ସଂରକ୍ଷଣ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ
ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀଙ୍କ ଆନ୍ଦୋଳନ ପୂର୍ବରୁ ବିଜେପିର ସାମ୍ବାଦିକ ସମ୍ମିଳନୀ । ଆନ୍ଦୋଳନକୁ ନେଇ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, କଂଗ୍ରେସ ଓ ବିଜେଡି ନେତାମାନେ ନିଜ ଇତିହାସକୁ ପଢ଼ନ୍ତୁ । ସଂରକ୍ଷଣ ନେଇ!-->…
