Odia News Portal

ବିରାଟ ବାହିନୀର ବମ୍ପର ବିଜୟ

ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ । ୫ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କବଜା କରିଛି କୋହଲି ବାହିନୀ । ଏହା ସହ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ମାଟିରେ ଟି-୨୦ ସିରିଜ ଜିତିଛି ଭାରତ । ଆଜିର ଦମଦାର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି…

ଭୁବନେଶ୍ୱର ରନ୍‌ୱେ ସପ୍ତାହ ଏବଂ କର୍ପୋରେଟ୍ ଆଇକନ୍ ଆୱାଡ୍ସ

ଭୁବନେଶ୍ୱର : ବିବାହ ହେଉ କି କୌଣସି ଉତ୍ସବ, ସବୁଥିରେ ସୁନ୍ଦର ଦେଖାଯିବା ପାଇଁ ଲୋକମାନଙ୍କ ଚିନ୍ତା ବଢ଼ିଯାଏ । ନୂଆ ଲୁକ୍ ଆକର୍ଷଣୀୟ ଡିଜାଇନ୍‌ର ପୋଷାକ ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାର ଇଚ୍ଛା ସମସ୍ତଙ୍କର ଥାଏ । ଉଭୟ ପୁଅ ଏବଂ ଝିଅଙ୍କ ଏମିତି ସୌଖିନ ଆଶା ପୂରଣ କରିବା ପାଇଁ…

ଭାଇରାଲ ହେଉଛି ସଲମାନଙ୍କ ଏହି ଭିଡିଓ , ଦେଖନ୍ତୁ ଭିଡିଓ

ମୁମ୍ବାଇ() ଚର୍ଚ୍ଚାରେ ସଲମାନ ଖାନ । ସଲ୍ମାନ ନିଜ ଅପ୍କମିଂ ଫିଲ୍ମ ‘ରାଧେ’ର ଶୁଟିଂ ପାଇଁ ଗୋଆ ଯାଇଥିଲେ। ସେଠାରେ ତାଙ୍କୁ ଦେଖିବା ପାଇଁ ଏୟାର୍ପୋର୍ଟରେ ଫ୍ୟାନ୍ଙ୍କର ବହୁତ ଭିଡ଼ ଜମିଥିବା ବେଳେ ଜଣେ ବ୍ୟକ୍ତି ଆଗକୁ ଚାଲି ଆସି ମୋବାଇଲ୍ ଫୋନ୍ରେ ତାଙ୍କ ଫଟୋ ଉଠାଇଥିଲେ। ଏହା ଦେଖି ସଲ୍ମାନ୍…

ଏଣିକି ସଡ଼କ ସୁରକ୍ଷା ପାଠ ପଢ଼ିବେ ମାଟ୍ରିିକ ଛାତ୍ରଛାତ୍ରୀ

ଭୁବନେଶ୍ୱର()  ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପଢାଯିବ ଟ୍ରାଫିକ୍ ପାଠ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ, କ’ଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଏ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଅବଗତ ହେବେ ଛାତ୍ରଛାତ୍ରୀ । ସଡ଼କ ସୁରକ୍ଷା ବିଷୟରେ କେମିତି ବିଷୟବସ୍ତୁ ରଖାଯିବ ସେନେଇ ଗଣଶିକ୍ଷା ବିଭାଗ…

ବିଜେପିରେ ମିଶିଲେ ସାଇନା ନେହୱାଲ

ନୂଆଦିଲ୍ଲୀ() ଆଜି ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବିଶ୍ବର ପୂର୍ବତନ ଏକ ନମ୍ବର ବ୍ୟାଡ଼ମିଣ୍ଟନ ଖେଳାଳୀ ସାଇନା ନେହୱାଲ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ହରିୟାଣାରେ ରହୁଥିବା ବେଡ଼ମିଣ୍ଟନ ଖେଳାଳୀ ସାଇନା ନେହୱାଲ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ବିଜେପି…

