ରାଜ୍ୟରେ ହେବ ପଟ୍ଟା କରେକ୍ସନ, ୪ ଡିସିମିଲ୍ରୁ କମ୍ ଥିବା ମାଲିକଙ୍କୁ ସରକାର ଦେବେ ଜାଗା
ରାଜ୍ୟରେ ହେବ ପଟ୍ଟା କରେକ୍ସନ । ଯାହାର ୪ ଡିସମିଲ ଜାଗାରୁ କମ ଥିବ, ତାକୁ ମଧ୍ୟ ଭୂମିହୀନ ଭାବରେ ଗଣନା କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ । ସେ କହିଛନ୍ତି, ଘର ଘର ଯାଇ ତଥ୍ୟ ସଂଗ୍ରହ କରିବ ରାଜସ୍ବ ବିଭାଗ ।
ଅଜା ବାପାଙ୍କ ଦେହାନ୍ତ ପରେ ପୁଅ!-->!-->!-->…
