ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କଲେ ଅଧ୍ୟାପକ
ରାଇରଙ୍ଗପୁର : ରାଇରଙ୍ଗପୁରରେ ପୁଣି ଲଜ୍ଜା । ରାଇରଙ୍ଗପୁର କଲେଜର ଜଣେ ଅଧ୍ୟାପକ ନିଜ ପାଖରେ ଟିଉସନ ହେଉଥିବା ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ଅଧ୍ୟାପକ ହେଲେ ରାଇରଙ୍ଗପୁର ମହାବିଦ୍ୟାଳୟର କଂପ୍ୟୁଟର ଶିକ୍ଷକ ନିରୋଜ ବେହେରା । ନାବାଳିକା ଛାତ୍ରୀ…