ତପ୍ତପାଣି ବସ ଦୁର୍ଘଟଣା ପାଇଁ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର() ତପ୍ତପାଣି ବସ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ଅନୁକମ୍ଫା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଉଦ୍ଧାର କାମ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ…

ଏଣିକି ମହିଳାଙ୍କ ସିଟରେ ବସିଲେ ଜରିମାନା

ଭୁବନେଶ୍ୱର() ଏଣିକି ମହିଳାଙ୍କ ସିଟରେ ବସିଲେ ଜରିମାନା । ଏଥିପାଇଁ ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଘରୋଇ ବସ୍ ମାଲିକ ସଂଘ ଓ ସରକାରୀ ବସ୍ (ମୋ ବସ୍) ପରିଚାଳନା କରୁଥିବା କ୍ରୁଟ୍ର ଏମ୍ଡି ଅରୁଣ ବୋଥ୍ରାଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ପୁଲିସ ସେବା ଭବନ ପରିସରରେ ବସିଥିବା ଏହି…

ବଜାଜ୍ ଫାଇନାନ୍ସ ଲିଃ ପକ୍ଷରୁ ସିଷ୍ଟମେଟିକ୍ ଡିପୋଜିଟ୍ ପ୍ଲାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ବଜାଜ୍ ଫିନ୍‌ସର୍ଭର ଋଣ ଓ ନିବେଶ କମ୍ପାନୀ ବଜାଜ ଫାଇନାନ୍ସ ଲିମିଟେଡ୍ ପକ୍ଷରୁ ସିଷ୍ଟମାଟିକ୍ ଡିପୋଜିଟ୍ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି କ୍ଷୁଦ୍ର ମାସିକ ସଂଚୟ ମାଧ୍ୟମରେ ଫିକ୍ସଡ୍ ଡିପୋଜିଟ୍‌ରେ ନିବେଶ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ମାସିକ ସଂଚୟ…

ଲଗାତର ୬ଷ୍ଠ ଦିନ ହ୍ରାସ ହେଲା ପେଟ୍ରୋଲ-ଡିଜେଲ୍

ନୁଆଦିଲ୍ଲୀ : ଚୀନର କରୋନା ଭାଇରସ ଅନ୍ୟ ଦେଶରେ ବ୍ୟାପିବା ଆଶଙ୍କା ମଧ୍ଯରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ ଲଗାତର ହ୍ରାସ ପାଇବାରେ ଲାଗିଛି । ଦେଶର ୪ ବଡ ମହାନଗରରେ ମଙ୍ଗଳବାର ପେଟ୍ରୋଲ-ଡିଜେଲ୍ ଦାମ୍ ଲଗାତର ୬ଷ୍ଠ ଦିନ ହ୍ରାସ ପାଇଛି । ପେଟ୍ରୋଲ ଓ ଡିଜେଲ୍ ଦାମ୍ କ୍ରମଶଃ ୧୧-୧୨ ଓ…

୨୫ ବର୍ଷ ପରେ ମିଳିଲା ନ୍ୟାୟ, ସୁପୌଲ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ ସମେତ ୪ ଦୋଷୀ ସାବ୍ୟସ୍ତ

ନୁଆଦିଲ୍ଲୀ : ନିର୍ଭୟାକୁ ନ୍ୟାୟ ମିଳିବାରେ ୭ ବର୍ଷ ଲାଗିଗଲା କିନ୍ତୁ ଏମିତି ଆଉ ଜଣେ ନିର୍ଭୟା ଅଛି ଯିଏ ଗଣଦୁଷ୍କର୍ମର ଶିକାର ହୋଇ ନ୍ୟାୟ ପାଇଁ ୨୫ ବର୍ଷ ଧରି ଅପେକ୍ଷା କରିଛି । ଶେଷରେ ୨୫ ବର୍ଷ ପରେ ନ୍ୟାୟ ମିଳିଛି । ଏହି ନିର୍ଭୟାକୁ ଗଣଦୁଷ୍କର୍ମରେ ମୁଖ୍ୟ ଅଭିଯୁକ୍ତ ଜଣେ ବିଧାୟକ । ଏହି…