ମାଲ ଭାଇ ସାଜିଲେ ମନୋହର ରନ୍ଧାରୀ
ନବରଙ୍ଗପୁର : ମାଲ ଭାଇ ସାଜିଲେ ମନୋହର ରନ୍ଧାରୀ । ମୃତଦେହକୁ କାନ୍ଧ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକର କେନ୍ଦୁଗୁଡ଼ା ଗାଁରେ ଆଜି ସକାଳୁ ଇନ୍ଦ୍ର ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା।
ଇନ୍ଦ୍ର ଅତ୍ୟନ୍ତ ଗରୀବ ପରିବାର ହୋଇଥିବାରୁ…
