Odia News Portal

ମାଲେସିଆ ଆଡ଼ୁ ଓଡ଼ିଶାକୁ କରୋନା ବିପଦ

ଭୁବନେଶ୍ୱର() ଓଡ଼ିଶାକୁ ମାଲେସିଆ ଆଡ଼ୁ କରୋନା ବିପଦ ରହିଛି । ମାଲେସିଆରେ ୩ ଜଣ ‘କରୋନା ଭାଇରସ’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲେସିଆରୁ ସିଧାସଳଖ ଭୁବନେଶ୍ୱର ବିମାନ ଚଳାଚଳ କରୁଥିବାରୁ ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହୁଛି । ତେଣୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍କି୍ରଂନି…

ମୃତାହତଙ୍କୁ କ୍ଷତିପୂରଣ ଦେବ ଦିଲୀପ କନଷ୍ଟ୍ରକ୍ସନ

ଭୁବନେଶ୍ୱର() ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ନିର୍ମାଣଧୀନ କାନ୍ଥ ଭୁଶୁଡ଼ିବା ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ଦେବ ଦିଲୀପ କନଷ୍ଟ୍ରକ୍ସନ । କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଓଏସଆରସିଙ୍କ ଶୁଣାଣି ପରେ ଆବେଦନକାରୀ…

ଆପାର୍ଟମେଣ୍ଟ ମାଲିକ ସଂଘର ଗଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର() ସୁନ୍ଦରପଦା-ଜଟଣୀ ରୋଡ ସ୍ଥିତ ଲ୍ୟାଣ୍ଡମାର୍କ ଫେଜ (୨) ଆପାର୍ଟମେଣ୍ଟ ମାଲିକ ସଂଘ ତରଫରୁ ୭୧ତମ ଗଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ସଂଘର ସଭାପତି ଗାୟତ୍ରୀ ରାଉତରାୟ ପତାକା ଉତ୍ତୋଳନ କରିଥିଲେ । ଊପସଭାପତି ସୁରଜିତ ପଟ୍ଟନାୟକ, ସେକ୍ରେଟାରୀ ବିଶ୍ଵମୋହନ…

ସୁଭାଷ ଚନ୍ଦ୍ର ବୋଷ ତାଙ୍କ ସ୍ତ୍ରୀଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ଏହି ନାଁରେ …

ବିପ୍ଳବୀ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ କଟକର ଓଡ଼ିଆ ବଜାରରେ ୧୮୯୭ ମସିହା ଜାନୁୟାରୀ ୨୩ରେ ହୋଇଥିଲା। ସେ କଟକର ରେଭେନ୍ସା କଲିଜିଏଟ୍ ସ୍କୁଲରେ ପାଠ ପଢ଼ିଥିଲେ। କଲିକତାର ପ୍ରେସିଡେନ୍ସି କଲେଜରୁ ବିଏ ପାସ୍ କରିବା ପରେ ୧୯୧୯ରେ ବ୍ରିଟେନ୍…

ସଲମାନ ଖାନଙ୍କ ବିନା ମୁଁ ଅଧୁରା

ମୁମ୍ବାଇ() ସୁପରଷ୍ଟାର ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କ ବିଷୟରେ ସମସ୍ତଙ୍କ ଜଣା। ଉଭୟଙ୍କ ସମ୍ପର୍କ ଏତେ ଦୃଢ ଯେ, ବ୍ରେକ ଅପ ପରେ ବି ଦୁହିଁଙ୍କ ବନ୍ଧୁତା ବେଶ୍ ମଜଭୁତ ଅଛି। ଆଜି ମଧ୍ୟ ଦୁହେଁ ଏକାଠି ଫିଲ୍ମରେ କାମ କରନ୍ତି। ନିକଟରେ ଏକ ଶୋ’ରେ ଭାଗ ନେଇ କ୍ୟାଟ୍ରିନା…

