Odia News Portal

କାହିଁକି ପାକିସ୍ତାନରେ ପଶିଥିଲେ ହମିଦ?ଜାଣନ୍ତୁ…

ପ୍ରେମ ପାଇଁ ପାକିସ୍ତାନରେ ବେଆଇନ ଭାବେ ପଶିଯାଇ ୬ବର୍ଷକାଳ ସଜ୍ଜା ଭୋଗିବା ପରେ ଶେଷରେ ଫେରିଛନ୍ତି ଭାରତୀୟ ବଂଶୋଦ୍ଭବ ହମିଦ ଅନସାରୀ । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ଫଳରେ ଶ୍ରୀ ଅନସାରୀ ଭାରତକୁ ଫେରିବା ସମ୍ଭବ ହୋଇଛି । ୨୦୧୨ରେ ହମିଦ ଗିରଫ ହୋଇ…

ପାକିସ୍ଥାନରେ ଜନ୍ମ ହୋଇଥିଲେ ଭଲ ହୋଇଥାନ୍ତା, କାହିଁକି କହିଲେ ସୋନୁ ନିଗମ ଜାଣନ୍ତୁ…

ଗାୟକ ସୋନୁ ନିଗମ କହିଛନ୍ତି ଯେ ତାଙ୍କର ଜନ୍ମ ଭାରତରେ ନହୋଇ ପାକିସ୍ଥାନରେ ହୋଇଥିଲେ ଭଲ ହୋଇଥାନ୍ତା। ତାଙ୍କର ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ଚାଲୁଛି। ନିକଟରେ ସୋନୁ ନିଗମ ଏକ ମିଡିଆ କାର୍ୟ୍ୟକ୍ରମରେ ପହଁଚିଥିଲେ। ସେଠାରେ ସେ ଗୀତକୁ ନେଇ ନିଜର କଷ୍ଟ ପ୍ରକାଶ…

ଅପରାଜିତାଙ୍କ ତାଗିଦ : ଗୋଷ୍ଠି କଲେ ପାର୍ଟି ଛାଡି ଦିଅ

ଭୁବନେଶ୍ବର () ବାରମ୍ବାର ଆମେ ହାରିଯାଉଛୁ, ଏଟା ଲାଜ ଲାଗୁନି? ଆମେ କେମିତି ଜିତାଇବା ଏଟା ଦେଖିବା ନା ଏଟା ତା ଲୋକ ତା ଲୋକ, କାହିଁକି ତାର ଲୋକ ହେଉଛ ତମେ ? ଆପଣ କହୁନାହାଁନ୍ତି ଆମେ ଭାରତୀୟ ଜନତାପାର୍ଟିର ଲୋକ । ଯିଏ ବି ପ୍ରାର୍ଥୀ ହେବ ତାକୁ ଜିତାଇବାର ଆମର ଧର୍ମ, ଆମର କର୍ତ୍ତବ୍ୟ ।…

ମେସରେ ଛାତ୍ରୀଙ୍କ ଝୁଲନ୍ତା ଶବ

ମାଲକାନଗିରିର ଏକ ମେସରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ଝାଟିମାଟି କଲୋନୀର ମେସରେ ୫ଜଣ ଛାତ୍ରୀ ଏକାଠି ରହୁଥିଲେ । ସେମାନଙ୍କ ମଧ୍ୟରୁ ୪ଜଣ ଛାତ୍ରୀ ପରୀକ୍ଷା ଦେବାକୁ ଯାଇଥିବା ବେଳେ ଅନ୍ୟଜଣେ ଛାତ୍ରୀ ମେସରେ ଏକାକୀ ରହୁଥିଲେ । ଅନ୍ୟ ସାଙ୍ଗ ମାନେ ଫେରି ଦେଖିବା ବେଳକୁ…

ଜାତୀୟ ସ୍କୁଲଗେମ୍ ଟେନିସ ବଲ୍ କ୍ରିକେଟ ଚାମ୍ଫିୟନସିପ୍: ବାଳକ ଓ ବାଳିକା ଓଡ଼ିଶା ଦଳର ମଧ୍ୟପ୍ରଦେଶ ଗସ୍ତ

