Odia News Portal

ଘର ଭାଙ୍ଗିବାକୁ ଗୋଟି ଚଳାଉଛନ୍ତି ଚଣ୍ଡା ଶୋକ

ଭୁବନେଶ୍ୱର : ଗତ ନିର୍ବାଚନ ସମୟରେ ଦଳକୁ ଦୁର୍ବଳ କରି ନିଜ ଦଳର ସାଂସଦ ପ୍ରାର୍ଥୀଙ୍କୁ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏବେ ପୂରା ସଂଗଠନକୁ ଭାଙ୍ଗିବାକୁ ଗୋଟି ଚଳାଇଛନ୍ତି । ଵୁଧଵାର ବିଜେଡି କାର୍ଯ୍ୟକ୍ରମରେ ଚଣ୍ଡାଶୋକଙ୍କ ଏଭଳି ବିଭୀଷଣ କାର୍ଯ୍ୟକୁ ନେଇ ଦଳୀୟ ମହଲରେ…

ଆସନ୍ତୁ ଜାଣିବା, ମଥାର ବ୍ୟକ୍ତିତ୍ୱ ଓ ସ୍ୱଭାବ

ଭୁବନେଶ୍ୱର : ସମୁଦ୍ରଶାସ୍ତ୍ରରେ ମଣିଷର ବିଭିନ୍ନ ଅଙ୍ଗକୁ ଆଧାର କରି ଗୁଣ ଓ ଚରିତ୍ର ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ ମଣିଷ ଶରୀର ସହିତ ଜଡ଼ିତ ଥିବା ଗୂଢ଼ ରହସ୍ୟ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ସମୁଦ୍ର ଶାସ୍ତ୍ର ଅନୁସାରେ, ବ୍ୟକ୍ତିର ମଥାରେ ହିଁ ତା’ର ବ୍ୟକ୍ତିତ୍ୱ ଓ…

ସନ୍ଧ୍ୟାବେଳେ ଏ ସବୁ କାର୍ଯ୍ୟ ମନା

ଭୁବନେଶ୍ୱର : ଏମିତି କିଛି କାମ ଅଛି, ଯେଉଁଗୁଡ଼ିକୁ ଶାସ୍ତ୍ର ଅନୁସାରେ ସନ୍ଧ୍ୟାବେଳେ ଆଦୌ କରିବା ଉଚିତ୍ ନୁହେଁ। କାରଣ ଏଗୁଡ଼ିକ ଆମ ଜୀବନର ସୁଖ, ଶାନ୍ତିକୁ ଭଙ୍ଗ କରିଥା’ନ୍ତି। ଯେତେ ଧନ ଉପାର୍ଜନ କଲେ ବି ଅଭାବ ପୂରଣ ହୁଏ ନାହିଁ। ତା’ସହିତ ରୋଗ ମଧ୍ୟ ମାଡ଼ି ବସେ ବୋଲି କୁହାଯାଏ। ତେଣୁ…

ଆଜି ଗୁରୁବାର, ଆସନ୍ତୁ ପ୍ରସ୍ତୁତ କରିବା ‘ତାୱା ପନୀର’

ଆବଶ୍ୟକ ସାମଗ୍ରୀ - ପନୀର, ଦହି, ଜିରା, ଜୁଆଣି, କସ୍ତୁରୀ ମେଥି, ପିଆଜ, ଅଦା, କଞ୍ଚା ଲଙ୍କା ପେଷ୍ଟ୍‌, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଟମାଟୋ ସସ୍‌, କ୍ରିମ୍‌, ଲେମ୍ବୁ ରସ, ତେଲ, ଲୁଣ ଓ ଧନିଆ ପତ୍ର। ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଦହିକୁ ଫେଣ୍ଟି…

ଶରୀରକୁ ଅନେକ ଫାଇଦା ଦେଇଥାଏ ଧନିଆ

ଭୁବନେଶ୍ୱର : ଧନିଆ ଏକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ। ଆମ ରୋଷଇ ଘରେ ଏହା ସବୁ ସମୟରେ ଉପଲବ୍ଧ ରହିଥାଏ। ଧନିଆର ଗଛ ସହ ଏହାର ମଞ୍ଜି ମଧ୍ୟ ଆମ କାମରେ ଆସିଥାଏ। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ ଏହା ବିଭିନ୍ନ ରୋଗ ମଧ୍ୟ ଭଲ କରିଥାଏ। ଧନିଆ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ଏହାର…

