Odia News Portal

ଲୋକଙ୍କ ସହ କଥା ହୋଇ ମତାମତ ଲୋଡିଲେ

ଭୁବନେଶ୍ବର () ପ୍ରଶାସନିକ ବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ଓ ବ୍ୟାପକ ପରିବର୍ତ୍ତନର ବାର୍ତ୍ତାବହ ହୋଇଥିବା ବହୁ ପ୍ରତୀକ୍ଷିତ ମୋ ସରକାର କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରୁ 8 ଜଣ ଲୋକଙ୍କ ସହ ଫୋନ ଯୋଗେ ସିଧାସଳଖ କଥା ହୋଇ ଥାନା ଓ…

କେମିତି ନିର୍ଣ୍ଣୟ କରାଯାଏ ଖେଳାଳିଙ୍କ ଜର୍ସି ନମ୍ବର ଜାଣନ୍ତୁ…

ଭୁବନେଶ୍ୱର() ବିଶ୍ୱର ସବୁଠାରୁ ଲୋକପି୍ରୟ ଖେଳ ହେଲା କି୍ରକେଟ ଏବଂ ଫୁଟବଲ । ଆପଣ ଦେଖିଥିବେ କି୍ରକେଟ ଖେଳାଳିଙ୍କ ସାର୍ଟରେ ଏକ ନମ୍ବର ଲୋଖାଯାଇଥାଏ । ତେବେ ଭାବିଛନ୍ତ ଏହା କିଏ ଏବଂ କେମିତି ନିର୍ଣ୍ଣୟ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ... ତେବେ ଆପଣଙ୍କୁ କହି ରଖୁଛୁ ଜର୍ସି ନମ୍ବର…

ମାତ୍ର ୮ଜଣଙ୍କୁ ଇନ୍ଷ୍ଟାଗ୍ରାମରେ ଫଲୋ କରନ୍ତି ସଲମାନ, ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ() ପିଲ୍ମ ଓ ଟିଭି ଶୋ ବ୍ୟତୀତ ସଲମାନ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି। ଟୁଇଟର, ଇନ୍ଷ୍ଟାଗ୍ରାମ ହେଉ ବା ଫେସବୁକ୍, ସବୁଥିରେ ସଲମାନଙ୍କର ଫ୍ୟାନ ଫଲୋଇଂ ବହୁତ ଅଧିକ ରହିଛି।ହେଲେ ସଲମାନଇନ୍ଷ୍ଟାଗ୍ରାମରେ ମାତ୍ର ୮ ଜଣଙ୍କୁ ଫଲୋ କରନ୍ତି। ଇନ୍ଷ୍ଟା ଆକାଉଣ୍ଟରେ…

ରାଜଧାନୀରେ ପୁଣି ବନ୍ଦ ହେବ ଡ୍ୟାନ୍ସ ବାର

ଭୁବନେଶ୍ବର ()  ଭୁବନେଶ୍ବରରେ ଚାଲିଥିବା ଡ୍ୟାନ୍ସ ବାର୍ ପୁଣି ବନ୍ଦ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଡ୍ୟାନ୍ସ ବାର୍ ବନ୍ଦ ରଖିବାକୁ ପୋଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ରାଜଧାନୀରେ ଥିବା ବିଭିନ୍ନ ଡ୍ୟାନ୍ସ୍ ବାର୍କୁ ମଳିଥିବା…

କେନ୍ଦ୍ରାପଡାରେ ଲାଗୁ ହେବ NRC

ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଛନ୍ତି ଗୃହ ମନ୍ତ୍ରଣାଳୟ । ଚିଠିରେ କେନ୍ଦ୍ରାପଡାରେ NRC ଲାଗୁ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏଥିରେ ଚଳିତବର୍ଷ ଜାନୁଆରୀ ୨୧ରେ ଓଡିଶା ହାଇକୋର୍ଟ ଦେଇଥିବା ରାୟ ସମ୍ପର୍କରେ ଉଲ୍ଲେଖ ଅଛି । ଏନଆରସି ଲାଗୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ପୁରୀ ପାଇଁ 40 କୋଟି ମଞ୍ଜୁର

ପୁରୀ: ପୁରୀ ପାଇଁ 40 କୋଟି ଟଙ୍କା ମଞ୍ଜୁର । ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ଏବଂ ପୁନର୍ବାସ ଯୋଜନା ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର 40 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେପଟେ ଜମି ଅଧିଗ୍ରହଣ ବିଜ୍ଞପ୍ତିର ମାସେ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା…

ବିଧାନସଭାରେ ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ

ଭୁବନେଶ୍ବର()  ଆଜି ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଦିବସ । ଆଜି ବିଧାନସଭା ପରିସରରେ ଗାନ୍ଧି ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ବିଧାନସଭା ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲ୍ୟାର୍ପଣ କରି ରାଜ୍ୟବାସୀଙ୍କୁ…

ଆଉ ନିର୍ବାଚନ ଲଢିବି ନାହିଁ : ଭକ୍ତ ଦାସ

ଭୁବନେଶ୍ୱର () ନିର୍ବାଚନରୁ ସନ୍ୟାସ ନେବେ ଭକ୍ତ ଦାସ ।  ଆଉ ନିର୍ବାଚନ ଲଢିବେନି ଭକ୍ତ  । ଯେତିକି ସମୟ ନିର୍ବାଚନ ଲଢିଛନ୍ତି ସେତିକି ଯଥେଷ୍ଟ ବୋଲି କଂଗ୍ରେସ ପଦଯାତ୍ରାରେ ସାଂସଦ ତଥା କଂଗ୍ରେସ ବରିଷ୍ଠ ନେତା ଭକ୍ତ ଦାସ ସୂଚନା ଦେଇଛନ୍ତି । ସେ ୯ଥର ନିର୍ବାଚନ ଲଢିଲେଣି । ଏଥିରୁ ସେ ୩ଥର…

କାର୍ଗିଲ ବସ୍ତିରୁ ଆରମ୍ଭ ହେଲା ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ବର : ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା । ଚଳିତ ବର୍ଷ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ହେଉଥିବାରୁ ପଦଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଦଳ ଜାତୀର ପିତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି…

ଗାନ୍ଧୀ ବିଚାରର ଆବଶ୍ୟକତା ଥିଲା, ରହିଛି ଏବଂ ରହିବ

ଭୁବନେଶ୍ବର : ଆଜି ସାରା ବିଶ୍ବ ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମବାର୍ଷିକୀ ପାଳନ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପୁଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, ଗାନ୍ଧୀ ଜୟନ୍ତୀ ଅବସରରେ ଆମର ପୂଜ୍ୟ ସଂଗ୍ରାମୀମାନଙ୍କୁ…