ଭୁବନେଶ୍ବର/ ମଧ୍ୟପ୍ରଦେଶର ର ନିମଚ ଠାରେ ଚଳିତମାସ ୨୩ ତାରିଖରୁ ୨୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୬୪ତମ ଜାତୀୟ ସ୍କୁଲ ଗେମ୍ ଟେନିସ ବଲ କ୍ରିକେଟ ଚାମ୍ପିୟନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ବାଳକ ବାଳିକା ଦଳ ଆଜି ମଧ୍ଯ ପ୍ରଦେଶ ଅଭିମୁଖେ ଯାତ୍ରା କରିଛନ୍ତି । ଏହି…

ମ୍ବଲପୁରକୁ ମିଳିବ ମାଗଣା ଇଣ୍ଟରନେଟ ସୁବିଧା

ସମ୍ବଲପୁର ସହର ହେବ ୱାଇ-ଫାଇ । ମଣ୍ଡେଲା ଛକଠାରୁ ଆରମ୍ଭ କରି ଗୌରୀ ଶଙ୍କର ପାର୍କ ପର୍ଯ୍ୟନ୍ତ ସମ୍ବଲପୁର ରିଙ୍ଗ ରୋଡରେ ପ୍ରଥମେ ଏହି ୱାଇ-ଫାଇ ବ୍ୟବସ୍ଥା କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପରବର୍ତୀ ଅବସ୍ଥାରେ ଅନ୍ୟାନ୍ୟ ଅଂଚଳକୁ ୱାଇ-ଫାଇ ସଂଯୋଗ କରାଯିବ ।…

ରାଜଭବନ ଘେରିବେ ଚାଷୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ୨ ହଜାର ଚାଷୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ଦେବେ ବୋଲି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି । ଆଜି ଏଠାରେ ଏକ ସାମ୍ବାଦିଳ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ସେ…

ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ନିଆଁ

ସମ୍ବଲପୁର ଠାରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଅଫିରେ କେତେକ ଦୁର୍ବୃର୍ତ ନିଆଁ ଲଗାଇଦେବା ଫଳରେ ଅଫିସର ବହୁ ଗୁରୁତ୍ୱପୁର୍ଣୃୂ କାଗଜପତ୍ର ସହ ୨ଟି ବାଇକ ମଧ୍ୟ ପୋଡିଯାଇଛି । ୪/୫ଦୁର୍ବୃର୍ତ ଆକସ୍ମିକ ଭାବେ ଅଫିସ ଭିତରେ ପଶି ନିଆଁ ଲଗାଇଦେଇଥିଲେ ବୋଲି ପରିଷଦର ଡେପୁଟି ସେକ୍ରେଟାରୀ…

ଜନଜାତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କି ପରମର୍ଶ ଦେଲେ, ପଢନ୍ତୁ …

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଆଦିବାସୀ ପଡିଆରେ ତିନି ଦିନିଆ ସର୍ଗିଫୁଲ ଉତ୍ସବର ଉଦଘାଟନ କରି ପିଲାମାନଙ୍କୁ ପାଠ ପଢି ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଛନ୍ତି । ନିଜେ ପାଠ ପଢିବା ସହ ନିଜ ପରିବାର ଓ ଗାଁର ପିଲାମାନଙ୍କୁ ପାଠ ପଢିବା ପାଇଁ ଉତ୍ସାହିତ…

ଥରୁଛି ଓଡିଶା

ରାଜ୍ୟର କୌଣସି ଗୋଟିଏ ବି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ନାହିଁ। କିନ୍ତୁ ଥରୁଛି ସାରା ରାଜ୍ୟ। ଦକ୍ଷିଣରୁ ପଶ୍ଚିମ, ଉପକୂଳ, ଉତ୍ତର ଓଡ଼ିଶାକୁ ଦୁଇ ଦିନ ହେଲା ଏମିତି ଅସ୍ତବ୍ୟସ୍ତ କଲାଣି କୋହଲା ପାଗ। ଭୀଷଣ ଜାଡ଼ ମାଡ଼ି ଆସିବା ଭଳି ସଙ୍କେତ ଦେଉଛି। ମନାଲି, ସିମଲା,…