ସୁନ୍ଦରଗଡ ବେଆଇନ କୋଇଲା ଖଣି ଉପରେ ଘନ ଘନ ରେଡ୍,ଜବତ ହେଲାଣି ୨୫୦ ଟନ୍ରୁ ଅଧିକ କଳାହୀରା
ସରକାରଙ୍କ ଟାର୍ଗେଟରେ କୋଇଲା ମାଫିଆ । ସୁନ୍ଦରଗଡ଼ରେ ବେଆଇନ୍ କୋଇଲା ଖଣି ଉପରେ ଚାଲିଛି ଘନ ଘନ ଚଢ଼ାଉ । ପ୍ରଶାସନର ଘନ ଘନ ଚଢାଉରେ ଛତ୍ର ଭଙ୍ଗ ଦେଲେଣି କଳାହୀରାର କଳା କାରବାର ଚଳାଉଥିବା ଏ ମାଫିଆ ମାନେ । ଏବେ ସୁଦ୍ଧା ୨ଶହ ୫୦ ଟନ୍ରୁ ଅଧିକ କୋଇଲା ଜବତ ହେଲାଣି । ଘଟଣାସ୍ଥଳରେ ଖଣି!-->…
