Odia News Portal

18 ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ, 24 ସୁଦ୍ଧା ସହୟତା ବଣ୍ଟନ ନିର୍ଦ୍ଦେଶ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ବୁଲବୁଲ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ନଭେମ୍ବର 18 ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ପ୍ରଦାନ କରିବା ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ…

ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କୁ ମିଳିବ ‘ସୁରଜ ପୁରସ୍କାର’

ଭୁବନେଶ୍ବର : ମାନବିକାତାର ସର୍ବୋଚ୍ଚ ନଜିର ଦେଖାଇଛନ୍ତି ଗଂଜାମ ଜିଲ୍ଲାର ସୁରଜ ବେହେରାଙ୍କ ପରିବାର । ଏକ ଦୁର୍ଘଟଣାରେ ପୁଅର ବ୍ରେନ ଡେଡ ହେବା ପରେ ସେମାନେ ସୁରଜଙ୍କ ୬ଟି ମହତ୍ବପୂର୍ଣ୍ଣ ଅଙ୍ଗ ଦାନ କରିଥିଲେ । ସୁରଜଙ୍କ ଦୁଇଟି ଯାକ କିଡନୀ, ଲିଭର, ହାର୍ଟ ଓ ଦୁଇଟି ଯାକ ଆଖି ଦାନ କରିଥିଲେ…

ଭାଗନେବେ ଛଅଟି ଦଳ

ଭୁବନେଶ୍ବର : ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଲିଙ୍ଗରାଜ ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଚଳିତ ମାସ ୧୬ ଓ ୧୭ ତାରିଖରେ ଦ୍ଵାଦଶ ଜାତୀୟ ଦିବାରାତ୍ର ଭଲିଵଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥିରେ ରାଜ୍ୟର ଶ୍ରେଷ୍ଠ ଦୁଇଟି ଦଳ ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲ ଓ…

କାରଭିତରେ ରୋମାନ୍ସ କରୁଥିବାବେଳେ ପୋଲିସ ହାତରେ ଧରା ପଡିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ() ପ୍ରଥମ ବିବାହ ବିଚ୍ଛେଦ ହେବା ପରେ ରିଲେସନସିପ ଉପରୁ ଅଭିନେତ୍ରୀ ଅର୍ଚନା ପୂରଣ ସିଂହଙ୍କ ବିଶ୍ବାସ ଉଠିଯାଇଥିଲା। ଦ୍ବିତୀୟ ଥର କାହାକୁ ସୁଯୋଗ ଦେବାକୁ ଚାହୁଁନଥିଲେ। ସେହି ସମୟରେ ପରମିତ ସେଚ୍ଚୀଙ୍କ ସହ ଅର୍ଚ୍ଚନାଙ୍କ ଦେଖା ହୋଇଥିଲା। ଉଭୟ ଧୀରେ ଧୀରେ ପରସ୍ପରଙ୍କୁ ପସନ୍ଦ…

ଶିବସେନାକୁ କଂଗ୍ରେସର ବାହ୍ୟ ସମର୍ଥନ

ନୁଆଦିଲ୍ଲୀ() ମହାରାଷ୍ଟ୍ରରେ ସରକାର ଗଠନ ସଙ୍କଟ ଟଳିଲା । ଶିବସେନାକୁ ବାହାରୁ ସମର୍ଥନ କରିବାକୁ କଂଗ୍ରେସର ଘୋଷଣା । ଉଦ୍ଧବଙ୍କ ସହ ସୋନିଆ କଥା ହେବା ପରେ ସମର୍ଥନ ଘୋଷଣା କରିଛନ୍ତି । ନିଜ ଦଳର ବିଧାୟକ ଓ ବରିÂ ନେତାଙ୍କ ସହ ଆଲୋଚନା କରିବା ପରେ ସୋନିଆ ଏହି ନିଷ୍ପତି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

ଭୁବନେଶ୍ୱର() ବାତ୍ୟା ବୁଲବୁଲରେ ହୋଇଥିବ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଲୋକସେବା ଭବନରେ ଏହି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆକାଶମାର୍ଗରୁ ପ୍ରଭାବିତ ଅଂଚଳ ଅନୁଧ୍ୟାନ କରିବା ପରେ ଆଜି ସମୀକ୍ଷା ହୋଇଥିଲା । ଏହା ସହ ୫ଜିଲ୍ଲାର ଜିଲ୍ଲାପାଳଙ୍କ ସହ…

ହସ୍ପିଟାଲର ଆଇସିୟୁରେ ଲତା

ମୁମ୍ବାଇ() କୋକିଳ କଣ୍ଠୀ ଗାୟିକା ଲତା ମଙ୍ଗେସକର ଅସୁସ୍ଥ ହୋଇପଡିଥିବା ଖବର ମିଳିଛି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ରବିବାର ରାତି ପ୍ରାୟ ୨ଟାରେ ମୁମ୍ବାଇର ବିଚ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଥିବା ଓ ସୋମବାର ତାଙ୍କୁ ଡିସଚାର୍ଜ କରାଯାଇଥିବା…

ଏଣିକି କିସ୍ତିରେ ସୁଝିପାରିବେ ବିଦ୍ୟୁତ୍ ବିଲ

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବଡ ଖବର । ଏଣିକି ଉପଭୋକ୍ତା କିସ୍ତିରେ ସୁଝିପାରିବେ ବିଦ୍ୟୁତ୍ ବିଲ ।ଉତ୍ତରପ୍ରଦେଶରେ ବିଦ୍ୟୁତ ବିଭାଗ ପକ୍ଷରୁ ଏଭଳି ଏକ ଯୋଜନା ଆରମ୍ଭ ହୋଇଛି । ଯେଉଁମାନେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଓ ବହୁଦିନ ଧରି ବିଦ୍ୟୁତ ବିଲ ପୈଠ କରିପାରିନାହାନ୍ତି ସେମାନଙ୍କ ପାଇଁ…

ଭାଜପା ମିଛ କହୁଛି: ଅରବିନ୍ଦ

ନୂଆଦିଲ୍ଲୀ () ଶିବସେନା ନେତା ତଥା ମୋଦି ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଅରବିନ୍ଦ ସାଓ୍ବନ୍ତ ସୋମବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ରାଜନୀତିକୁ ଦେଖି ସେ ଏହି ଇସ୍ତଫା ଦେଇଥିବା କହିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ…

୧୩ରୁ ବିଧାନସଭା ଅଧିବେଶନ

ଭୁବନେଶ୍ବର() ୧୩ରୁ ଆରମ୍ଭ ହେବ ଧାନସଭା ଶୀତକାଳୀନ ଅଧିବେଶନ ।ଅଧିବେଶନ ରେ ୩୦ଟି କାର୍ୟ୍ୟ ଦିବସ ରହିଛି। ୨୧ଟି ସରକାରୀ କାର୍ୟ୍ୟ ଦିବସ ଓ ୫ଟି ବେସରକାରୀ କାର୍ୟ୍ୟ ଦିବସ ରହିଛି ।ଡ଼ିସେମ୍ବର୧୯ତାରିଖ ଯାଏ ଚାଲିବ ଅଧିବେଶନ । ଏହି ଅଧିବେଶନ ବେଳେ ବିରୋଧୀ ବିଭିନ୍ନ ପ୍ରସଂଗ ଉଠାଇବା ପାଇଁ…