Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ । ଯାନ ବାହାନ ଚଳାଚଳରେ, ଆଲୋଚନା କ୍ଷେତ୍ର, ମାତୃବର୍ଗ,ଜମିଜମାରେ, ଦୋକାନବାଡି, ହୋଟେଲ ଆଦି ବ୍ୟବସାୟିକ କ୍ଷେତ୍ରରେଉନ୍ନତମାନର ଫଳ ପାଇବେ । ଅଫିସରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ…

ଜାଣନ୍ତୁ ବାଘ କାହିଁକି ହରିଣକୁ ସହଜରେ ଶିକାର କରିନିଏ

ହରିଣଙ୍କୁ ବାଘ ଖୁବ୍ ସହଜରେ ଶିକାର କରିନିଏ। ଏହାର କାରଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା ... ଇଂଲଣ୍ଡର ବୈଜ୍ଞାନିକ ଡ. ଫେନେଲଙ୍କ ଅନୁସାରେ ହରିଣ କେବଳ ନୀଳ ଏବଂ ସବୁଜ ରଙ୍ଗକୁ ଚିହ୍ନିପାରେ। ତେଣୁ ଏହାର ଫାଇଦା ଉଠାଇନିଏ ବାଘ। କାରଣ ବାଘର ରଙ୍ଗ କମଳା ବା ନାରଙ୍ଗୀ। ଯାହା ହରିଣକୁ ସବୁଜ…

ମୋ କୁଶପୁତଳିକାକୁ ଚପଲ ମାର

ନୂଆଦିଲ୍ଲୀ ()  ଦିଲ୍ଲୀର ରାମଲୀଲା ମଇଦାନରେ ଆୟୋଜିତ ବିଜେପିର ଧନ୍ୟବାଦ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି। ମୋଦୀ କହିଛନ୍ତି, କୁଶପୁତଳିକାକୁ ଚପଲ ମାର, ନିଆଁ ଲଗାଇ ଦିଅ। ହେଲେ ଏହାର ରାଗ ସୁଝାଇବାକୁ ଯାଇ ଗରିବ ଲୋକଙ୍କ ଘର କିମ୍ୱା ଗାଡ଼ି ପୋଡ଼ ନାହିଁ।…

ଷ୍ଟାଇଲିସ୍ କପୁଲ ଅଫ୍ ଦ ଇୟର

ମୁମ୍ବାଇ() ଶାହାରୁଖ ଖାଁଙ୍କ ସିକ୍ରେଟ୍ ଖୋଲିଲେ ପତ୍ନୀ ଗୌରୀ ଖାଁ । ଏକ ସାକ୍ଷାତ୍କାରରେ ଗୌରି କହିଛନ୍ତି ବାହାରକୁ ଯିବା ସମୟରେ ତାଙ୍କୁ ପ୍ରସ୍ତୁତ ହେବାକୁ ମାତ୍ର ୫ ମିନିଟ୍ ସମୟ ଲାଗିଥାଏ। ହେଲେ ଶାହାରୁଖ ବାହାରକୁ ଯିବାକୁ ହେଲେ ପ୍ରାୟ ୫ ଘଣ୍ଟା ପର୍ୟ୍ୟନ୍ତ ନିଜକୁ ପ୍ରସ୍ତୁତ…

ଟିକ୍ ଟକ୍ ନିଶାରେ ବିଧାୟକ

ଭୁବନେଶ୍ୱର() ଅଭିନେତା ଠାରୁ ଆରମ୍ଭ କରି ରାଜନେତା ଟିକ୍ ଟକ୍ ନିଶାରୁ କେହି ବାଦ୍ ପଡୁନାହନ୍ତି । ବିଭିନ୍ନ ସମୟରେ ନେତାମାନଙ୍କର ଟିକ୍ ଟକ୍ ଭିଡିଓ ଭାଇରାଲ୍ ହେଉଥିବା ନଜରକୁ ଆସୁଛି । ପାରାଦୀପ ବିଧାୟକ ସମ୍ବିତ ରାଉରରାୟଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।…

ଅଦିନିଆ ମିଶ୍ରଣ ଏବେ କଂଗ୍ରେସକୁ ଅଡୁଆ

ଦଳରେ ମିଶିଥିବା ବ୍ୟକ୍ତି ରାଜଧାନୀରୁ ହୋଇଥିଲେ ଗିରଫ ଭୁବନେଶ୍ୱର : ଓଡିଶା କଂଗ୍ରେସକୁ ଅଦିନିଆ ମିଶ୍ରଣ ଅଡୁଆ ହୋଇଛି । ଆଜି କଂଗ୍ରେସ ଭବନ ଠାରେ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଏହି ଅଭିଯୋଗର ସତ୍ୟତା…

ମାଗଣା ପାସ ପାଇଁ ନେତା, ଅଫିସର ଡହଳବିକଳ

ଭୁବନେଶ୍ୱର : ଐତିହାସିକ ବାରବାଟି ଷ୍ଟାଡିୟମରେ ଆସନ୍ତାକାଲି ଖେଳାଯିବାକୁ ଥିବା ଭାରତ-େଓଷ୍ଟେଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ହାତରୁ ପଇସା ଦେଇ ପ୍ରଥମ ଟିକେଟ କାଟିଲେ । ଏହାପରେ ଆରମ୍ଭ ହେଲା ଟିକେଟ ବିକ୍ରି ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ…

ଆଜି ଟ୍ରଫି ପାଇଁ ବାରବାଟୀରେ ଲଢ଼େଇ

କଟକ :  ଆତ୍ମବିଶ୍ୱାସରେ ଭରା ଭାରତୀୟ କ୍ରିକେଟ୍ ଦଳ ଆଜି  ବାରବାଟୀ ଷ୍ଟାଡିୟମରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିର୍ଣ୍ଣାୟକ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ । ଇଣ୍ଡିଜ ବିପକ୍ଷରେ କ୍ରମାଗତ ୧୦ମ ଦ୍ୱିପାକ୍ଷିକ ଶୃଙ୍ଖଳା ଜିତିବା ଲକ୍ଷ୍ୟ ନେଇ ଦଳ ପଡ଼ିଅ ।କୁ ଓହ୍ଲାଇବ । ୱେଷ୍ଟଇଣ୍ଡିଜ…

ମ୍ୟାଚ୍ ପାଇଁ ଆଡଭାଇଜରୀ ଜାରି

କଟକ : ଆଜି ହେବାକୁ ଥିବା ଭାରତ-ୱେଷ୍ଟ୍ଇଣ୍ଡିଜ୍ ଦିନିକିଆ ପାଇଁ  ଟ୍ୱିନସିଟି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆଡଭାଇଜରୀ ଜାରି କରିଛନ୍ତି । ଗ୍ୟାଲେରୀ ନମ୍ବର ସହ ଗେଟ୍ ନମ୍ବର ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୁଲିସ୍ କମିଶନର । ନୂଅ । ଓ ପୁରୁଣା ପାଭିଲିୟନ୍ ଓ ପ୍ରେସ୍ ବକ୍ସକୁ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା ଭିତିରେ ପାଇବେ। କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ…