Odia News Portal

ନୂଆବର୍ଷରେ ଟାଟା ସ୍କାଇର ନୂଆ ଅଫର

ଭୁବନେଶ୍ୱର() ଟାଟା ସ୍କାଇ ଗ୍ରାହକଙ୍କ ପାଇଁ ଖୁସି ଖବର । ନୂଆ ବର୍ଷରେ ଟାଟ ସ୍କାଇ ଗ୍ରାହକଙ୍କ ପାଇଁ ଆଣିଛି ଖାସ ଅଫର । ଏବେ ଚ୍ୟାନେଲ ପାଇଁ ପୂର୍ବ ଅପେକ୍ଷା କମ ଟଙ୍କା ଦେବାକୁ ପଡିବ ।ଏଣିକି ୨୬ ଚ୍ୟାନେଲ ପାଇଁ କମ ଟଙ୍କା ଗଣିବାକୁ ପଡିବ । ଏହି ଅଫର ଜରିଆରେ ଗ୍ରାହକଙ୍କୁ ଜି ର ସମସ୍ତ…

ପ୍ରଦୀପଙ୍କ ବୟାନକୁ ନିନ୍ଦା କଲେ ତାରା

ଭୁବନେଶ୍ୱର () ପ୍ରଦୀପ ମାଝୀଙ୍କ ବୟାନକୁ ନିନ୍ଦା କରିଛନ୍ତି ତାରା ।ସେ ପ୍ରତିକ୍ରିୟା ରଖିଛନ୍ତି ଯେ, କଂଗ୍ରେସ ଦଳ କେବେ ହିଂସାର ଆଶ୍ରୟ ନିଏ ନାହିଁ । କଂଗ୍ରେସ ଗାନ୍ଧିଜୀଙ୍କ ଅହିଂସା ଆଦର୍ଶରେ ଅନୁପ୍ରାଣିତ । ପ୍ରଦୀପଙ୍କ ବୟାନ କଂଗ୍ରେସର ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ । ଏଭଳି ବୟାନ…

ଅଭିନେତା କୁଶଲ୍ ପଞ୍ଜାବୀଙ୍କ ଆତ୍ମହତ୍ୟା

ମୁମ୍ବାଇ () ୩୭ ବର୍ଷୀୟ ଲୋକପ୍ରିୟ ଅଭିନେତା କୁଶଲ୍ ପଞ୍ଜାବୀଙ୍କ ଆତ୍ମହତ୍ୟା । ଅଭିନେତାଙ୍କ ଶବ ଗତକାଲି ରାତିରେ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।କୁଶଲ୍ ପଞ୍ଜାବୀଙ୍କ ଆତ୍ମହତ୍ୟାର ଖବର ଅଭିନେତା କରଣବୀର୍ ବୋହରା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ଦେଇଥିଲେ । କୁଶଲ୍ ଏବଂ…

ଭି .ଜୟକୁମାର ଶର୍ମା ଆୟୁଷ ନିର୍ଦେଶକ

ଭୁବନେଶ୍ୱର()  ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି  ସରାକର । ସମ୍ବଲପୁର ଡିଭିଜନର ନୂଆ ଆରଡିସି ହେଲେ ନିରଂଜନ ସାହୁ । ପ୍ରଶାନ୍ତ ସେନାପତିଙ୍କୁ ଓବିସି,ଏସି,ଏସଟି ନିର୍ଦେଶକ ଦାୟିତ୍ୱ ଦେଇଥିବା ବେଳେ ଭି .ଜୟକୁମାର ଶର୍ମାଙ୍କୁ ଆୟୁଷ ନିର୍ଦେଶକ ଦାୟିତ୍ୱ,ଏନ.ଥିରୁମାଲା ନାୟକଙ୍କୁ ଲେବର…

