ଜମ୍ମୁ-କାଶ୍ମୀରରେ ସେନାକୁ ଆଉ ଏକ ସଫଳତା, ସୋପିଆନ୍ରୁ ଆତଙ୍କବାଦୀଙ୍କ ୨ ସହଯୋଗୀ ଗିରଫ
ଜମ୍ମୁକାଶ୍ମୀରରେ ୨ ଆତଙ୍କୀ ସହଯୋଗୀଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ । ସୋପିଆନ ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଦୁଇଟି ପିସ୍ତଲ, ୪ଟି ଗ୍ରେନେଡ୍, ୪୩ଟି ଜୀବନ୍ତ ଗୁଳି ସହ ଅନ୍ୟ କିଛି ଜିନିଷ ଜବତ ହୋଇଛି । ଏନେଇ ମାମଲା ରୁଜୁ!-->…
