Odia News Portal

ସୁରେନ୍ଦ୍ର କୁମାର ହେଲେ ଜଳସମ୍ପଦ ସଚିବ

ଭୁବନେଶ୍ବର () ଆଇଏଏସ ସ୍ତରରେ ଅଦଳବଦଳ । ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଅବକାରୀ ସଚିବ ତଥା ବାଣିଜ୍ୟ କର ଅତିରିକ୍ତ କମିଶନର ସୁଶିଲ କୁମାର ଲୋହାନି ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି…

ଅଘୋରୀ ରୂପରେ ଏହି ଅଭିନେତା,ଦେଖନ୍ତୁୁ ଭିଡିଓ

ମୁମ୍ବାଇ() ଲାଲ କପ୍ତାନରେ ଅଭିନେତା ସୈଫ ଅଲୀ ଖାନ ପରଦାରେ ଅଘୋରୀ ଲୁକରେ ଦର୍ଶକଙ୍କୁ ଡରାଇବାକୁ ଆସୁଛନ୍ତି। ଫିଲ୍ମର ୨ଟି ଟ୍ରେଲର ରିଲିଜ୍ ହେବା ପରେ ଆଜି ଲାଲ କପ୍ତାନର ତୃତୀୟ ଟ୍ରେଲର ରିଲିଜ୍ ହୋଇଛି। ଫିଲ୍ମରେ ସୈଫଙ୍କ ନାମ ନାଗା ସାଧୁ ରହିଛି। ଏହାର ଟ୍ରେଲରକୁ ତିନୋଟି ଭାଗରେ ବିଭକ୍ତ…

ବିଜେଡିକୁ ଫେରିବାକୁ ଅଶୋକ ପାଣିଗ୍ରାହୀଙ୍କ ଯୋଜନା

ଭୁବନେଶ୍ବର () ବିଜେଡିକୁ ଫେରିବାକୁ ଅସନ୍ତୁଷ୍ଟ ବିଜେପି ନେତା ଅଶୋକ ପାଣିଗ୍ରାହୀ ଏବେ ବିଜେପୁର ନିର୍ବାଚନ ଦାୟିତ୍ବରେ ଥିବା ନେତାଙ୍କ ଘର ଘର ବୁଲିବା ଆରମ୍ଭ କରିଦେଇଛନ୍ତି । କିନ୍ତୁ ଥରେ ବିଜେଡିରୁ ବାହାରିଥିବା ନେତା ଦଳକୁ ଫେରିବା ଏତେ ସହଜ ନୁହେଁ । ତେଣୁ କୌଣସି ନେତା ତାଙ୍କୁ ଧରାଛୁଆଁ…

ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚମ୍ପିଆନସିପ୍ : ଓଡିଶା ବାଳକ ଓ ବାଳିକା ଦଳର ବିଜୟ ଅଭିଯାନ

ଭୁବନେଶ୍ବର : ମହାରାଷ୍ଟ୍ରର ନାଗପୁରରେ ଆରମ୍ଭ ହୋଇଥିବା ୨୭ତମ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଵାଳକ ଓ ବାଳିକା ଦଳ ବିଜୟ ହୋଇଛନ୍ତି । ଓଡ଼ିଶା ଵାଳକ ଦଳ ଗୁପ୍ 'ଇ' ରେ ସ୍ଥାନ ପାଇଛି । ଏହି ଗୃପ୍ ରେ ଓଡ଼ିଶା, ବିଦ୍ରପା, କେରଳ ଓ ନାଗାଲାଣ୍ଡ ଅଛନ୍ତି । ସେହିପରି ଗୁପ୍…

ନିର୍ବାଚନ କମିଶନଙ୍କୁ ମାରପିଟ କଲେ ଏହି ମଡେଲ

ମୁମ୍ବାଇ()  କମିଶନଙ୍କ ଟିମ ସହ ମାରପିଟ କରିବା ଅଭିଯୋଗରେ ମୁମ୍ବାଇରେ ରହୁଥିବା କାନାଡାର ଜନୈକ ମଡେଲ ଗିରଫ ହୋଇଛନ୍ତି। ମଡେଲ ସିନା ଲଖାନୀଙ୍କୁ ଗୁରୁବାର ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିବା ବେଳେ ତାଙ୍କୁ ଦିନକ ଲାଗି ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ବୁଧବାର ଅନ୍ଧେରୀର ବିରା…

କିନ୍ନର ଲୁକରେ ଏହି ଅଭିନେତା

ମୁମ୍ବାଇ() ରିଲିଜ ହେଲା ଅକ୍ଷୟ କୁମାର୍ଙ୍କ ଅପ୍କମିଂ ଫିଲ୍ମ ‘ଲକ୍ଷୀ ବମ୍ବ’ର ଫାଷ୍ଟ୍ ଲୁକ୍ର ପୋଷ୍ଟର୍। ଅକ୍ଷୟଙ୍କୁ ଏହି ପୋଷ୍ଟର୍ରେ କିନ୍ନର ଗେଟ୍ଅପ୍ରେ ଦେଖିବାକୁ ମିଳିଛି। ତାଙ୍କର ଏହି ଲୁକ୍ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ପୋଷ୍ଟରରେ ଲାଲ୍ ଶାଢ଼ି ସହ ମୁଣ୍ଡରେ ଲାଲ୍ ବିନ୍ଦି…

ବିଜେପୁର ଲଢ଼େଇ ପାଇଁ ୩ ପ୍ରମୁଖ ଦଳର ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା

ଭୁବନେଶ୍ବର ()   ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଏହି କ୍ରମରେ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡା ନିର୍ବାଚନ ଲଢ଼ୁଥିବା…

ବିଜେପୁର ପାଇଁ ବିଜେଡିର ଷ୍ଟାର୍ କ୍ୟାମ୍ପେନର ତାଲିକା ପ୍ରକାଶ

ଭୁବନେଶ୍ବର () ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡି ୪୦ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି । ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡିର ୪୦ ଜଣ ଷ୍ଟାର କ୍ୟାମ୍ପେନର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…

ରାଜନୀତିରୁ ସନ୍ନ୍ୟାସ ନେଲେ ଦାମ

ଭୁବନେଶ୍ବର () ପ୍ରତ୍ୟେକ୍ଷ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଘୋଷଣା କଲେ ଦାମ ରାଉତ । ଏପରିକି ଅନେକ ଦିନ ହେବ ବରିଷ୍ଠ ନେତା ଦାମ ରାଉତଙ୍କୁ ନେଇ ବିଜେପି କ୍ୟାମ୍ପରେ କୁହୁଳୁଥିବା ଅସନ୍ତୋଷ ନେଇ ମୁହଁ ଖୋଲିଛନ୍ତି ଦାମ ରାଉତ । ବିଜେପି ବିରୋଧରେ ବିଷୋଦଗାର କରି ଦାମ କହିଲେ,…

୩ ଦିନ ଯାଏ ଘଡଘଡି ସହ ପ୍ରବଳ ବର୍ଷା

ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଓଡିଶା ଉପରେ ପ୍ରଭାବ ଅଧିକ ରହିବ । ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା,…