ଜୁନରୁ ଓଡ଼ିଶାରେ ମହୁମାଛି କରିଡର, ୩୦ କିଲୋମିଟର NHରେ ଲାଗିବ ୨୦ ହଜାର ଗଛ
ଆସନ୍ତା ଜୁନ୍ ମାସରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ‘ମହୁମାଛି କରିଡର’ ପ୍ରକଳ୍ପ। NHAI ମୌସୁମୀ ଆରମ୍ଭ ହେବା ସମୟରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିବ। ଏହା ଅଧୀନରେ ସମ୍ବଲପୁର, ବ୍ରହ୍ମପୁର ଏବଂ ଢେଙ୍କାନାଳ ରାଜପଥ ପାର୍ଶ୍ୱରେ ନିମ୍ବ, କରଞ୍ଜ, ଅର୍ଜୁନ, କଦମ୍ବ, ଜାମୁ, ତେନ୍ତୁଳି ଏବଂ…
