ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା
ଭୁବନେଶ୍ବର : ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ସାରା ରାଜ୍ୟ ଯେମିତି ବରଫ ପାଲଟି ଯାଇଛି । ଆଗକୁ ଆହୁରି ଖସିବ ପାରଦ । ପାଣିପାଗ ବିଭାଗର କହିବା ଅନୁସାରେ ଆଉ ୨-୩ ଦିନ ଜାଡ଼ ଜାରି ରହିବ । ଆଭ୍ୟନ୍ତରୀଣରୁ ଉପକୂଳ ଯାଏଁ ଶୀତ ବଢିବ । ଅଧିକାଂଶ ସ୍ଥାନରେ ପାରଦ ୪ରୁ ୧୦ ଡିଗ୍ରୀ କମିଛି ।…
