ସୋନିଆଙ୍କୁ ମହମ୍ମଦ ମୋକିମଙ୍କ ନାଁ ସୁପାରିଶ
ଭୁବନେଶ୍ବର : ପ୍ରଦେଶ କଂଗ୍ରେସ କମିଟି ସଭାପତି ଗାଦିରେ କିଏ ବସିବ ତାକୁ ନେଇ କଂଗ୍ରେସର । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧୀ ମେଳିରେ ମହମ୍ମଦ ମୋକିମଙ୍କ ନାଁରେ ମୋହର ବାଜିଛି । ଆସନ୍ତା ୧୦ତାରିଖରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଓଡ଼ିଶା ପିସିସି ସଭାପତି ଆସନ…
