Odia News Portal

ଆଜିଠାରୁ ଆରମ୍ଭ ବାଲିଯାତ୍ରା

କଟକ() ଆଜିଠାରୁ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା । ଚଳିବ ବର୍ଷ ୮ଦିନ ଧରି ଚାଲିବାକୁ ଥିବା ଏହି ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଆଜି ସନ୍ଧ୍ୟାରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଏହାକୁ…

ଏଣିକ ଗାଁରେ କରିପାରିବେନି ମନଇଚ୍ଛା ଘର

ଭୁବନେଶ୍ୱର() ଏଣିକି ସହର ପରି ଗାଁରେ ମନଇଚ୍ଛା ଘର କରି ହେବନାହିଁ।ଗାଁରେ ଉଚ୍ଚା ଘର ନିର୍ମାଣ ଉପରେ କଟକଣା ଲଗାଇଲେ ସରକାର । ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି, “ଜି+୨ ବା ତିନି ମହଲାର ଘର…

ମାଛପଡ଼ା ଗାଁରେ ଭୟାବହ ଅଗ୍ନିକାଣ୍ଡ , ୨୧ ବଖରା ଘର ଭସ୍ମୀଭୂତ

ପୁରୀ :  ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମାଛପଡ଼ା ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁର ଆଁରେ ୨୧ ବଖରା ଘର ଭସ୍ମୀଭୂତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଛି । ଅଗ୍ନିଶମ ବିଭାଗ ବହୁ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ପୂର୍ବ ଶତୃତାକୁ କେନ୍ଦ୍ର କରି କିଛି ଦୁବୁର୍ତ୍ତ…

ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ : ପୁଣି ହୋଇପାରେ ବର୍ଷା

ଭୁବନେଶ୍ୱର : ପୁଣି ହୋଇପାରେ ବର୍ଷା । ଦକ୍ଷିଣ ଓଡ଼ିଶା ଉପକୂଳ ପାଖରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ଆସନ୍ତା ୧୬-୧୭ ତାରିଖବେଳକୁ ଓଡ଼ିଶାରେ ବର୍ଷା ସମ୍ଭାବନା ଦେଖାଦେଇଛି । ଏଭଳି ପୂର୍ବାନୁମାନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିର୍ଭସିଟିର…

ଜୋମାଟୋ ଡେଲିଭରୀ କରୁଥିବା ମେଘନା ଲଢ଼ିବେ ନିର୍ବାଚନ : କଂଗ୍ରେସ ଦେଲା ସୁଯୋଗ

ମାଙ୍ଗାଲୁରୁ : କର୍ଣ୍ଣାଟକରେ ଜୋମାଟୋ ପାଇଁ ଫୁଡ୍ ଡେଲିଭରୀ କାମ କରୁଥିବା ଜଣେ ମହିଳା ଏବେ ନିର୍ବାଚନୀ ମୈଦାନକୁ ଓହ୍ଳାଇଛନ୍ତି। ମାନ୍ନାଗୁଡ୍ଡା ୱାର୍ଡରେ ହେବାକୁ ଥିବା ମାଙ୍ଗାଲୁରୁ ସିଟି କର୍ପୋରେସନ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଜୋମାଟୋ ଗାର୍ଲ ମେଘନା ଦାସ। ମେଘନାଙ୍କୁ ନିର୍ବାଚନ…

ଅନନ୍ୟା ଜିତିଲେ ଓଡ଼ିଶା କୁଇନ୍‌ ଟାଇଟେଲ୍‌

ଭୁବନେଶ୍ୱର : ଓଡିଶା କୁଇନ୍‌ ମୁକୁଟ ଜିତିଛନ୍ତି ଅନନ୍ୟା ଆଚାର୍ଯ୍ୟ । ଏଥିରେ ସୌମ୍ୟା ସାହୁ ରନରସ୍‌ଅପ୍‌ ହୋଇଥିବା ବେଳେ ଇଭା ଜେମସ୍‌ ରୁଦ୍ରାଙ୍ଗି ଦ୍ୱିତୀୟ ରନରସ୍‌ଅପ୍‌ ହୋଇଥିଲେ । ବଲିଉଡ୍‌ ସୁନ୍ଦରୀ ଜରିନ୍‌ ଖାନ ଏଥିରେ ସେଲିବ୍ରେଟି ଜଜ୍‌ ଓ ଜାତୀୟ ସ୍ତରର ଫେସନ୍‌ କୋରିଓଗ୍ରାଫର…

ସିଡିଏ କର୍ତ୍ତୃପକ୍ଷଙ୍କର ପୁରୀ ଦପ୍ତରକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ବର : ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ( ସିଡିଏ ) ଦପ୍ତରରେ ଫାଇଲଟ୍‍ଏ ଆଣବା ପାଇଁ ଶହେ କିଲୋମିଟର ଦରୂକୁ ଦଉଡୁଥବାଵେଳେ ଏବେ ପୁରୀ ଠାରେ ଆଉ ଏକ ଦପ୍ତର ପ୍ରତିଷ୍ଠାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସିଡିଏ କର୍ତ୍ତୃପକ୍ଷଙ୍କର ପୁରୀରେ ଦପ୍ତର ଖୋଲିବାର କ’ଣ ଆବଶ୍ୟକ ରହିଛି ବୋଲି ପ୍ରଶ୍ନ…

ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

ଆଜି କାଲି ଅନେକ ଲୋକ ଅଣ୍ଟା ଯନ୍ତ୍ରଣାକୁ ନେଇ ଚିନ୍ତିତ। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ଆପଣାଇ ମଧ୍ୟ ଲୋକେ ବିଫଳ ହେଉଛନ୍ତି। ତେବେ କିଛି ଦିଗ ପ୍ରତି ଧ୍ୟାନ ଦେଲେ ଏହି ଯନ୍ତ୍ରଣାରୁ ରକ୍ଷା ପାଇ ପାରିବେ। ଆସନ୍ତୁ ଜାଣିବା କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଅଣ୍ଟା ଯନ୍ତ୍ରଣାରୁ ଉପଶମ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ପ୍ରତିକୂଳତା କେତେକାଂଶରେ ଦୂରେଇଯାଇଥିଲେ ମଧ୍ୟ ଛୋଟ ଛୋଟ ସମସ୍ୟା ଲାଗି ରହିବ। କାର୍ଯ୍ୟ ହାସଲକଲେ ମଧ୍ୟ ଟେନ୍‌ସନରୁ ମୁକ୍ତି ମିଳି ନ ପାରେ। ଅବଶ୍ୟ ସାହିତ୍ୟ, ଗବେଷଣା,ଆଲୋଚନା, ଏଜେନ୍ସି, ସାମ୍ବାଦିକତାରେ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଣିଷ ମୁହଁ ଥିବା ମାଛ, ଦେଖନ୍ତୁ ଭିଡିଓ

ଲୋକଙ୍କୁ ଆଚମ୍ବିତ କଲା ଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚୀନର ମିଆଓ ଗାଁରେ ଥିବା ଏକ ହ୍ରଦରେ ମଣିଷ ଚେହେରା ଭଳି ଦେଖାଯାଉଥିବା ମାଛକୁ ପହଁରିବାର ଦେଖାଯାଇଛି। https://youtu.be/024O9dUeX_Y ଏହି ଭିଡିଓକୁ ଜଣେ ମହିଳା ନିଜ କ୍ୟାମେରାରେ ରେକର୍ଡ କରିଛନ୍ତି।…