Odia News Portal

କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଏକାଧିକ ପ୍ରସଙ୍ଗ‌ରେ କଲେ ଆଲୋଚନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଶ୍ରୀ ଶାହଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରାଜ୍ୟର ବିକାଶ ପାଇଁ ଆଇନଶୃଙ୍ଖଳା ଓ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଥା ହୋଇଛନ୍ତି। 

ୱାକଫ୍‌ ବିଲକୁ ନେଇ ବିଜେଡିରେ ଗୋଷ୍ଠୀ କନ୍ଦଳ : ବିଜେଡିରେ ଦ୍ବୈତ ଶାସନ ଚାଲିଥିବା ଚର୍ଚ୍ଚା

ୱାକଫ ବିଲକୁ ନେଇ ବିଜେଡିରେ ତୀବ୍ର ହେବାରେ ଲାଗିଛି ଗୋଷ୍ଠୀ କନ୍ଦଳ । ତିନି ଭାଗରେ ଭାଗ ଭାଗ ହୋଇଛନ୍ତି ନେତା । ଭୁବନେଶ୍ବର ପଟିଆସ୍ଥିତି କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ବୈଠକରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା । ବୈଠକ ଚାଲିଥିବା ବେଳେ ହୋଟେଲ ଭିତରକୁ ବାହାର ଲୋକଙ୍କୁ

ମନୋଜ କୁମାର ପରିଡା ନୂଆ ମୁଖ୍ୟ ସୂଚନା କମିଶନର

ମନୋଜ କୁମାର ପରିଡା ହେଲେ ନୂଆ ମୁଖ୍ୟ ସୂଚନା କମିଶନର । ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମନୋଜ ପରିଡା । ୧୯୮୬ ମସିହାର ଆଇଏଏସ୍ ଅଫିସର ମନୋଜ କୁମାର । ପୂର୍ବରୁ ବିଭିନ୍ନ ବିଭାଗରେ ନିଜର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇସାରିଛନ୍ତି । ଏହାସହ ପ୍ରାଣବିନ୍ଦୁ ଆଚାର୍ଯ୍ୟ ହେଲେ ସୂଚନା କମିଶନ ସଦସ୍ୟ

ଚୋରା କୋଇଲା ଖଣି ଠାବ ପରେ ସ୍ପଞ୍ଜ ଆଇରନ, କୋଲ୍ ୱାସେରିରେ ଚଢ଼ଉ

ମହାନଦୀ କୋଲ ଫିଲ୍ଡ ଲିମିଡେଟ୍‌ (ଏମ୍‌ସିଏଲ୍‌) କ୍ଷେତ୍ର ଅଧୀନ ତେଲେନଡିହି ଜଙ୍ଗଲ, ରତନସରା ଓ ଭୋଗ୍ରାକଛାର ନିକଟ ନାଳରେ ଶତାଧିକ ଚୋରା କୋଇଲା ଖଣିରୁ ହଜାର ହଜାର ଟନ୍ କୋଇଲା ଚୋରାଚାଲାଣ ହେଉଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ରାଜ୍ଯରେ ହଇଚଇ ସୃଷ୍ଟି ହୋଇଛି। ଗତ ୫ ତାରିଖ

ୱାକଫ୍‌ ବିଲକୁ ନେଇ ବିଜେଡିରେ ଗୋଷ୍ଠୀ କନ୍ଦଳ : ବିଜେଡିରେ ଦ୍ବୈତ ଶାସନ ଚାଲିଥିବା ଚର୍ଚ୍ଚା

ୱାକଫ ବିଲକୁ ନେଇ ବିଜେଡିରେ ତୀବ୍ର ହେବାରେ ଲାଗିଛି ଗୋଷ୍ଠୀ କନ୍ଦଳ । ତିନି ଭାଗରେ ଭାଗ ଭାଗ ହୋଇଛନ୍ତି ନେତା । ଭୁବନେଶ୍ବର ପଟିଆସ୍ଥିତି କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ବୈଠକରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା । ବୈଠକ ଚାଲିଥିବା ବେଳେ ହୋଟେଲ ଭିତରକୁ ବାହାର ଲୋକଙ୍କୁ

ଗୋପାଳପୁର ଠାରେ ହେବ ଏଲଏନଜି ଟର୍ମିନାଲ, ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ ସହ MOU ସ୍ଵାକ୍ଷରିତ

