ଆଜି ଵୁଧଵାର ବାହାରୁ ଅର୍ଡର କରନ୍ତୁ ନାହିଁ, ଘରେ ହିଁ ପ୍ରସ୍ତୁତ କରନ୍ତୁ ‘କାଠି ଚିକେନ୍’
ଆବଶ୍ୟକ ଉପକରଣ: ଚିକେନ୍, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦି, ତେଲ, ଅଦା ଓ ରସୁଣ ପେଷ୍ଟ, ଦହି, ଲେମ୍ବୁ ରସ ଏବଂ ଗୋଲମରିଚ ଗୁଣ୍ଡ। ଏହାବ୍ୟତୀତ ଆଲମୁନିୟମ୍ ଫଏଲ୍, ଶାଳ ପତ୍ର ଓ କାଠି ଷ୍ଟିକ୍ ମଧ୍ୟ ଏହି ଆଇଟମ୍ ଲାଗି ଦରକାର।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍ରେ ଦହି ଓ…
