ରାଜଧାନୀ ଚୋରଙ୍କ ପ୍ରତି ପୁଲିସ୍ ନରମ କାହିଁକି ?
ଭୁବନେଶ୍ୱର : ଅପରାଧିମାନେ ଯେଭଳି ସହଜରେ ଜେଲ୍ରୁ ନମୁକୁଳିବେ ସେଥିପାଇଁ ଦୃଷ୍ଟି ଦେବାକୁ ରାଜ୍ୟ କ୍ରାଇମବ୍ରାଞ୍ଚ ସମସ୍ତ
ଏସ୍ପିଙ୍କ ସମେତ କଟକ-ଭୁବନେଶ୍ୱର ଡିସିପିଙ୍କୁ ପତ୍ର ଲେଖିଥିବାବେଳେ ରାଜଧାନୀର ଚୋରଙ୍କର କିନ୍ତୁ ଜେଲ୍କୁ ଯିବା ଆସିବା ଲାଗି ରହୁଛି । ଜେଲ୍ରୁ ଫେରି ଗୋଟିଏ ପରେ…
