ଆଜି ମହାକାର୍ତ୍ତିକ ମାସର ଚତୁର୍ଥ ସୋମବାର : ଚଳଚଞ୍ଚଳ ଧବେଳଶ୍ବର ପୀଠ
ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ସ୍ଥିତ ଧବଳେଶ୍ବର ପୀଠରେ ମହାକାର୍ତ୍ତିକ ମାସର ଚତୁର୍ଥ ସୋମବାର ନେଇ ଚଲଚଞ୍ଚଳ ହୋଇଉଠିଛି ବାବା ଧବେଳଶ୍ବରଙ୍କ ପୀଠ। ସୋମବାର ରେ ମହାପ୍ରଭୁ ଙ୍କୁ ଦର୍ଶନ କଲେ କୋଟିଜନ୍ମ ର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।
ସୂଚନାଯୋଗ୍ୟ ଯେ, ବାବା ଧବଳେଶ୍ବରଙ୍କ…
