Odia News Portal

ଏହି ଅଭିନେତାଙ୍କ ପ୍ରେମରେ କଟ୍ରିନା

ମୁମ୍ବାଇ() ଅଭିନେତ୍ରୀ କଟ୍ରିନା କୈଫ୍ ଏବେ ପୁଣି ଜଣେ ଅଭିନେତାଙ୍କ ପ୍ରେମରେ। ସେ ହେଉଛନ୍ତି ଉରି ଷ୍ଟାର ବିକ୍କି କୌଶଲ। କିଛିଦିନ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା। ମାତ୍ର କଥାଟି ସେତେ ସ୍ପଷ୍ଟ ହେଉ ନ ଥିଲା। ନିକଟରେ ଦୀପାବଳି ଉପଲକ୍ଷେ ଜଣେ…

ନଭେମ୍ବରରେ ଆକାଉଣ୍ଟକୁ ଆସିବ କାଳିଆ ଦ୍ୱିତୀୟ କିସ୍ତି

ଭୁବନେଶ୍ୱର() ଆସନ୍ତା ନଭେମ୍ବରରେ ଆସିବ କାଳିଆ ଦ୍ୱିତୀୟ କିସ୍ତି ଟଙ୍କା । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ମୁଖ୍ୟ ସଚିବଙ୍କ ସମୀକ୍ଷା ପରେ କୃଷି ସଚିବ ସୂଚନା ଦେଇଛନ୍ତି । କୃଷି ସଚିବ କହିଛନ୍ତି ‘ଯାଂଚ ପ୍ରକି୍ରୟା ସରିଛି,ଆସନ୍ତା ମାସରେ ଯୋଗ୍ୟ ହୀତାଧିକାରୀଙ୍କୁ କାଳିଆ…

ଭାଇରାଲ ହେଉଛି ଏହି ସାଂସଦଙ୍କ ଉଲଗ୍ନ ଫଟୋ, ଇସ୍ତଫା ଦେଲେ ସାଂସଦ

ମହିଳା ସାଂସଦଙ୍କ କେଟି ହିଲ ଙ୍କର ନିଜ କର୍ମୀଙ୍କ ସହ ଅଶ୍ଳୀଳ ଫଟୋ ଲିକ୍ ହୋଇଯାଇଛି । ଏହା ପରେ ସେ ଇସ୍ତଫା ଦେଇଛନ୍ତି। ଆମେରିକାର ମହିଳା ସାଂସଦଙ୍କର ଜଣେ କର୍ମଚାରୀଙ୍କ ସହ ଅବୈଧ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ଆମେରିକାର ହାଉସ ଏଥିକ୍ସ କମିଟି ଏହି ମାମଲାର ଯାଞ୍ଚ କରୁଛି । ୨୦୧୮…

ଚଳିତ ବର୍ଷ ମହାନଦୀ ଭିତରେ ପ୍ରଦର୍ଶନ ହେବ ସାଂସ୍କୃତିକ କାର୍ୟ୍ୟକ୍ରମ

କଟକ() ଚଳିତ ବର୍ଷ ବାଲିଯାତ୍ରାରେ ଜଳକ୍ରୀଡାକୁ ଅଧିକ ପ୍ରୋତ୍ସାହିତ କରିବାକୁ ଅନେକ ଯୋଜନା ହାତକୁ ନେଇଛି ପ୍ରଶାସନ । କିନ୍ତୁ ସବୁଠୁ ଆକର୍ଷଣୀୟ ବ୍ୟବସ୍ଥା ସ୍ବରୂପ ପ୍ରଥମଥର ପାଇଁ ମହାନଦୀ ଭିତରେ କରାଯିବ ଷ୍ଟେଜ୍ । ଯେଉଁଠି ପ୍ରଦର୍ଶନ ହେବ ସାଂସ୍କୃତିକ କାର୍ୟ୍ୟକ୍ରମ । ଡଙ୍ଗାକୁ ଡଙ୍ଗା…

ବିପର୍ୟ୍ୟୟ ମୁକାବିଲାରେ ଓଡ଼ିଶା ପାଇଛି ଗ୍ଲୋବାଲ ବେଞ୍ଚମାର୍କ

ଭୁବନେଶ୍ୱର()  ୧୧୯୯ ମସିହା ମହାବାତ୍ୟାକୁ ଅଜି ପୁରିଛି ୨୦ ବର୍ଷ । ସେହି ବର୍ଷ ଠିକ ଆଜିର ଦିନରେ ଓଡିଶାରେ ଘଟିଯାଇଥିବା ମହାବାତ୍ୟାର ଯନ୍ତ୍ରଣା ଏବେବି ଲୋକଙ୍କ ମନରୁ ଯାଇ ନାହିଁ । ଏଥିପାଇଁ ଆଜି ଭୁବନେଶ୍ୱରରେ ଓଡିଶା ବିପର୍ୟ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ୟ୍ୟୟ ହ୍ରାସ ଦିବସ ପାଳନ…

