୨୫ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିରେ ଅକ୍ଷୟ
ମୁମ୍ବାଇ() ଚଳିତ ବର୍ଷ ଇଦ୍ରେ ପରଦାରେ ରିଲିଜ ହେବାକୁ ଥିବା ଅକ୍ଷୟଙ୍କ ଅପ୍କମିଙ୍ଗ ଫିଲ୍ମ ‘ଲକ୍ଷ୍ମୀ ବମ୍’କୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କାରଣ ଏହି ଫିଲ୍ମରେ ଅକ୍ଷୟ କୁମାର ନିଜଠାରୁ ୨୫ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ବୋଲି ଜଣାପଡିଛି।
ଫିଲ୍ମ…