ଗୋପାଳପୁର ଠାରେ ଏଲଏନଜି ଟର୍ମିନାଲ ପାଇଁ ଓଡ଼ିଶା ଏବଂ ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ ସହ ୨୩୦୬ କୋଟିର ଏମଓୟୁ ସ୍ଵାକ୍ଷରିତ ହୋଇଛି। ଓଡ଼ିଶାରେ ଏନଏନଜି କ୍ଷେତ୍ରକୁ ବିକଶିତ କରିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଂହଭାଗ ଉଦ୍ୟମ ରହିଛି

ବୈଠକ ନେଇ ପ୍ରଭାତଙ୍କ ବିସ୍ଫୋରକ ବୟାନ ; କହିଲେ , ପାଣ୍ଡିଆନଙ୍କ ପ୍ରଭାବ ହ୍ରାସ କରିବାକୁ କରିଥିଲୁ ବୈଠକ

ୱାକଫ୍ ବିଲକୁ ନେଇ ସସ୍ମିତଙ୍କ ସମର୍ଥନ ପରେ ବିଜେଡିରେ ଧରପଗଡ । ବିଭିନ୍ନ ନେତାମାନେ ମେଳି ହୋଇ ସସ୍ମିତଙ୍କ ପଛର କାର୍ପଟଦାର କଥା ଆଲୋଚନା କରୁଥିବାବେଳେ ବୈଠକକୁ ନେଇ କିନ୍ତୁ ଆରମ୍ଭ ହୋଇଗଲାଣି ତୁମ୍ବିତୋଫାନ୍ । ଗୋଟେପଟେ ଯୁବ ନେତା ଓ ଅନ୍ୟପଟେ ବରିଷ୍ଠ ନେତାଙ୍କ ଭିନ୍ନ ଭିନ୍ନ ସ୍ଥାନରେ

ବୈଠକ ପରେ ବିଜେଡି ବରିଷ୍ଠଙ୍କ ବୟାନ : ନବୀନଙ୍କୁ ଦୁର୍ବଳ କଲେ ଛଡ଼ାଯିବନି

ୱାକଫ ବିଲକୁ ନେଇ ବିଜେଡିରେ କନ୍ଦଳ ଚାଲିଥିବା ବେଳେ ଏକାଠି ହେଲେ ବରିଷ୍ଠ ନେତା । ଭୁବନେଶ୍ବର ପଟିଆସ୍ଥିତି କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ହୋଇଥିଲେ ମେଳି । ବୈଠକରେ ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓ, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ

ନବୀନ ଦଳରେ ଦାୟ ନା ପାଣ୍ଡିଆନରେ ଦାୟ? ନିଷ୍ପତ୍ତି ନେବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ନବୀନ?

ୱାକଫ୍ ବିବାଦକୁ ନେଇ ବିଜେଡି ଏବେ ଦି’ ଫାଳ । ଏଭଳି ସ୍ଥିତିରେ ନବୀନ ଦୋଛକିରେ ପଡିଥିବାବେଳେ ଦଳୀୟ ନେତାଙ୍କୁ ମନାଇବା ପରିବର୍ତ୍ତେ ତୁଣ୍ଡରେ ତାଲା ଦେବାକୁ ନବୀନ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି । ତେବେ ଏଭଳି କରି କାହାକୁ ସୁରକ୍ଷା ଦେଉଛନ୍ତି ନବୀନ? ଆଗକୁ ଏହା ବିଜେଡି ପାଇଁ

ଦୁଇ କନଷ୍ଟେବଳଙ୍କୁ ଛୁରୀ ଭୁସି ଆକ୍ରମଣ, ଗୁରୁତର ଅବସ୍ଥାରେ ଜଣେ ରାଉରକେଲା ସ୍ଥାନାନ୍ତର

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ଟେନସା ଫାଣ୍ଡି ଅନ୍ତର୍ଗତ ଟେନସା ସି ବ୍ଲକ୍ ଠାରେ ଦୁଇ ପରିବାର ମଧ୍ଯରେ ଝଗଡ଼ା ହେବାର ଖବର ପାଇ, ଟେନସା ଫାଣ୍ଡିରୁ ଦୁଇ ଜଣ କନେଷ୍ଟବଳ ପୃଥ୍ବୀରାଜ ପରିଡ଼ା ଓ ଶ୍ରୀ ରାଉତରାୟ ସ୍ଥିତି ସମାଧାନ ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହେଲେ ସେଠାରେ ଦୁହେଁ ପରିବାର