ଆପଣଙ୍କ ଲକି ନମ୍ୱର କେତେ ? ଜାଣନ୍ତୁ
ଭୁବନେଶ୍ୱର : ସାଧାରଣତଃ ଦେଖା ଯାଇଥାଏ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କର ଗୋଟିଏ ଗୋଟିଏ ଲକି ନମ୍ୱର ରହିଥାଏ। ସେ ଘର କିଣିବା ହେଉ କିମ୍ୱା ଗାଡ଼ି ଓ ମୋବାଇଲ୍ ନମ୍ୱର ନେବା ହେଉ, ଏହି ଲକି ନମ୍ୱର ହିସାବରେ ହିଁ ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟ କରିଥାନ୍ତି।
ଅନେକ ଲୋକ ନିଜର ଲକି ନମ୍ୱର ଉପରେ…
