ଗାଁରେ ବୁଲିଛି ମହାବଳ ବାଘ
ବାଘ ଭୟରେ ଥରହର ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳ । ସଞ୍ଜ ନହେଉଣୁ ପଡ଼ିଯାଉଛି ତାଟିକବାଟ । ସାରା ରାତି ଟାୟାର ଜାଳି, ଠେଙ୍ଗା ଧରି ବାଘକୁ ଜଗୁଛନ୍ତି ଲୋକ । ଗଙ୍ଗାପୁର ପଞ୍ଚାୟତର ନରସିଂହଗଡ଼ ଗାଁରେ ବାଘ ବୁଲୁଥିବାନେଇ କିଛି ଲୋକ ଦେଖିବା ପରେ ଆତଙ୍କ ଖେଳିଯାଇଛି । ପାଦଚିହ୍ନ ଏକ!-->…
