Odia News Portal

ପାରାଦୀପଠାରୁ ୯୫ କିମି ଦୂରରେ ‘ବୁଲବୁଲ’

ଭୁବନେଶ୍ୱର() ପାରାଦୀପଠାରୁ ୯୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି ଭୀଷଣ ସାମୁଦ୍ରିକ ଝଡ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହୁଛି । ଉପକୂଳ ଓ ଉତର ଓଡିଶାରେ ବର୍ଷା ଆରମ୍ଭ ହୋଇଛି । ଏବଂ ପବନର ବେଗ ମଧ୍ୟ ବଢିବାରେ ଲାଗିଛି ।ଘଂଟାପ୍ରତି…

ବିବାଦୀୟ ଜମିରେ ନିର୍ମାଣ ହେବ ରାମ ମନ୍ଦିର

ନୂଆଦିଲ୍ଲୀ() ଅଯୋଧ୍ୟାରେ ହେବ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠଙ୍କ ସର୍ବସମ୍ମତି କ୍ରମେ ଆସିଛି ଅଯୋଧ୍ୟା ରାୟ । ଆଉ ଏହି ଐତିହାସିକ ରାୟ ପରେ ସାରାଦେଶରେ ଖୁସିର ଲହରି ଖେଳିଯାଇଛି । ଅଯୋଧ୍ୟାରେ ରାମଲଲ୍ଲାଙ୍କ ପାଇଁ ଚାଲିଛି ଉତ୍ସବ । ବିବାଦୀୟ ଜମିକୁ ରାମ…

ଅଯୋଧ୍ୟା ରାୟ ପୂର୍ବରୁ ନବୀନଙ୍କ ଟ୍ୱିଟ୍

ଭୁବନେଶ୍ୱର : ଅଳ୍ପ କିଛି ସମୟ ପରେ ଅଯୋଧ୍ୟା ମାମଲାର ଶୁଣାଣି ହେବ । ଏହି ରାୟକୁ ଶୁଣିବାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ଆଯୋଧ୍ୟା ରାୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଟ୍ୱିଟ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ଗ୍ରହଣ କରିବାକୁ ସେ ଅପିଲ କରିଛନ୍ତି । ଶାନ୍ତି…

ବାତ୍ୟା ଆସିଲେ ବିରୋଧି ଛାନିଆ

ଭୁବନେଶ୍ୱର : ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧିଲେ ରାଜ୍ୟର ସାଧାରଣ ଲୋକଙ୍କ ଅପେକ୍ଷା ବିରୋଧିଦଳ ଗୁଡିକ ଅଧିକ ଛାନିଆ ହୋଇ ପଡୁଛନ୍ତି । ଏହାର କାରଣ ହେଉଛି ସରକାର ସଫଳ ବାତ୍ୟା ମୁକାବିଲା ସହିତ ଧନଜୀବନ ସୁରକ୍ଷା କ୍ଷେତ୍ରରେ ଯେଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ବିରୋଧିଦଳଙ୍କ ପାଇଁ…

ସ୍ଥଳଭାଗ ମୁହାଁ ବୁଲବୁଲ୍ : ଆଜି ରାତିରେ ସୁନ୍ଦରବନରେ କରିବ ଲ୍ୟାଣ୍ଡଫଲ

ଭୁବନେଶ୍ବର : ଆଜି ସ୍ଥଳଭାଗରେ ମାଡ଼ ହେବ ସାମୁଦ୍ରିକ ବାତ୍ୟା ବୁଲବୁଲ । ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳର ମଝିଦେଇ ସ୍ଥଳ ଭାଗକୁ ପ୍ରବେଶ କରିବ । ସୁନ୍ଦରବନର ଡେଲ୍ଟା ଅଞ୍ଚଳରେ ଏହା ସ୍ଥଳ ଭାଗରେ ପ୍ରବେଶ କରିବ ବୋଲି କୁହାଯାଉଛି । ଏହି ସମୟରେ ପବନର ବେଗ ୧୧୦-୧୨୦ ରହିବ ଏବଂ ଗଷ୍ଟିଂ ୱିଣ୍ଡ…

