Odia News Portal

ମିତାଲି ରାଜଙ୍କ ବାୟୋପିକ୍‌ ପୋଷ୍ଟର ରିଲିଜ୍

ମୁମ୍ବାଇ : ପରଦାରେ ପ୍ରସିଦ୍ଧ ଭାରତୀୟ କ୍ରିକେଟର ମିତାଲି ରାଜଙ୍କ ବାୟୋପିକ୍‌ ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ । ଟାଇଟଲ ‘ସାବାସ୍‌ ମିଠୁ’ । ଫିଲ୍ମର ଫାଷ୍ଟଲୁକ୍‌ ପୋଷ୍ଟର ତାପସୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଏଥିରେ ଜଣେ କ୍ରିକେଟ୍‌…

ପ୍ରିୟଙ୍କାଙ୍କ ବ୍ୟତୀତ ଏହି ଅଭିନେତ୍ରୀମାନେ ପିନ୍ଧିଥିଲେ ଏପରି ସ୍ୱତନ୍ତ୍ର ଡ୍ରେସ୍‌, ଆସନ୍ତୁ ଦେଖିବା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଯେତେବେଳେ ଗ୍ରୋମୀ ଆଓ୍ଵାର୍ଡ ଶୋ’ର ପୋଗ୍ରାମରେ ପତି ଏବଂ ହଲିଉଡର ଲେଶକପ୍ରିୟ ସିଂଗର ନିକ୍‌ ଜୋନାସଙ୍କ ସହ ଏଣ୍ଟ୍ରି କରିବା ସମୟରେ ସମସ୍ତ ନଜର ତାଙ୍କ ଉପରେ ଅଟକି ଯାଇଥିଲା। ଦର୍ଶକଙ୍କ ନଜର ଦୁହିଁଙ୍କ ଉପରେ ରହିଥିଲେ ମଧ୍ୟ ପ୍ରିୟଙ୍କାଙ୍କ ଗାଉନ୍‌…

ଗ୍ରାହକଙ୍କ ପାଇଁ ଲଞ୍ଚ ହେଲା ଏହି ସବୁ ଶସ୍ତା ପ୍ଲାନ

ଭ।ରତର ଅନ୍ୟତମ ଟେଲିକମ କମ୍ପ।ନୀ ମ।ନଙ୍କ ଭିତରୁ ଭୋଡ଼।ଫୋନ- ଆଇଡ଼ିଆ ଅନ୍ୟତମ । ଏହି କମ୍ପ।ନୀ ଅଧିକରୁ ଅଧିକ ଗ୍ର।ହକଙ୍କୁ ନିଜ ପ୍ରତି ଆକୃଷ୍ଟ କରିବ। ପ।ଇଁ ନୂଆ ନୂଆ ପ୍ରିପେଡ଼ ପ୍ଲ।ନ ଗୁଡିକୁ ବଜ।ରରେ ପ୍ରବେଶ କରୁଛି । ଯେଉଁଥିରେ ଅନଲିମିଟେଡ଼ କଳିଙ୍ଗ ସମେତ ଡ।ଟ।ର ସୁବିଧ। ମଧ୍ୟ ମିଳୁଛି ।…

ଆଜି ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା

ଭୁବନେଶ୍ବର : ଆଜି ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା। ମାଘ ଶୁକ୍ଲ ପଞ୍ଚମୀ ବା ଶ୍ରୀପଞ୍ଚମୀ ଦିନ ଓ ଶିଶୁମାନଙ୍କ ବିଦ୍ୟାରମ୍ଭ କାଳରେ ମାଙ୍କର ପୂଜା କରାଯାଇଥାଏ। ହିନ୍ଦୁ ସଂସ୍କୃତିରେ ଦେବୀ ସରସ୍ୱତୀଙ୍କର ଉପାସନା ବହୁ ପ୍ରାଚୀନ। ଆଦ୍ୟ ବସନ୍ତର ବର୍ଣ୍ଣାଢ୍ୟ ପୃଷ୍ଠଭୂମିରେ…