କ୍ରୀଡାବିତଙ୍କ ଭତ୍ତା ବଢିଲା

ଭୁବନେଶ୍ୱର()  ରାଜ୍ୟ ସରକାର ଛାତ୍ରାବାସରେ ରହୁଥିବା କ୍ରୀଡାବିତ ମାନଙ୍କର ଭତ୍ତା ବୃଦ୍ଧି କରିଛନ୍ତି । ଏହି ଭତ୍ତା ବୃଦ୍ଧି ନିଷ୍ପତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । କ୍ରୀଡା ହଷ୍ଟେଲରେ ଛାତ୍ରୀମାନଙ୍କ ପାଇଁ ମାସିକ ଭତ୍ତାକୁ ୨୦୦ ଟଙ୍କାରୁ ୫୦୦ ଟଙ୍କାକୁ…

ଦେବଗଡ ଜିଲ୍ଲାକୁ ୫-ଟି ସଚିବଙ୍କ ଅଚାନକ ଗସ୍ତ

ଦେବଗଡ() ୫-ଟି ସଚିବ ଭି.କେ ପାଣ୍ଡିଆନ କିଛି ଦିନର ନୀରବତା ପରେ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ପୁଣି ଆରମ୍ଭ କରିଛନ୍ତି ତାଙ୍କର ଅଚାନକ ଗସ୍ତ । ଆଜି ସେ ହଠାତ ଯାଇଁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚିଛନ୍ତି । ସେ ତାଙ୍କ ଗସ୍ତ ସମୟରେ ମୁଖ୍ୟ…

ଏଥର ସବୁଦିନ ବଦଳିବ ବେଡ୍‌ସିଟ୍‌

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଏଥର ସବୁଦିନ ବେଡ୍‌ସିଟ୍‌ ବଦଳ ହେଉନଥିଲେ ଧରାପଡିଯିବ । କାରଣ ଆଜିଠୁ ସବୁ ରୋଗୀଙ୍କ ପାଇଁ ସମାନ ରଙ୍ଗର ବେଡ୍‌ସିଟ୍‌ ପଡ଼ିଛି । ଆଜି ପିଙ୍କ୍‌ ରଙ୍ଗ କୋଟେଡ୍‌ ଥିବା ବେଡ୍‌ସିଟ୍‌ ପଡିଥିବା ବେଳେ ସବୁଦିନ ଏ ରଙ୍ଗ ବଦଳିବ । ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର…

ଆରମ୍ଭ ହେଲା ମୋଚିସାହି ମାର୍କେଟ ଉଛେଦ କାର୍ଯ୍ୟ

ପୁରୀ : ପୁନଃ ଆରମ୍ଭ ହୋଇଛି ଉଛେଦ । ମ୍ୟୁନିସପାଲିଟି ମାର୍କେଟ ପରେ ଏବେ ପାଳି ପଡିଛି ମହୋଦଧି ମାର୍କେଟ ର । ତେବେ ପୂର୍ବରୁ ପ୍ରଶାସନ ପକ୍ଷରୁ ସହରର ପେଣ୍ଠସ୍ଥଳ ମୋଚିସହି ଛକରେ ଥିବା ଏହି ମହୋଦଧି ମାର୍କେଟ କମ୍ପ୍ଲେକ୍ସ କୁ ଅସୁରକ୍ଷିତ ଦର୍ଶାଯାଇଥିବା ବେଳେ ଆଜି ତାହାକୁ ପୂର୍ବ ନିର୍ଦେଶ…

ମାନସିକ ଶାନ୍ତି ପାଇଁ ଗାୟତ୍ରୀ ମନ୍ତ୍ର ଜପୁଛନ୍ତି ଚଣ୍ଡାଶୋକ

ଭୁବନେଶ୍ୱର : ଚଣ୍ଡାଶୋକ ଏବେ ବୈରାଗୀ ଅବତାରରେ । କ୍ଷମତା କି ପରିବାରରେ ମନ ଲାଗୁନି । ଘରେ ବି ରହୁନାହାନ୍ତି । ମାନସିକ ଶାନ୍ତି ପାଇଁ ସବୁବେଳେ ଖଣ୍ଡଗିରି ଆଶ୍ରମରେ ଡେରା ପକାଉଛନ୍ତି । ବୈରାଗ୍ୟ ଆସିଥିବା ଦର୍ଶାଇ ଆଶ୍ରମରେ ରହିବାକୁ ବିଚାରି ଏବେ ସବୁବେଳେ ଗାୟତ୍ରୀ ମନ୍ତ୍ର ଜପ କରୁଛନ୍ତି…