Odia News Portal

ଆଜି ରଵିବାର, ମନଲୋଭା ମଟନ୍‌ କଟ୍‌ଲେଟ୍ ଘରେ ବନାନ୍ତୁ

ଆବଶ୍ୟକ ସାମଗ୍ରୀ: ମଟନ୍‌ କିମା, ପିଆଜ, ସିଝା ଆଳୁ, କର୍ଣ୍ଣଫ୍ଲୋର, କଞ୍ଚା ଲଙ୍କା, ଅଦା ଓ ରସୁଣ ବଟା, ଗରମ ମସଲା, ଲଙ୍କା ଗୁଣ୍ଡ, କଟା ଧନିଆ ପତ୍ର, ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି କଟା ପିଆଜ ପକାନ୍ତୁ। ପିଆଜର ରଙ୍ଗ ସୁନେଲୀ ହେବା ପର୍ଯ୍ୟନ୍ତ…

ସକାଳୁ ଖାଲି ପେଟରେ ଖାଆନ୍ତୁ ଗଜା ବୁଟ ଓ ମୁଗ…

ସକାଳେ ଦୁଇ ମୁଠା ଗଜା ବୁଟ ବା ମୁଗ ଖାଇବା ପାଇଁ ଡାକ୍ତର ଅନେକ ସମୟରେ ପରାମର୍ଶ ଦେଇଥାନ୍ତି। ବୁଟ କିମ୍ୱା ମୁଗକୁ ଗଜା କରିବା ପାଇଁ ଏହାକୁ ପାଣିରେ ଭିଜାଇ ରଖାଯାଇଥାଏ। ଏଥିରେ ଭିଟାମିନ୍‌ ‘ସି’ ଓ ‘ବି’ ପ୍ରଚୁର ପରିମାଣରେ ରହିଛି। ତେବେ ଏହାକୁ ସକାଳୁ ଖାଲି ପେଟରେ ଖାଇଲେ ଆପଣଙ୍କ ଶରୀରକୁ…

ଆସନ୍ତୁ ଜାଣିବା କେଉଁ ଠାକୁରଙ୍କ ପ୍ରିୟ କେଉଁ ଫୁଲ

ହିନ୍ଦୁ ଧର୍ମରେ ପୂଜା ପାଠର ମହତ୍ୱ ରଖେ। ଏମିତିରେ ଭଗବାନ୍‌ଙ୍କୁ ଶ୍ରଦ୍ଧା ଓ ଭକ୍ତି ମାଧ୍ୟମରେ ସନ୍ତୁଷ୍ଟ କରାଯାଏ। କିନ୍ତୁ ରିତୀନୀତି ତଥା ମାନ୍ୟତା ଅନୁଯାୟୀ ପୂଜାରେ ଧୂପ,ଦୀପ, ଫୁଲ, ଭୋଗ ଠାକୁରଙ୍କ ନିକଟରେ ଅର୍ପଣ କରାଯାଏ। ତେବେ ପୌରାଣିକ ସିଦ୍ଧାନ୍ତ ଅନୁଯାୟୀ ପ୍ରତି ଠାକୁରଙ୍କ ପସନ୍ଦ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁ ମିଳନ ଓ ସକାଳୁଆ ଯାତ୍ରା କେତେକାଂଶରେ ଶାନ୍ତି ପ୍ରଦାୟକ ହେବ। ପାରିବାରିକ, ପରିବହନ, ସାଧାରଣ ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଲାଗି ରହିବ। ଯାନବାହନ ଚଳାଇବା ସମୟରେ ଅନ୍ୟମନସ୍କତା ଅସୁବିଧାର କାରଣ ହେବାର ସମ୍ଭାବନା ରହିଛି।…

ଦୁଇ ପୁରାତନ ମାର୍କେଟ କଂପ୍ଲେକ୍ସ ହେବ ଉଚ୍ଛେଦ, ଜାରି ହେଲା ନୋଟିସ

ପୁରୀ : ପୁରୀ ମହୋଦଧି ମାର୍କେଟ କଂପ୍ଲେକ୍ସ ଓ ମୁନିସିପାଲିଟି ମାର୍କେଟ କଂପ୍ଲେକ୍ସ। ଏଗୁଡ଼ିକ ଅସୁରକ୍ଷିତ ଥିବାରୁ ଭାଙ୍ଗିବାକୁ ନୋଟିସ ଜାରି କରିଛି ପୁରୀ ପୌରପାଳିକା। ମୋଚିସାହି ଛକରେ ଥିବା ମହୋଦଧି ମାର୍କେଟ କଂପ୍ଲେକ୍ସ ଓ ବଡ଼ଦାଣ୍ଡ ମାର୍କେଟ ଥିବା ମୁନିସିପାଲିଟି ମାର୍କେଟ କଂପ୍ଲେସ ପ୍ରାୟ…

କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ତଦାରଖ କଲେ ତୁଷାରକାନ୍ତି ବେହେରା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବେ ବେଶ୍ ତତ୍ପର ହୋଇଉଠିଛନ୍ତି ବିଭିନ୍ନ ବିଭାଗୀୟ ମନ୍ତ୍ରୀମାନେ । ମନ୍ତ୍ରୀମାନେ ନିଜ ନିଜ ବିଭାଗକୁ ଅଚାନକ ଗସ୍ତ କରି ସେଠାକାର ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କ୍ରୀଡା ଓ…

ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲା

କଳାହାଣ୍ଡି : କଳାହାଣ୍ଡି ଜାରିଙ୍ଗି ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ପୀଡିତାଙ୍କୁ ଲିଫ୍ଟ ଦେଇଥିବା ଡ୍ରାଇଭର ଲଳିତେନ୍ଦ୍ର ଶବରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଫଳରେ ଏହି ମାମଲାରେ ଗିରଫ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ପୋଲିସ ପ୍ରଥମେ ଲଳିତେନ୍ଦ୍ର…

ହିମେଶଙ୍କ ପରେ ଉଦିତ୍ ନାରାୟଣଙ୍କ ସହ ରାନୁ ମଣ୍ଡଳଙ୍କ ଗୀତ ହେଲା ରେକର୍ଡ

ମୁମ୍ବାଇ : ସୋସିଆଲ ମିଡ଼ିଆର ରାଣୀ ରାନୁ ମଣ୍ଡଳଙ୍କ ଗୀତରେ ଏବେ ସବୁ ଦିଓ୍ବାନ ହୋଇଯାଇଛନ୍ତି। ତାଙ୍କର ମଧୁର କଣ୍ଠ ଲାଗି ସେ ସଫଳତା ପାଇଛନ୍ତି। ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ ଆଜି ଗୋଟେ ପରେ ଗୋଟେ ସଫଳତାର ପାହାଚ ଅତିକ୍ରମ କରି ଚାଲିଛନ୍ତି। ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା…

ଗ୍ରାହକଙ୍କ ପାଇଁ ଖୁସୀ ଖବର ପୁଣି ଶସ୍ତା ହେଲା ସୁନା ଓ ରୂପା

ନୂଆଦିଲ୍ଲୀ : ପର୍ବପର୍ବାଣୀ ଆରମ୍ଭ ହେବା ମାତ୍ରେ ସୁନା ଓ ରୂପା ଦର ହ୍ରାସ ହୋଇଥାଏ। ପୂଜା ବଜାରକୁ ଲକ୍ଷ୍ୟକରି ଗ୍ରାହକଙ୍କ ପାଇଁ ରିହାତି ଅଫର ଦିଆଯାଇଥାଏ। ପୂଜା ବଜାରରେ ସବୁ ପ୍ରକାର ଜିନିଷ ଉପରେ ରିହାତି ଅଫର ମିଳିଥାଏ। ଏହାସହ ସୁନା ଓ ରୂପା ଉପରେ ମଧ୍ୟ ଗ୍ରାହକଙ୍କୁ ଅଳଙ୍କାରର ଗଢ଼ା…

ଲଞ୍ଚ ହେଲା Samsung Galaxy A70s ସ୍ମାର୍ଟଫୋନ୍‌, କ’ଣ ରହିଛି ଏଥିରେ ଜାଣନ୍ତୁ

ନୂଆଦିଲ୍ଲୀ : ସାମସଙ୍ଗ ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍‌ Galaxy A70s ଲଞ୍ଚ କରିଛି ସାମସଙ୍ଗ Galaxy A70s ରେ କମ୍ପାନୀ ୬୪ ମେଗାପିକ୍ସେଲ୍‌ କ୍ୟାମେରା ଦେଇଛି । ଏହାସହିତ ଆପଣଙ୍କୁ କହିରଖୁଛୁ ଯେ, ସାମସଙ୍ଗର ଏହା ପ୍ରଥମ ଫୋନ୍‌ ଯେଉଁଥିରେ ୬୪ ମେଗାପିକ୍ସେଲ୍‌ କ୍ୟାମେରା ରହିଛି । ଏହି…