କାଜାଗସ୍ତାନରେ ବଡ ଧରଣର ବିମାନ ଦୁର୍ଘଟଣା
କାଜାଗସ୍ତାନରେ ୯୫ ଜଣ ଯାତ୍ରୀ ଏବଂ ୫ ଜଣ ବିମାନ କର୍ମଚାରୀ ଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କାଜାଗସ୍ତାନର ଅଲଟାମାଟିରେ ଘଟିଛି ଏହି ଦୁଃଖଦ ଘଟଣା। ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି କ୍ରାସ ହୋଇଛି। ସୂଚନା ଅନୁଯାୟୀ ଅଲଟାମାଟି ଏୟାରପୋର୍ଟରେ ଟେକ ଅଫ୍ କରିବା ସମୟରେ ଏକ…
