ପଢନ୍ତୁ ସାଇବାବା ଙ୍କ ଦିବ୍ୟ ଲୀଳା
ଅକ୍ଟୋବର ୧୯୬୫ ମସିହା ନୂଆ ଦିଲ୍ଲୀ ର ଗୋଟେ ଘଟଣା , ଦିଲ୍ଲୀ ର ଗୋଟେ ପରିବାର ରେ ସତୀଶ ତାଙ୍କ ସ୍ତ୍ରୀ ବିମଳା ଓ ଗୋଟେ ବୋଲି ପୁଅ ଆନନ୍ଦ ରୁହନ୍ତି ସତୀଶ ଗୋଟେ କମ୍ପାନୀ ରେ ଚାକିରୀ କରନ୍ତି ଗୋଟେ ଦିନ ସତୀଶ ଙ୍କୁ ବହୁତ ଜୋର ଜର ହେଲା ଓ ପରୀକ୍ଷା ରୁ ଜଣା ପଡିଲା ତାଙ୍କୁ ଟାଇଫୋଇଡ ହୋଇଛି ସେ…