ସରକାର ଜବାବ ନଦେଲେ ମୁଁ ଜବାବ ଦେବି: ପ୍ରଦୀପ ମାଝୀ

ଭୁବନେଶ୍ୱର () କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା ହୋଇଛି । ହିଂସାକୁ ଉସୁକାଇବା ନେଇ ନବରଙ୍ଗପୁର ଟାଉନ ଥାନାରେ ଏତଲା ହୋଇଛି । ନବରଙ୍ଗପୁର ଥାନା ପୋଲିସ ନିଜ ତରଫରୁ ଏତଲା ଦାୟର କରିଛନ୍ତି । ପ୍ରଦୀପ ମାଝୀଙ୍କ ସହ ମୋଟ ୧୫ ଜଣଙ୍କ ନାଁରେ ପୋଲିସ ଏତଲା ଦାୟର କରିଛନ୍ତି ।…

ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କଲେ ରାଜ୍ୟପାଳ

ବଲାଙ୍ଗୀର :  ଆଜି ବଲାଙ୍ଗୀରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଲୋକାର୍ପଣ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବା କାର୍ୟ୍ୟକ୍ରମ ରହିଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ଉପରାଷ୍ଟ୍ରତିଙ୍କ…

ଲଞ୍ଚ ହେଲା Redmi ୫-ଜି ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ 

ଆଜିକାଲି ଯଦି ଆପଣ ଗୋଟେ ନୂଆ ସ୍ମାର୍ଟଫୋନ କିଣିବା ପାଇଁ ଭାବୁଛନ୍ତି ତାହେଲେ ଟିକିଏ ଅପେକ୍ଷା କରିବା ଆପଣଙ୍କ ପାଇଁ ବହୁତ ଭଲ ହେବ।କାରଣ ନିକଟରେ ଚାଇନା ସ୍ମାର୍ଟଫୋନ କମ୍ପାନୀ redmi ଚୀନରେ ନିଜର ପ୍ରଥମ 5G ସ୍ମାର୍ଟଫୋନ ଲାଞ୍ଚ କରିସାରିଛି। ଆଜ୍ଞା ହଁ ଆମେ କହୁଛୁ Redmi K30 ସ୍ମାର୍ଟଫୋନ…

ଏଥର ନୂଆବର୍ଷକୁ ଭିଜାଇବ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ନୂଆବର୍ଷକୁ ଭିଜାଇବ ବର୍ଷା । ସକାଳେ ପାଗ କୋହଲା ରହିବ। ଅପରାହ୍ନ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାରେ ଠାଏ ଠାଏ କୁଆପଥର ପଡ଼ିବାର ବି ଆଶଙ୍କା ରହିଛି । ଦକ୍ଷିଣ ଓଡ଼ିଶା ଉପରେ ବର୍ଷାର ପ୍ରଭାବ ଅଧିକ ରହିବ ଏବଂ ରାଜ୍ୟର…

ଉପରାଷ୍ଟ୍ରପତିଙ୍କ ବଲାଙ୍ଗୀର ଗସ୍ତ ବାତିଲ

ବଲାଙ୍ଗୀର : ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ଗଲାଙ୍ଗୀର ଗସ୍ତ ବାତିଲ ହୋଇଛି । ତେବେ ପାଗ ଖରାପ ସାଙ୍ଗକୁ କୁହୁଡି ଯୋଗୁଁ ଉପରାଷ୍ଟ୍ରପତିଙ୍କ ଗସ୍ତକୁ ବାତିଲ କରିଦିଆଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାର୍ଯ୍ୟକ୍ରମ କରାଯିବା ନେଇ ସୂଚନା ମିଳିଛି ।…

ଭିଜିଲାନ୍ସ ଜାଲରେ ବାଲିଗୁଡା ଫରେଷ୍ଟର

ବାଲିଗୁଡା: ଭିଜିଲାନ୍ସ ଜାଲରେ ବାଲିଗୁଡା ଫରେଷ୍ଟର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୈଳାଶ ଚନ୍ଦ୍ର ସାହୁଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଚଢାଉ କରାଯାଇଛି । ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି । ଚଢାଉ ବେଳେ ଫରେଷ୍ଟର କୈଳାଶ ସାହୁଙ୍କୁ ପଚରାଉଚରା…