ବାସି ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ, ମଧୁମେହ ଓ ରକ୍ତ ଚାପ ରୋଗୀଙ୍କୁ ମିଳେ ଅଧିକ ଉପକାର
ବାସି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏହା ପ୍ରାୟ ସମସ୍ତଙ୍କୁ ଜଣା। ଏଣୁ, ବଳିପଡ଼ିଥିବା ଖାଦ୍ୟକୁ ଡଷ୍ଟବିନ୍ରେ ପକାଇଦିଆଯାଏ ନଚେତ୍ କେହି କେହି ଗାଈ କି˚ବା କୁକୁରକୁ ଖାଇବାକୁ ଦିଅନ୍ତି। ତେବେ, ଏ କ୍ଷେତ୍ରରେ ବାସି ରୁଟି ଏକ ବ୍ୟତିକ୍ରମ। ସ୍ୱାସ୍ଥ୍ୟ ବିଜ୍ଞାନୀଙ୍କ ମତରେ ବାସି ରୁଟି…