ଆଜିଠୁ ଦୁଇ ଦିନ ବର୍ଷା

ଭୁବନେଶ୍ୱର()  ଆଜିଠାରୁ ଉତ୍ତର ଓ ଦକ୍ଷିଣ ଓଡିଶାର କେତକ ସ୍ଥାନରେ ଘଡଘଡି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ହେଲା କଟକ,…

ସାଂସଦଙ୍କୁ ସୁପ୍ରିମୋଙ୍କ ତାଗିଦ , ଲୋକସଭାରେ କେମିତି ଅଛି ସାଂସଦଙ୍କ ପ୍ରଦର୍ଶନ ରହିବ ନଜର

ଭୁବନେଶ୍ୱର() ଆସନ୍ତା ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ଏହି କ୍ରମରେ ଆଜି ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସାଂସଦଙ୍କୁ ଦଳୀୟ ରଣନୀତି ସମ୍ପର୍କରେ ପରାମର୍ଶ ଦେଇଛନ୍ତି । ନବୀନ କହିଛନ୍ତି, ସାଂସଦଙ୍କ ପ୍ରଦର୍ଶନ ଉପରେ…

ଆରମ୍ଭ ହେଲା ପଦୋନ୍ନତି ଅଦାଲତ

ଭୁବନେଶ୍ୱର () ଆଜିଠାରୁ ଆରମ୍ଭ ହେଲା ପଦୋନ୍ନତି ଆଦାଲତ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଭିଯୋଗ ଶୁଣାଣି ଏକାଥରେ ୬ଟି ସ୍ଥାନରେ ଆରମ୍ଭ ହୋଇଛି । ପଦୋନ୍ନତିରୁ ବଞ୍ଚିତ ହୋଇଥିବା ସରକାରୀ କର୍ମଚାରୀଙ୍କ ଅଭିଯୋଗର ଶୁଣାଣି ଚାଲିଛି । ପଦୋନ୍ନତିରୁ ବଞ୍ଚିତ ହୋଇଥିବା କର୍ମଚାରୀମାନେ ଆସି…

କ୍ଲାସ ପକ୍ଷରୁ ଓଡିଶାରେ ଏହାର ନୂତନ ଉତ୍ପାଦ ସହ ମର୍କା ୬୫୦ ଷ୍ଟ୍ର ବେଲର ଶୁଭାରମ୍ଭ

ଭୁବନେଶ୍ୱର : କ୍ଲାସ ଏଗ୍ରିକଲ୍‌ଚରାଲ ମେସିନାରୀ ଲିମିଟେଡ, ଏକ ଅଗ୍ରଣୀ କୃଷି ମେସିନାରୀ ଓ ବହୁମୁଖୀ ଶଷ୍ୟ ଅମଳରେ ଅଗ୍ରଣୀ ସ୍ଥାନ ଲାଭ କରିଥିବା କମ୍ପାନୀ ଆଜି ମର୍କା ୬୫୦ ଷ୍ଟ୍ର ବେଲରକୁ, କୃଷି ଓଡିଶା, ଭୁବନେଶ୍ୱର ଠାରେ ଶୁଭାରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ ଫିକିର ସହଯୋଗରେ କୃଷି ଓ…

୨୯ ବର୍ଷ ପରେ ଭୁବନେଶ୍ୱରରେ ୨୪ତମ ପରିଷଦ ବୈଠକ

ଭୁବନେଶ୍ବର : ଆସନ୍ତା ୧୨ରେ ପୂର୍ବାଞ୍ଚଳ ପରିଷଦର ବୈଠକ ଭୁବନେଶ୍ୱରରେ ବସିବ । ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହ ଯୋଗ ଦେବେ । ବୈଠକ ୩୧ରେ ହେବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ମାତ୍ର ଏବେ ଏହା ଆସନ୍ତା ୧୨କୁ ଘୁଞ୍ଚିଛି । ୨୯ ବର୍ଷ ପରେ ଭୁବନେଶ୍ୱରରେ ୨୪ତମ ପରିଷଦ ବୈଠକ…