ଆଜି ଆସିବ ଆଯୋଧ୍ୟା ରାୟ

ଦିଲ୍ଲୀ : ସୁରକ୍ଷା ବଳୟରେ ଅଯୋଧ୍ୟା । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ଉତ୍ତରପ୍ରଦେଶର ଟେମ୍ପୁଲ ସିଟିରେ ସୁରକ୍ଷା କଡ଼ାକଡ଼ି । ମୁତୟନ ହୋଇଛନ୍ତି ହଜାର ହଜାର ସୁରକ୍ଷା କର୍ମୀ । ରାଜ୍ୟ ପୋଲିସ ସହ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ପହଞ୍ଚିଛନ୍ତି । ଆସନ୍ତା ସପ୍ତାହରେ ଆହୁରି ଅଧିକ…

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ

ଭୁବନେଶ୍ୱର : ବୁଲ୍‌ବୁଲ୍‌ ପ୍ରଭାବରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇସାରିଛି। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହୋଇଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା , ଜଗତସିଂହପୁରରେ…

ଫଟା ଓଠରୁ ରକ୍ଷା ପାଇବାର ଉପାୟ

ଶୀତଦିନେ ଓଠ ଫାଟିବା ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା। ଓଠ ଫାଟିବା ଦ୍ବାରା ଖାଇବାରେ ଅସହଜ ହେବା ସହ ଜଳାପୋଡା ହୋଇଥାଏ। ଆମେ ବଜାରରେ ମିଳୁଥିବା ଭେସଲିନ୍ ବା ଲିପ୍‌ବାମ୍‌ ଓଠରେ ଲଗାଇ ଥାଉ। ସେଗୁଡିକ କେମିକାଲ ଯୁକ୍ତ ହୋଇଥିବାରୁ ଓଠ ଖରାପ କରିବାର ଯଥେଷ୍ଟ ଆଶଙ୍କା ଥାଏ। ଏହା ସହ ଓଠ କଳା…

ଗର୍ଭବତୀ ମହିଳା ଅଦା ଚା’ ପିଇବା ହାନିକାରକ

ଗର୍ଭବତୀ ମହିଳାଙ୍କୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ସ୍ବାସ୍ଥ୍ୟପ୍ରଦ ଖାଦ୍ୟ, ହାଲ୍‌କା ବ୍ୟାୟାମ୍‌ ଦ୍ୱାରା ଜଣେ ମହିଳା ସୁସ୍ଥସବଳ ଶିଶୁକୁ ଜନ୍ମ ଦେଇଥାଏ। ଗର୍ଭଧାରଣ କରିବା ଦିନଠୁ ନେଇ ପିଲା ଜନ୍ମ ପର୍ଯ୍ୟନ୍ତ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ଏମିତିରେ ଅନେକ…

ଭାରତ ଆୟୋଜନ କରିଵ ୨୦୨୩ ପୁରୁଷ ହକି ବିଶ୍ୱକପ୍

ନୂଆଦିଲ୍ଲୀ : ୨୦୨୩ମସିହାରେ ଆଗାମୀ ପୁରୁଷ ହକି ବିଶ୍ୱକପ୍ ଖେଳାଯିବ। ଏହି ବିଶ୍ୱକପର ଆୟୋଜନ ପାଇଁ ଭାରତକୁ ସୁଯୋଗ ଦିଆଯାଇଥିବା ଜଣାପଡିଛି । ଏନେଇ ଅନ୍ତରାଷ୍ଟ୍ରୀୟ ହକି ମହାସଂଘ (ଏଫଆଇଏଚ୍) ଘୋଷଣା କରିଛି । ଏହା ସହ ଭାରତର ଲଗାତାର ଦୁଇ ଥର ବିଶ୍ୱକପ ଟୁର୍ଣ୍ଣାମେଟ ଆୟୋଜନ କରିବର ପ୍ରଥମ ଦେଶ…