ସବୁବେଳେ ନିଜକୁ ଚ୍ୟାଲେଞ୍ଜ କର: ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର “ପରୀକ୍ଷା ପେ ଚର୍ଚ୍ଚା” (ପିପିସି ) କାର୍ଯ୍ୟକ୍ରମରେ ଛାତ୍ର ଏବଂ ସେମାନଙ୍କ ଅଭିଭାବକଙ୍କ ଚାପ ମୁକାବିଲା କରିବା ଉପରେ ଏକ ଆଲୋଚନା କରିଛନ୍ତି । ଏହା ଆଜି ସକାଳ ୧୧.୦୦ ସମୟରେ ନୂଆଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଛି ।!-->…
