ପାକିସ୍ତାନ ଗୁପ୍ତଚର ଲିଙ୍କ ରେ ପୁରୀ ଯୁବତୀ
ଗୁପ୍ତଚର ଅଭିଯୋଗ ରେ ହରିୟାଣା ୟୁଟୁବର ଜ୍ୟୋତି ମଲୋହତ୍ରା ଙ୍କ ଲିଙ୍କ ରେ ପୁରୀରେ ପ୍ରିୟଙ୍କା ସେନାପତି ୟୁଟୁବର ଙ୍କ ର ସମ୍ପର୍କ ରହିଥିବା IB ଖବର ପାଇଛି l ସେଥିପାଇଁ IB ପୁରୀରେ ପହଞ୍ଚି ପୁରୀ ପୋଲିସ ସହାୟତା ରେ ପ୍ରିୟଙ୍କା ଙ୍କ ଘରେ ପହଞ୍ଚି ଗତକାଲି ଠାରୁ ତାଙ୍କୁ ମାରାଥନ ଜେରା!-->…