ଅତ୍ୟାଧୁନିକ କଂସେଇଖାନାରେ କଳଙ୍କି, ପାଲଘେରା ନିର୍ଦ୍ଦେଶ ମାଂସ ଦୋକାନୀଙ୍କୁ ସୁହାଇଛି

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ (BMC)ପ୍ରତିଷ୍ଠା କରିଥିବା ଅତ୍ୟାଧୁନିକ କଂସେଇଖାନାରେ କଳଙ୍କି ଲାଗୁଥିବାବେଳେ ମାଂସ ଦୋକାନୀଙ୍କୁ ନାଲିକନା ଟାଣିବାପାଇଁ ଆଦେଶ ଦେଇ ନିଗମ କର୍ତ୍ତୃପକ୍ଷ କାମ ସାରି ଦେଇଛନ୍ତି । ଏହି ମଉକାରେ ରାଜଧାନୀର ମାଂସ ଦୋକାନୀମାନେ ପାଲ ପଛପଟେ କି ପ୍ରକାର…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ସକାଳୁ ସକାଳୁ ଶୁଭଖବର, ବନ୍ଧୁଙ୍କ ନିମନ୍ତ୍ରଣ, ନୂତନ ବସ୍ତ୍ରଭୂଷଣ, ବନ୍ଧୁମିଳନ ଜନିତ ଖୁସୀ ଅନୁଭବ କରିବେ । ରବି ଚତୁର୍ଥାଧିପ ଚନ୍ଦ୍ରକ୍ଷେତ୍ରସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଯାହା ଚିନ୍ତା କରୁଛନ୍ତି ଠିକ୍‌ ସେପରିହିଁ ହୋଇପାରିବ। ଭଲ ସମ୍ପର୍କ ନଥିବା ବନ୍ଧୁମାନେ ଖାଲରେ…

ସାପ ଖାଇଗଲା AK – 47

ସୋସିଆଲ ମିଡ଼ିଆ ରେ ଏକ ସାପ ର ଫୋଟୋ ଭାଇରାଲ ହଉଚି । ଯାହା ବିଷୟରେ କୁହା ଯାଉଛି ଯେ ସେ ସାପ ଗୋଟେ AK – 47 କୁ ଗିଳି ଦେଇଛି । ଏହି ଫୋଟୋ କେଉଁ ସ୍ଥାନରେ ଉଠା ଯାଇଛି ତାହା ଜଣା ପଡିନି । ଏହି ଫୋଟୋ ଟ୍ୱିଟର ରେ ସେୟାର କରା ଯାଇଛି । କିଛି ଲୋକେ କହୁଛନ୍ତି ଯେ AK – 47 ରୁ ମାଂସ ର ଗନ୍ଧ…

ଏଣିକି ପ୍ରଥମ ଶ୍ରେଣୀରୁ ପିଲା ପଢିବେ ସ୍ପୋକନ ଇଂଲିଶ

ଭୁବନେଶ୍ୱର()  ଏଣିକି ରାଜ୍ୟର ସବୁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା । ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଆଗ୍ରହ ସୃ୍ଷ୍ଟି କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହି ବିଦ୍ୟାଳୟ ଗୁଡିକରେ ପ୍ରଥମ ଶ୍ରେଣୀରୁ…

ବାଲୁକା କଳାରେ ମା ସରସ୍ଵତୀ

ପୁରୀ : ବସନ୍ତପଞ୍ଚମୀ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ୱାରା ୧୫ଫୁଟ ଉଚ୍ଚତା ବିଶିଷ୍ଟ ମା ସରସ୍ଵତୀଙ୍କ ବସନ୍ତପଞ୍ଚମୀ ଉପଲକ୍ଷେ ବିଶ୍ୱ ବାସୀଙ୍କୁ ବସନ୍ତପଞ୍ଚମୀର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ବାଲୁକା କଳାର ମନ ଭରି ଆନନ୍ଦ ଅନୁଭବ କରିବା…

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆମ ଦେଶର ପ୍ରତିଭା ମାନଙ୍କୁ ଚିହ୍ନଟ କରିବାର ଏକ ଉନ୍ନତ ମାଧ୍ୟମ : ଦୂତୀ ଚାନ୍ଦ୍‌

ଭୁବନେଶ୍ୱର: ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ୍ ବିଶ୍ୱାସ କରନ୍ତି ଯେ, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଭବିଷ୍ୟତ ପାଇଁ ଭାରତକୁ ଏହାର ପ୍ରତିଭାମାନଙ୍କୁ ଖୋଜି ବାହାର କରିବାରେ ସହଯୋଗ କରିବ । ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଭୁବନେଶ୍ୱରରେ ଆସନ୍ତା ଫେବୃଆରୀ ୨୨ ତାରିଖରୁ…