Odia News Portal

‘ଗୁଡ୍ ନ୍ୟୁଜ୍’କୁ ଅପେକ୍ଷା କରିଛନ୍ତି କରୀନା

ମୁମ୍ବାଇ() ଡିସେମ୍ବରରେ ୨୭ରେ ପରଦା ଉପରକୁ ଆସୁଛି କରୀନା ଫିଲ୍ମ ‘ଗୁଡ୍ ନ୍ୟୁଜ୍’। କରୀନା ଏବେ ବେଶ୍ ଉତ୍ସୁକତାର ସହ ଡିସେମ୍ବରକୁ ଅପେକ୍ଷା କରିଛନ୍ତି।ଏହି ଫିଲ୍ମରେ କରୀନାଙ୍କ ନାୟକ ଭାବରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର। କିଆରା ଆଡଓ୍ବାନୀ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ…

ବଲିଉଡରେ ଡେବ୍ୟୁ କଲେ ବାଦଶାହଙ୍କ ଝିଅ, ଦେଖନ୍ତୁ ଦମଦାର ଭିଡିଓ

ମୁମ୍ବାଇ() ବଲିଉଡ୍ ବାଦଶାହ ଶାହରୁଖ ଖାନ୍ଙ୍କ ଝିଅ ସୁହାନା ଶେଷରେ ବଲିଉଡ୍ରେ ଏଣ୍ଟ୍ରି ମାରିଛନ୍ତି। ତାଙ୍କ ଡେବ୍ୟୁ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ୍ ବ୍ଲୁ’ର ଟ୍ରେଲର ଇତିମଧ୍ୟରେ ରିଲିଜ୍ ହୋଇଯାଇଛି। ଟିଜର୍ରେ ସୁହାନା ଅଭିନୟ ବେଶ୍ ଦମ୍ଦାର୍ ହୋଇଛି। ତାଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ…

କାଲିଠାରୁ ପଲିଥିନି ଧରିଲେ ୫ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ଜରିମାନା

ଭୁବନେଶ୍ୱର() ଅକ୍ଟୋବର ୨ରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ବନ୍ଦ ହେବ ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍’ ବା ‘ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍’ । ଗାନ୍ଧୀ ଜୟନ୍ତୀରୁ ନିୟମ ମାନିବାକୁ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ । ତେବେ ନିୟମ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା…

ଗାନ୍ଧୀ ଜୟନ୍ତୀରେ ଶୁଭାରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ

ଭୁବନେଶ୍ୱର()  ଆସନ୍ତାକାଲିଠୁ ସହିଦ ନଗରଥାନାରୁ ‘ମୋ ସରକାର’ର କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । । କାଲି ନବୀନ ସହିଦ ନଗର ଥାନା ଏବଂ କ୍ୟାପିଟାଲ ହସ୍ପିଟାଲରରୁ ହିଁ ଅଭିଯୋଗକାରୀ ଓ ରୋଗୀଙ୍କ ସହ ଫୋନରେ କଥା ହେବେ ।ଆଉ ସେମାନଙ୍କ ଠାରୁ ଥାନା ଓ ଡାକ୍ତରଖାନା…

ବିଜେପୁର ପାଇଁ ୨ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଚ

ବରଗଡ() ବିଜେପୁର ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଯାଂଚ ପ୍ରକି୍ରୟା । ୩ ପ୍ରମୁଖ ଦଳ ତଥା ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସହ କାଏମ ରହିଲା ୫ ଜଣଙ୍କ ନାମାଙ୍କନ ପତ୍ର । ଯାଂଚ ବେଳେ କାଟ ଖାଇଲା ଏସପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥପତ୍ର ।

କାଶ୍ମୀରର ସବୁ ଝିଅ କାହିଁକି ଏତେ ସୁନ୍ଦରୀ ? ଜାଣନ୍ତୁ ପ୍ରକୃତ କାରଣ …

ଭୁବନେଶ୍ୱର()  କାଶ୍ମୀରର  ଲୋକ ମାନେ ଅଧିକ ଗୋରା ହୋଇଥାନ୍ତି । ଖାଲି ଗୋରା ନୁହେଁ କାଶ୍ମୀରର ଝିଅମାନେ କୌଣସି ଅପସରା ବା ପରୀ ଠାରୁ କମ ନୁହଁନ୍ତି । ହେଲେ ଏହା କାରଣ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ ... ୧- କାଶ୍ମୀର ମିଳୁଥିବା କେଶର ବିଶ୍ୱରେ ପ୍ରସିଦ୍ଧ ।…

ବଜାରକୁ ଆସିଲା ଆକ୍ଟିଭା ୧୨୫ ବିଏସ-୬

ଭୁବନେଶ୍ବର () ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଆକ୍ଟିଭା ୧୨୫ ବିଏସ ୬ର ଡେଲିଭରି ଆରମ୍ଭ କରାଯାଇଛି । କଂପାନି ଏହାର ଉତ୍ସବ ପାଳନକୁ ଆରମ୍ଭ କରି ନୂଆଦିଲ୍ଲୀର ଗ୍ରାହକ ଅଙ୍କୁର ଅରୋରାଙ୍କୁ ଚାବି ହସ୍ତାନ୍ତର କରିଛି । ସମ୍ପୂର୍ଣ୍ଣ ନୂଆ ହୋଣ୍ଡା…

ଏଣିକି ଟ୍ରେନ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ବର () ୫ ତାରିଖରୁ ଟ୍ରାକରେ ଦୌଡିବ ଦେଶର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ଏକ୍ସପ୍ରେସ । ତେବେ ଏହି ଟ୍ରେନରେ ଯାତ୍ରୀଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମିଳିବ । ଯଦି ଏହି ଟ୍ରେନ ୨ ଘଂଟାରୁ ଅଧିକ ସମୟ ବିଳମ୍ବରେ ଆସେ ତେବେ ଯାତ୍ରୀଙ୍କୁ ୨୫୦ ଟଙ୍କା କ୍ଷତିପୂରଣମିଳିପାରେ ବୋଲି…

ଦକ୍ଷିଣ ଆଫ୍ରିକାରେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଥିଲେ ଗାନ୍ଧୀ, ପଢ଼ନ୍ତୁ

୧୮୯୬ ମସିହା ନଭେମ୍ବର ୩୦ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକା ଯାଇଥିଲେ । ତାଙ୍କ ସହ ତାଙ୍କ ପତ୍ନୀ ଓ ପିଲା ମଧ୍ୟ ଯାଇଥିଲେ । କିନ୍ତୁ ଗାନ୍ଧୀ ଦକ୍ଷିଣ ଆଫ୍ରିକା ପହଂଚିବା ପୂର୍ବରୁ ତାଙ୍କ ରଚିତ ‘ଗ୍ରୀନ ପାମ୍ପଲେଟ’ ସେଠାରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଥିଲା ।…

୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର() ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ହେବ । ଏନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛନ୍ତି । ତାସହ ୩ରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ବର୍ଷା ହେବା ସହ ଘଡ଼ଘଡ଼ି ର ମଧ୍ୟ ସମ୍ଭାବନା ରହିଛି । ଏହାସହ ୧୩ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।…