ଉପ-ନିର୍ବାଚନ : ୩ଟି ଆସନରେ ଶୁଭିଲା ଶଙ୍ଖନାଦ
ଭୁବନେଶ୍ବର : ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିଜେଡିର ବାଜିମାତ୍ । ସମସ୍ତ ୩ଟି ଆସନରେ ଶୁଭିଲା ଶଙ୍ଖନାଦ । କୋରାପୁଟ ଜିଲ୍ଲାର ଦଶମନ୍ତପୁର ଓ ପଟାଙ୍ଗି ଜୋନକୁ ଦଖଲ କରିଛି ବିଜୁ ଜନତା ଦଳ । ପଟାଙ୍ଗି ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜେଡିର ଲଇଚନା ଖରା ୨୭୩୮ ଭୋଟରେ ବିଜୟୀ ହୋଇଛନ୍ତି ।…
