Odia News Portal

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତରେ କୋରାପୁଟ କଫିର ପ୍ରଶଂସା, ଖୁସି ଅଛନ୍ତି ଜିଲ୍ଲା ବାସୀ

କଫି ନାଁ ଶୁଣିଲେ ଲୋଭ ଆସେ । କିଛି ଲୋକ ଦିନର ଆରମ୍ଭ ହିଁ କଫିରୁ କରିଥାନ୍ତି । ତେବେ ବର୍ତ୍ତମାନ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଉତ୍ପାଦନ ହେଉଥିବା କଫିର ଗୁରୁତ୍ୱ ବଢ଼ିବାରେ ଲାଗିଛି ।  କୋରାପୁଟ ଜିଲ୍ଲାରେ ୭ ହଜାରରୁ ଉର୍ଦ୍ଧ୍ବ ଜନଜାତିଙ୍କୁ ରୋଜଗାର ଦେଉଛି କଫି । ଜିଲ୍ଲାରେ ୪,୭୦୦ ହେକ୍ଟର…

ଆଜି ବଡ଼ ଠାକୁରଙ୍କ ହରିହର ବେଶ, ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ

ଆଜି ବଡ଼ ଠାକୁରଙ୍କ ହରିହର ବେଶ। ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯିବ। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଏ। ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହେବ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ…

ବାତ୍ୟା ମୋନ୍ଥାର ପ୍ରଭାବ: ଗଜପତି ଜିଲ୍ଲାରେ ବର୍ଷା ଜାରି

ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ଆଜି ସକାଳୁ ଅନ୍ଧକାର ମେଘୁଆ ଆକାଶ ,ହାଲକା ଶୀତଳ ପବନ ସାଙ୍ଗକୁ ଆରମ୍ଭ ହୋଇଛି ଝିପିଝିପି ବର୍ଷା। ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହିଥିବା ବେଳେ ରାତିରେ ମଧ୍ୟ ସାମାନ୍ୟ ବିକ୍ଷିପ୍ତ ଭାବରେ ଝିପିଝିପି ବର୍ଷା ହୋଇଥିଲା।…

ପରିଣୀତି ଦେଲେ ଖୁସି ଖବର, ରାଘବ ଚଢ଼ା କହିଲେ ଏଭଳି କଥା

ଅଭିନେତ୍ରୀ ପରିଣୀତି ଚୋପ୍ରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସେ ମା’ ହୋଇଛନ୍ତି। ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଦୀର୍ଘ ଦିନ ଧରି ରାଜଧାନୀ ଦିଲ୍ଲୀରେ ତାଙ୍କ ସ୍ୱାମୀ ରାଘବ ଚଢ଼ାଙ୍କ ବାସଭବନରେ ରହୁଥିଲେ। ବିବାହର ଦୁଇ ବର୍ଷ ପରେ ଏହି ଦମ୍ପତିଙ୍କ ଘରେ…

ପଞ୍ଚୁକ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍‌

ସରିସରି ଆସୁଛି କାର୍ତ୍ତିକ। ପାଖେଇଲାଣି ପଞ୍ଚୁକ। ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ। ମହାପ୍ରଭୁଙ୍କ ଦର୍ଶନ ପାଇଁ ବିପୁଳ ଭକ୍ତ ସମାଗମ ଯୋଗୁଁ ଯନ୍ତ୍ରଣା ଦେଉଛି ଦର୍ଶନ ବ୍ୟବସ୍ଥା। ଭକ୍ତ ଚାରିଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିଲେ ହେଁ ଘଣ୍ଟାଘଣ୍ଟା ଧାଡ଼ିରେ ଠେଲାପେଲା ଯୋଗୁଁ…

ଦକ୍ଷିଣ ଓଡ଼ିଶା ଦାୟିତ୍ବରେ ୪୦ ଅଗ୍ନିଶମ ଟିମ୍: ଏନ୍‌ଡିଆର୍‌ଏଫ୍‌ର ତିନି ଟିମ୍‌ ଗଲା ଶ୍ରୀକାକୁଲମ, ଭାଇଜାଗ୍

ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ୨୮ ତାରିଖ ସୁଦ୍ଧା ବାତ୍ୟା ରୂପ ନେବାକୁ ଯାଉଥିବା ବେଳେ ଏଥିପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶା ପାଇଁ ୪୦ଟି ଟିମ୍ ପ୍ରସ୍ତୁତ କରିଥିବା ବେଳେ ଏନ୍‌ଡିଆରଏଫ୍‌ ମଧ୍ୟ…

ଚିତାବାଘ ଚମଡ଼ା ସହ ଦୁଇ ଅଭିଯୁକ୍ତ ଗିରଫ

ରବିବାର ଦିନ ସୋନପୁର ଜିଲ୍ଲାରେ ଏକ ଚିତାବାଘ ଚମଡ଼ା ଜବତ କରିବା ପରେ ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଦୁଇ ଜଣଙ୍କୁ ଗିରଫ କରିଛି ।  ଗିରଫ ବ୍ୟକ୍ତିମାନେ ଟୁନିଖାମର ଗ୍ରାମର ପ୍ରକାଶ କନହର ଏବଂ ବୌଦ୍ଧ ଜିଲ୍ଲାର ବୁଡିଖାମର ଗ୍ରାମର ରଞ୍ଜିତ ଭୋକ୍ତା ବୋଲି  ଜଣାଯାଇଛି। ସୂଚନା ଆଧାରରେ, ବୌଦ୍ଧ…

ଆନ୍ଧ୍ର ଉପକୂଳକୁ ମାଡ଼ି ଆସୁଛି ବାତ୍ୟା, ଓଡ଼ିଶାରେ ପ୍ରବଳ ବର୍ଷା!

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହା ବାତ୍ୟାର ରୂପ ନେଇ ଆନ୍ଧ୍ରପ୍ରଦେଶର ସ୍ଥଳଭାଗ ଅଭିମୁଖେ ଅଗ୍ରଗତି କରୁଛି। ଏହା ଘଣ୍ଟା ପ୍ରତି ୧୦କିମି ବେଗରେ ଗତିକରୁଛି। ପାଣିପାଗ ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି) ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ, ଅରେଂଜ…

ବିନିକାରେ ନକଲି ନୋଟ୍ ରାକେଟ୍ ଠାବ, ୪ ଲକ୍ଷ ୧୫ ଶହ ଟଙ୍କାର ନକଲି ନୋଟ୍ ଜବତ

ବିନିକାରେ ନକଲି ନୋଟ୍ ରାକେଟ୍ ଠାବ । ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ଚାଲିଥିଲା ବଡ଼ ଧରଣର ନକଲି ନୋଟ ରାକେଟ୍। ବିଭିନ୍ନ ସ୍ଥାନରେ ଚଢାଉ କରି ୪ଲକ୍ଷ ୧୫ଶହ ଟଙ୍କାର ନକଲି ନୋଟ୍ ଜବତ କରିଛି ପୋଲିସ । ଏଥିରେ ସଂପୃକ୍ତ ଥିବା ଫୁଲମୁଠି ଗାଁର ଅଭିଷେକ ହୋତା, ବିନିକା ବେତେରାପଡ଼ାର ଅଶୋକ ନାଏକ…

ବାତ୍ୟାକୁ ନେଇ ଚିନ୍ତାରେ ମକା ଚାଷୀ

ସମ୍ଭାବ୍ୟ ବାତ୍ୟା ମୋନ୍ଥା କୁ ନେଇ ଚାଷୀକୁଳ ଏବେ ଚିନ୍ତାରେ l ଗଜପତି ଜିଲ୍ଲାରେ ମକା ଚାଷ ଅନ୍ୟତମ ପ୍ରମୁଖ ଚାଷ ହୋଇଥିବା ବେଳେ ବାତ୍ୟା କୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ l ବାତ୍ୟା ହେଲେ ସୁନାର ଫସଲ ଉଜୁଡି ଯିବ l ତେଣୁ ତରବରିଆ ଭାବେ ଜମିରୁ ମକା ଫସଲ କୁ ଅମଳ କରି ସୁରକ୍ଷିତ…