ନିଆଁ ଲଗାଇଛି ସ୍ମାର୍ଟ ମିଟର, ରାଜରାସ୍ତାରେ ଉପଭୋକ୍ତା
ପୁଣି ଜଳିଲାଣି ସ୍ମାର୍ଟ ମିଟର ନିଆଁ । ଜାଗା ଜାଗାରେ ତେଜିଲାଣି ଜନ ଅସନ୍ତୋଷ । ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କଲେଣି ଉପଭୋକ୍ତା । ପ୍ରଥମେ ବାଧ୍ୟ କରାଯାଇ ସ୍ମାର୍ଟ ମିଟର ଲଗାଯାଉଛି । ଆଉ ଲାଗିଗଲା ପରେ ଦେଢ଼ଗୁଣା ବଢ଼ିଯାଉଛି ବିଜୁଳି ବିଲ୍ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଛି ଏମିତି!-->…
