ବିଜେପିରେ ମିଶିଲେ ବ୍ଲକ୍ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ
ବିଜେପିରେ ମିଶିଲେ ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ। ବିଜେଡି ଛାଡି ସେ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସରକାରୀ ବାସ ଭବନଠାରେ ସେ ବିଜେପିରେ ସାମିଲ୍ ହୋଇଛନ୍ତି। ଶ୍ରୀ ପାତ୍ର ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ!-->…