ପ୍ରତ୍ୟେକ ରଙ୍ଗର ରହିଛି କିଛି ଖାସ୍ ଗୁଣ, ଜାଣନ୍ତୁ ରଙ୍ଗ ପାଇଁ କଣ ରହିଛି ବାସ୍ତୁ ନିୟମ

ଆଗକୁ ଆସୁଛିର ଆଲୋକର ପର୍ବ ଦୀପାବଳି। ଆପଣ ଏଥିପାଇଁ ଘରକୁ ବିଭିନ୍ନ ରଙ୍ଗରେ ସଜାଇବା ପାଇଁ ମଧ୍ୟ ପ୍ଲାନିଂ କରୁଥିବେ। କିନ୍ତୁ ଆପଣ ଜାଣିଛନ୍ତି କି ବାସ୍ତୁ ନିୟମ ଅନୁଯାୟୀ ଘର ରଙ୍ଗ କରିବା ଦ୍ବାରା ଘରେ ପଞ୍ଚତତ୍ତ୍ବର ସନ୍ତୁଳନ ଠିକ୍ ରହିଥାଏ ଏବଂ ଘରେ ସୁଖ-ଶାନ୍ତି ରହିଥାଏ। ଘରର ସାଜସଜ୍ଜାରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଆଜି ଅଷ୍ଟମସ୍ଥ ଚନ୍ଦ୍ରଙ୍କ ସହ ବୃହସ୍ପତିଙ୍କ ସମ୍ପର୍କ ଆପଣଙ୍କୁ ଅର୍ଥ, ସମ୍ମାନ ଦାନରେ କୁଣ୍ଠା ପ୍ରକାଶ କରିବେ ନାହିଁ । ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ, ଅବଶ୍ୟ ଟେନସନ୍‌ କିଛିମାତ୍ରାରେ କମିଯିବ । ନିଜ ଲୋକମାନଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ।…

ଦେଖନ୍ତୁ ଲାଲ ପରୀ,ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ() ଡ୍ରେସିଂ ସେନ୍ସକୁ ନେଇ ଚର୍ଚ୍ଚିତ ବଲିଉଡ୍ ଅଭିନେତା ରଣବୀର ସିଂହ । ସେ ପ୍ରାୟ ସମୟରେ ଅଜବ ଅଜବ ଡ୍ରେସ୍ ପିନ୍ଧିବା ଦେଖିବାକୁ ମିଳେ। ଏଥିପାଇଁ ତାଙ୍କୁ ଅନେକ ଟ୍ରୋଲ୍ ମଧ୍ୟ କରାଯାଏ। ହେଲେ ତାଙ୍କୁ କିଛି ଫରକ ପଡ଼େନି। ରଣବୀର ଏକ ରେଡ୍ କଲର୍ ଲଙ୍ଗ୍ ହୁଡି ପିନ୍ଧି ମୁମ୍ବାଇର ଏକ…

ସାଧାରଣ ଲୋକଙ୍କ ସହ ଫୋନରେ କଥା ହେଲେ ନବୀନ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରୁ 8 ଜଣ ଲୋକଙ୍କ ସହ ଫୋନ ଯୋଗେ ସିଧାସଳଖ କଥା ହୋଇ ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବା ଓ ବ୍ୟବସ୍ଥା ସମ୍ପର୍କରେ ମତାମତ ଲୋଡିଥିଲେ । ମୋ ସରକାର ପୋର୍ଟାଲରୁ ବିକ୍ଷିପ୍ତ ଭାବେ ସଂଗୃହୀତ 8ଟି ନମ୍ବରକୁ ସେ ଫୋନ କରିଥିଲେ ।…

କେବଳ ବିବାହ ଦିନ ସ୍ନାନ କରନ୍ତି ଏହି ମହିଳା

ଆଫ୍ରିକାର ଉତ୍ତର-ପଶ୍ଚିମରେ ଥିବା ନାମିବିୟାର କୁନେର ଅଞ୍ଚଳରେ ବସବାସ କରନ୍ତି ହୁମ୍ବା ଜନଜାତି। ଏହି ଜନଜାତିର ମହିଳାମାନେ ଜୀବନରେ କେବଳ ଥରଟିଏ ଗାଧାନ୍ତି। ଏହା ସେମାନଙ୍କର ପରମ୍ପରା। କେବଳ ବିବାହ ଦିନ ହିଁ ଏମାନେ ସ୍ନାନ କରିଥାଆନ୍ତି। ହେଲେ ଏମାନେ ବେଶ୍ ସୁନ୍ଦର। ଏମାନଙ୍କ…