ୟତା ପାଇଛି। ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର (ଏନସିସିଆର) ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି। ରିପୋର୍ଟରେ କୁହାଯାଇଛି ଯେ ଓଡିଶାର ବେଳାଭୁମିଗୁଡିକ କମ…

ବିରଳ ପ୍ରଜାତିର ମାଛ, ରହିଛି ୪ଟି ଆଖି

ଚାନ୍ଦବାଲି ()  ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ଏହି ମାଛ ତାର ଦୁଇ ଗାଲି ସାହାଯ୍ୟରେ ମାଟି ଉପରେ ଛିଡ଼। ହୋଇପାରୁଛି ଏବଂ ଶବ୍ଦ ମଧ୍ୟ କରିପାରୁଛି । ଉଦ୍ଧାର ହୋଇଥିବା ମାଛଟିର ୪ଟି ଆଖି ରହିଛି । ମାଛଟିର ଓଜନ ୩ କେଜି ହେବ । ତାର ପିଠି ଓ…

୪୦ ହଜାର ଟପିଲା ସୁନାଦର

ଭୁବନେଶ୍ୱର() ପ୍ରତି ୧୦ ଗ୍ରାମ ଶୁଦ୍ଧ ସୁନାଦର ଏବେ ୪୦ ହଜାର ଟଙ୍କା ପାର କରିଛି । ଏବେ ୧୦ ଗ୍ରାମ ଶୁଦ୍ଧ ସୁନା ଦର ୪୦,୦୯୨ ଟଙ୍କା ରହିଛି । ଏହା ଗୋଟିଏ ଦିନରେ ୮୭୭ ଟଙ୍କା ବୃଦ୍ଧି ପାଇଛି । ସେହିପରି ରୂପାଦର ବୃଦ୍ଧି ପାଇଛି । ରୂପା ଦର ୨ ପ୍ରତିଶତ ବୃଦ୍ଧି ପାଇଛି । ପ୍ରତି କିଲେ ରୂପା…

ଅଳାବର ଗାଁରେ ଗୁଳିକାଣ୍ଡ, ଯୁବକ ଗୁରୁତର

ଜଗତସିଂହପୁର : ଜଗତସିଂହପୁର ବାଲିକୁଦା ଥାନା ଅଳାବର ଗାଁରେ ଗୁଳିକାଣ୍ଡ । ଗାଁର ଦେବରାଜ ବିଶ୍ୱାଳ ନାମକ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଅପରାଧିକ ଗୋଷ୍ଠୀ ମଧ୍ୟରେ ପୂର୍ବ…

ମନ୍ଦାର ଫୁଲରେ ରହିଛି ଏହି ସବୁ ଚମତ୍କାର ଗୁଣ

ଭୁବନେଶ୍ବର : ଆମ ଆଖପାଖରେ ଏମିତି ଅନେକ ଫୁଲ ଫୁଟିଥାଏ, ଯାହାର ଥାଏ ବହୁ ଔଷଧୀୟ ଗୁଣ। ଖୁବ୍‌ ଅଳ୍ପ ଲୋକ ଜାଣି ଥାଆନ୍ତି କି ଫୁଲରେ ବି ଏଭଳି ଚମତ୍କାର ଗୁଣ ରହିଛି। ଏଭଳି ଔଷଧୀୟ ଗୁଣରେ ଭରପୂର ଥିବା ଫୁଲମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ମନ୍ଦାର । ମନ୍ଦାର ଫୁଲର ଚେରକୁ ଚୋବାଇବା ଦ୍ଵାରା…

ସମାଲୋଚନା କରି ଅପମାନିତ ହେଉଛନ୍ତି ରାଜ୍ୟ ବିଜେପି ନେତା

ଭୁବନେଶ୍ୱର : କିଛିଦିନ ହେଲା ରାଜ୍ୟ ବିଜେପି ନେତାମାନେ କଥା କଥାରେ ସରକାରଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତିା ଆଇନ୍‍ ଶୃଙ୍ଖଳା ହେଉ କିମ୍ବା ଖୋଦ୍‍ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପୁରସ୍କୃତ କରିବା ହେଉ, ରାଜ୍ୟ ବିଜେପି ନେତାମାନେ ଯେଭଳି ସମାଲୋଚନା ଛକି ବସିଛନ୍ତି । ହେଲେ…

ଆଜି ଆପଣଙ୍କ ରାଶି କଣ, ଆସନ୍ତୁ ଜାଣିବା

ମେଷ ପାରିବାରିକ ସମସ୍ୟା ସମାଧାନକରି ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା, ବ୍ୟବସାୟ, ପରିବହନ ଓ ନିର୍ମାଣାଧୀନ କାମରେ ସଫଳତା ହାସଲକରିବେ। ଭାଗ୍ୟସ୍ଥ ଚନ୍ଦ୍ର ହେତୁ ଆନୁଷ୍ଠାନିକ କ୍ଷେତ୍ରରେ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଅଫିସରେ ଜଣେ ଅଧସ୍ତନ କର୍ମଚାରୀ…